225 ଟଙ୍କାରେ ପୁରା ବର୍ଷ ସବୁ ଫ୍ରି .

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଖାସ ଖବର ନେଇ କରି ଆସିଛୁ ଯାହା ଆପଣ ମାନଙ୍କ ର ଜାଣିବା ନିହାତି ଦରକାର । ତେବେ ବନ୍ଧୁଗଣ ଏୟାରଟେଲ , ଜିଏ ଏବଂ ଭିଆଇ କୁ ଦେବ ମାତ୍ । କମ୍ପାନୀ ଆଣୁଛି ସବୁଠୁ ଶସ୍ତା ଅଫର । ବର୍ଷକୁ କରିବାକୁ ହେବ 225 ଟଙ୍କା ରିଚାର୍ଜ । କମ୍ ଦାମ ରେ ରିଚାର୍ଜ କରି ପାଆନ୍ତୁ ଲାଇଫ୍ ଟାଇମ ର ଭାଲିଡିଟି ।

ଆପଣ ଭାବୁଥିବେ ଲାଇଫ୍ ଟାଇମ ଭାଲିଡିଟି ପାଇବା ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ହେବ , କିନ୍ତୁ ନା ଆମେ ଯେଉଁ କମ୍ପାନି କଥା କହୁଛୁ ତାହା ୟୁଜର୍ସ କୁ ଦେଉଛି ସବୁଠାରୁ ଶସ୍ତା ଅଫର । ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏଭଳି ପକେଟ ଫ୍ରଣ୍ଡଲି ଅଫର ଅନ୍ୟ ବଡ ଟେଲିକମ କମ୍ପାନୀ ମାନେ ମଧ୍ୟ ଦେଉ ନାହାନ୍ତି । ତେବେ ଯଦି ଆପଣ କମ୍ ଦାମ ରେ ବେଶି ଫାଇଦା ଉଠାଇବାକୁ ଚାହୁଁଛନ୍ତି ତେବେ ଜାଣନ୍ତୁ କେମିତି ଏହାର ଫାଇଦା ଉଠାଇବେ ।

ଯଦି ଫୋନ ର ରିଚାର୍ଜ ଭାଲିଡିଟି ସରିଯାଏ ତେବେ ଉଠାଉଥିବା ସବୁ ଅଫର ଶେଷ ହୋଇଯିବ ଆୁ ଠିକ ସମୟ ରେ ଏମିତି ହେଲେ କାମ ମଧ୍ୟ ପୁରା ହୋଇ ପାରେ ନାହିଁ । ଏମିତିରେ ଆପଣ ପୁଣି ଥରେ ରିଚାର୍ଜ କରିବାକୁ ପଡିଥାଏ । ତେବେ ଏହାକୁ ନେଇ ଆଉ ଚିନ୍ତା କରନ୍ତୁ ନାହିଁ ଆଜି ଆମେ ଏମିତି ଏକ ରିଚାର୍ଜ ପ୍ଲାନ ସମ୍ପର୍କ ରେ କହିବୁ ଯାହାକୁ ଥରେ ରିଚାର୍ଜ କଲେ ଆଉ ବର୍ଷ ସାରା ଟେନସନ ରହିବ ନାହିଁ ।

BSNL

ଏହାର ଭାଲିଡିଟି ଶେଷ ହେବ ନାହିଁ । ଯେଉଁଥିରେ ଦାମ କମ୍ ରହିବା ସହ ଲାଇଫ ଟାଇମ ଭାଲିଡିଟି ଅଫର ଦେଉଛି ଅନେକ ୟୁଜର୍ସ ଙ୍କୁ ଏହା ସମ୍ପର୍କ ରେ ଜଣା ନଥିବ । ଏହି ପ୍ଲାନ ରେ ଆପଣ ଙ୍କୁ 225 ଟଙ୍କା ରିଚାର୍ଜ କରିବାକୁ ହେବ । ଏହା ପରେ ଆପଣ ଙ୍କୁ ଲାଇଫ ଟାଇମ ଭାଲିଡିଟି ଅଫର ମିଳିବ । ଏମିତି ରେ ସିମ୍ କାର୍ଡ ବନ୍ଦ ହେବାର ଟେନସନ ମଧ୍ୟ ନାହିଁ । ଆପଣ ଚାହିଁଲେ ଏହି ପ୍ଲାନ କୁ ଆକଟିଭେଟ କରି ଏହାର ଫାଇଦା ଉଠାଇ ପାରିବେ । ତେବେ ଏହି ଅଫର ଯୋଗାଇ ଦେଉଛି ଭାରତୀୟ ବିସଏନାଲ କମ୍ପାନୀ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *