21 ନଭେମ୍ୱର 2022 ରାଶିଫଳ – ଆଜିଠୁ ବଦଳିବାକୁ ଜାଉଛି ଏହି ସବୁ ରାଶିଙ୍କ ଭାଗ୍ୟ

rasiphala

୧)ମେଷ ରାଶି- ଆଜି ଆପଣଙ୍କ ଜୀବନରେ ବହୁତ ସାରା ଅସୁବିଧାର ସମାଧାନ ହୋଇପାରେ, ପରିବାର ବାଲାଙ୍କ ସହ ହସଖୁସିରେ ସମୟ ବ୍ୟତିତ କରିବେ । ଆପଣଙ୍କ ଆତ୍ମବିଶ୍ୱାସ ବଢିବ , ସ୍ୱାସ୍ଥ୍ୟ ସଂବନ୍ଧିତ ଅସୁବିଧାରୁ ବହୁ ପରିମାଣରେ ଆଶ୍ୱସ୍ତି ମିଳିବ, ଯେଉଁ ଲୋକ କପଡା ବ୍ୟବସାୟ କରୁଛନ୍ତି ତାଙ୍କୁ ଲାଭ ମିଳିବାର ଯୋଗ ଅଛି, ଦାମ୍ପତ୍ୟ ଜୀବନରେ ସୁଖ ମିଳିବ , ଜୀବନସାଥୀ ଆପଣଙ୍କ ଭାବନାକୁ ବୁଝିପାରିବେ ।

୨)ବୃଷ ରାଶି- ଆଜି ଆପଣଙ୍କ ଦିନ ଲାଭ ଦାୟକ ହେବାର ଅଛି, ଯେଉଁ ବ୍ୟକ୍ତି ଚାକିରି ଖୋଜୁଛନ୍ତି ତାଙ୍କୁ ପ୍ରମୋଶନ୍ ମିଳିବାର ଯୋଗ ହେଉଛି, ବଡ ଅଧିକାରୀଙ୍କ କୃପା ଦୃଷ୍ଟି ମିଲିବ, ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ବଢିବ , ଯେଉଁ ବ୍ୟକ୍ତି ବହୁତ ଦିନରୁ ଚାକିରି ଅନ୍ୱେଷଣରେ ଅଛନ୍ତି ତାଙ୍କୁ ଭଲ ଅବସର ମିଳିବ, ସ୍ୱାସ୍ଥ୍ୟ ପୁର୍ବ ଅପେକ୍ଷା ଠିକ୍ ରହିବ, ଆପଣ ନିଜକୁ ଫ୍ରେସ୍ ଅନୁଭବ କରିବେ, ଆପଣ ସବୁ କାମକୁ ମନମୁତାବିକ ପୁରା କରିବେ, ବନ୍ଧୁଙ୍କ ସହ ମିଶିକରି କିଛି ନୁଆ ବେପାର ଆରମ୍ଭ କରିପାରନ୍ତି, ଯାହା ଆଗକୁ ଯାଇକରି ଭଲ ଫାଇଦା ଦେବ । କେଉଁ ସରକାରୀଯୋଜନାରୁ ଭଲ ଲାଭ ମିଳିବ ।

୩)ମିଥୁନ ରାଶି- ଆଜି ଆପଣଙ୍କ ଦିନ ସବୁଦିନ ଅପେକ୍ଷା ଭଲ ରହିବ। ଘରର କେଉଁ ସଦସ୍ୟଙ୍କ ଠାରୁ ଖୁସିଖବର ମିଳିପାରେ । ଯାହାଦ୍ୱାରା ଘରର ମାହୋଲ୍ ଭଲ ରହିବ । ନୁଆ ନୁଆ ବ୍ୟକ୍ତିଙ୍କ ସହ ଆପଣଙ୍କ ବନ୍ଧୁତା ହୋଇପାରେ କିନ୍ତୁ ଆପଣ କେଉଁ ଅଜଣା ଲୋକ ଉପରେ ବିଶ୍ୱାସ କରନ୍ତୁ ନାହିଁ । ଆପଣଙ୍କୁ ନିଜ କ୍ଷେତ୍ରରେ ମନ ମୁତାବିକ ସଫଳତା ମିଲିବାର ଯୋଗ ହେଉଛି, ବିବାହ ଯୋଗ୍ୟ ବ୍ୟକ୍ତିଙ୍କୁ ଭଲ ପ୍ରସ୍ତାବ ମିଳିବ । ମା ବାପାଙ୍କ ଆଶିର୍ବାଦ ଆପଣଙ୍କ ସହ ରହିବ । ଘରର ବଡ ବୟସ୍କଙ୍କ ଉପଦେଶ ଆପଣଙ୍କ ପାଇଁ କାମକୁ ଆସିପାରେ ।

୪)କର୍କଟ ରାଶି-ଆଜି ଆପଣଙ୍କ ଦିନ ସାମାନ୍ୟ ରୁପରେ କଟିବ, ଯେଉଁ ବିଦ୍ୟାର୍ଥୀ ପ୍ରତିଯୋଗି ପରୀକ୍ଷାର ପ୍ରସ୍ତୁତି କରୁଛନ୍ତି ତାଙ୍କୁ କଡା ପରିଶ୍ରମ କରିବାର ଦରକାର ଅଛି, ତେବେ ଯାଇ ସଫଳତା ହାସିଲ୍ କରିପାରିବେ , ବେପାରରେ କେଉଁ ପ୍ରକାରର ପରିବର୍ତ୍ତନ କରନ୍ତୁ ନାହିଁ । ନହେଲେ କ୍ଷତି ହୋଇପାରେ, ଜୀବନସାଥୀଙ୍କ ସହ କେଉଁ କଥାକୁ ନେଇ ଯୁକ୍ତିତର୍କ ହୋଇପାରେ, ନିଜ କ୍ରୋଧ ଓ ବାଣୀ ଉପରେ କଣ୍ଟ୍ରୋଲ୍ କରିବାକୁ ହେବ, ଅସହାୟ ଲୋକଙ୍କୁ ସାହାଯ୍ୟ କରିବାର ମଉକା ମିଳିପାରିବ, ମା ବାପାଙ୍କ ସହ ମନ୍ଦିର୍ ଦର୍ଶନ କରିବାକୁ ଯାଇପାରନ୍ତି, ଆଜି ଲମ୍ବା ଯାତ୍ରା କରିବାରୁ ନିବୃତ ରହିବାକୁ ହେବ ।

୫)ସିଂହ ରାଶି- ଆଜି ଆପଣଙ୍କ ଦିନ ଭଲ ପରିଣାମ ନେଇକରି ଆସିଛି, ଚାକିରି କରୁଥିବା ବ୍ୟକ୍ତିଙ୍କୁ ବଡ ଅଧିକାରୀଙ୍କ ପୁରା ସହଯୋଗ ମିଳିବ, ଆପଣ ନିଜ ଅଧୁରା କାମକୁ ପୁରା କରିପାରିବେ । ସହକର୍ମୀଙ୍କ ସହ ଭଲ ତାଳମେଳ ରହିବ । ଅଚାନକ ଘରେ ଅତିଥିଙ୍କ ଆଗମନ ହେବ । ଯେଉଁଥିରେ ଘରର ମାହୋଲ୍ ଖୁସିମୟ ହେବ । ଛୁଆଙ୍କ ତରଫରୁ ଚିନ୍ତା ଦୂର ହେବ , ଘରର ବଡ ବୟସ୍କଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ । ଦାମ୍ପତ୍ୟ ଜୀବନରେ ପରସ୍ପରଙ୍କ ମଧ୍ୟରେ ଭଲ ତାଳମେଳ ରହିବ । ବାସନ କାରୋବାର କରୁଥିବା ବ୍ୟକ୍ତିଙ୍କୁ ଭଲ ଲାଭ ମିଲିପାରିବ, ଆପଣ ନିଜ ମଧୁର ବାଣି ଦ୍ୱାରା ଅନ୍ୟଙ୍କୁ ପ୍ରଭାବିତ କରିବେ ।

୬)କନ୍ୟା ରାଶି- ଆଜି ଆପଣଙ୍କୁ ଭାଗ୍ୟର ପୁରା ସାଥ୍ ମିଲିବ, ଘରର ମାହୋଲ୍ ଖୁସିମୟ ରହିବ, ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଚେଷ୍ଟା କରିବେ । ସ୍ୱାସ୍ଥ୍ୟ ଠିକ୍ ରହିବ । ଖାଦ୍ୟପେୟରେ ରୁଚି ବଢିବ । ଆପଣଙ୍କୁ ନିଜ ବଡ ବୟସ୍କଙ୍କ ଆଶିର୍ବାଦ ମିଳିବ, ସ୍ୱାସ୍ଥ୍ୟ ଭଲ ରହିବ, ଅଫିସ୍ ରେ ଅଧୁରା କାମ ସହକର୍ମୀଙ୍କ ଦ୍ୱାରା ପୁରା ହେବ । ବଡ ଅଧିକାରିଙ୍କ ପୁରା ସାଥ୍ ମିଳିବ, ପ୍ରେମ ଜୀବନରେ ସୁଧାର ଆସିବ, ରାଜନୀତି କ୍ଷେତ୍ରରେ ଭଲ ସଫଳତା ପାଇବେ ।

୭)ତୁଳା ରାଶି- ଆଜି ଆପଣ ନିଜ ପରିଶ୍ରମରୁ ଧନ ଲାଭ କରିପାରିବେ, ସନ୍ତାନଙ୍କ ସହ ସମୟ କଟାଇ ଆପଣ ଖୁସି ଅନୁଭବ କରିବେ, ଆପଣ ନିଜ ପରିବାରର ଦାୟିତ୍ୱକୁ ଭଲ ଢଙ୍ଗରେ ନିଭାଇବେ, ମାନସିକ ଚିନ୍ତା ଦୁର୍ ହେବ, ବିଦ୍ୟାର୍ଥିଙ୍କୁ କେଉଁ ବଡ କଲେଜରେ ପଢିବାକୁ ଚାହୁଁଥିଲେ ତେବେ ତାଙ୍କ ସ୍ୱପ୍ନ ପୁରା ହୋଇପାରେ, ଆଜି ଆପଣଙ୍କୁ କେଉଁ ପ୍ରୋପଟି ପ୍ଲାନ୍ କରିବାର ମନ ବଳାଇପାରନ୍ତି, ଅବିବାହିତ ବ୍ୟକ୍ତିଙ୍କୁ ବିବାହର୍ ପ୍ରସ୍ତାବ ମିଳିବ ।

୮)ବିଛା ରାଶି- ଆଜି ଆପଣଙ୍କ ଦିନ ଉତଥାନ ପତନଭରା ରହିବ, କେଉଁ ଖାସ୍ ବନ୍ଧୁଙ୍କ ସହ ଯୁକ୍ତିତର୍କ ହୋଇପାରେ ଯାହାର କାରଣରୁ ମନ ବହୁତ ଚିନ୍ତିତ ରହିବ, ଆପଣ ନିଜ ବାଣୀ ଓ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାର୍ ଅଛି, ନହେଲେ ବଡ୍ ଅଧିକାରୀଙ୍କ ଠାରୁ ଆପଣ କିଛି ଶୁଣିପାରନ୍ତି, ଜୀବନସାଥୀଙ୍କ ସହ ଆପଣଙ୍କ ସଂମ୍ପର୍କରେ ମଧୁରତା ଆସିବ । ଆପଣ କିଛି ନୁଆ କରିବାର ଭାବିପାରନ୍ତି, ଏଥିରେ ଆପଣଙ୍କୁ ସଫଳତା ମିଲିବ, କେଉଁ ଅନୁଭବି ବ୍ୟକ୍ତିଙ୍କ ସହ୍ ସାକ୍ଷାତ ହୋଇପାରେ, ଯାହା ଭବିଷ୍ୟତ ପାଇଁ ଫାଇଦା ଦାୟକ ରହିବ ।

୯)ଧନୁ ରାଶି- ଆଜି ବେପାର ସହ ଯୋଡି ହୋଇଥିବା ବ୍ୟକ୍ତି ନୁଆ ଯୋଜନାର ସହ କାମ କରିପାରନ୍ତି । ଯାହାଦ୍ୱାରା ଆପଣଙ୍କୁ ଭଲ ଫାଇଦା ଦେଖିବାକୁ ମିଳିବ । ଘରର ଛୋଟ ଛୁଆଙ୍କ ସହ ହସଖୁସି ସମୟ ବ୍ୟତିତ କରିବେ । ପରିବାରବାଲାଙ୍କ ସହ କେଉଁ ଭଲ ଜାଗା ବୁଲିବାକୁ ଯୋଜନା କରିପାରନ୍ତି  ।ଘରର କେଉଁ ବଡ ବୟସ୍କଙ୍କ ଉପଦେଶ ଆପଣଙ୍କ ପାଇଁ ଫାଈଦାଦାୟକ ହେବ । ପ୍ରେମ ସଂବନ୍ଧରେ ମଜବୁତି ଆସିବ । ଦାମ୍ପତ୍ୟ ଜୀବନରେ ଭଲ ତାଳମେଳ ରହିବ । ଆପଣ ନିଜ ଜୀବନସାଥୀଙ୍କ ସହ ନିଜ ହୃଦୟର କଥା ସେୟାର୍ କରିବେ । ଦୁର ସଂଚାର ମାଧ୍ୟମରେ କିଛି ଖୁସିଖବର ଶୁଣିବାକୁ ମିଳିପାରେ ।

୧୦)ମକର ରାଶି : ଆଜିର ଦିନ ମକର ରାଶି ଲୋକଙ୍କ ପାଇଁ ବହୁତ ଶୁଭ ଦେଖାଯାଏ | ତୁମର ପୁରା ମନ କାର୍ଯ୍ୟରେ ଜଡିତ ହେବ | ଏକ ପୁରୁଣା ବିନିଯୋଗ ବିପୁଳ ଲାଭ ଦେଇପାରେ | ଯାନ ସୁଖ ପାଇଁ ଏକ ସୁଯୋଗ ରହିବ | କର୍ମକ୍ଷେତ୍ରରେ ସମସ୍ତ ଲୋକଙ୍କ ସହିତ ଉତ୍ତମ ସମନ୍ୱୟ | ତୁମର ଚିନ୍ତାଧାରା ସକରାତ୍ମକ ରହିବ, ଯାହା ଆପଣଙ୍କୁ ସଫଳତା ଆଡକୁ ନେଇଯିବ | ଅର୍ଥନୈତିକ ପରିସ୍ଥିତିରେ ଏକ ବଡ଼ ଉନ୍ନତିର ସମ୍ଭାବନା ଅଛି |

୧୧)କୁମ୍ଭ ରାଶି : କୁମ୍ଭ ରାଶି ଲୋକଙ୍କ ପାଇଁ ଆଜିର ଦିନ ଅନୁକୂଳ ଦେଖାଯାଏ | ବ୍ୟବସାୟରେ ଚାଲିଥିବା ଅସୁବିଧା ସମାପ୍ତ ହେବ | ତୁମର ବୁଦ୍ଧିରୁ ତୁମେ ଭଲ ଲାଭ ପାଇବ | ଆର୍ଥିକ ସ୍ଥିତିରେ ସୁଧାର ଆସିବ | ପରିବାର ସଦସ୍ୟମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିବେ | ପିଲା ଏବଂ ପତି-ପତ୍ନୀଙ୍କ ସହିତ ହସ ଏବଂ ସମୟ ଅତିବାହିତ ହେବ | ଭବିଷ୍ୟତ ପାଇଁ ଆମେ ଟଙ୍କା ଗଚ୍ଛିତ କରିପାରିବା |

୧୨)ମୀନ ରାଶି : ମୀନ ରାଶି ଲୋକମାନେ କଠିନ ସମୟରେ ବୁଦ୍ଧିମାନ ଭାବରେ କାର୍ଯ୍ୟ କରିବା ଆବଶ୍ୟକ କରନ୍ତି | କୌଣସି ବିଷୟରେ ମନରେ ଅସୁବିଧା ହେବ | ଆପଣଙ୍କର ଅଜ୍ଞାତ ଲୋକଙ୍କୁ ଅଧିକ ବିଶ୍ୱାସ କରନ୍ତୁ ନାହିଁ | ଗୁପ୍ତ ଶତ୍ରୁମାନଙ୍କ ସହିତ ସତର୍କ ରହିବାକୁ ପଡିବ | ଖରାପ ସଙ୍ଗଠନ କ୍ଷତି ଘଟାଇପାରେ | ତୁମର ଆର୍ଥିକ ସ୍ଥିତିକୁ ମଜବୁତ କରିବା ପାଇଁ ତୁମେ ସବୁକିଛି କରିବ | ଭାଇଭଉଣୀଙ୍କଠାରୁ ସମ୍ପୂର୍ଣ୍ଣ ସମର୍ଥନ ମିଳିବ | ପିତୃପୁରୁଷ ସମ୍ପତ୍ତି ଉପକୃତ ହେବାର ସମ୍ଭାବନା ଅଛି |

Leave a Reply

Your email address will not be published. Required fields are marked *