ଆପଣ ବି ହୋଇପାରନ୍ତି ଏଭଳି ଠକେଇ ର ଶିକାର, ଦେଖନ୍ତୁ ଏ ଭିଡିଓ ଓ ରୁହନ୍ତୁ ସାବଧାନ !

careful

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ପ୍ରତିଦିନ ସୋସିଆଲ ମିଡିଆ ରେ କିଛି ନା କିଛି ଭାଇରାଲ ଭିଡିଓ ସବୁ ଦେଖୁଥିବେ ଯେଉଁଥିରେ ଲୋକ ମାନଙ୍କ ଠାରୁ କିପରି ଠକେଇ କରି ତାଙ୍କ ଠାରୁ ଟଙ୍କା ଆଦାୟ କରାଯାଇଥାଏ ଏବଂ ଲୋକ ମାନେ କିପରି ଠକାମୀର ସ୍ୱୀକାର ହୋଇଥାନ୍ତି ଏବଂ ଏହା ସହ କିଛି ଲୋକ ମାନେ ତାଙ୍କର ସମସ୍ତ ଧନ ଦୈଲତ ହରାଇବା ସହ କେହି କେହି ସେମାନଙ୍କ ର ପ୍ରାଣ ମଧ୍ୟ ହରାଇ ବସିଥାନ୍ତି ।

ତେବେ ଆଜି ମଧ୍ୟ ସୋସିଆଲ ମିଡିଆରେ ଏପରି ଏକ ଭାଇରାଲ ହେଉଥିବାର ଭିଡିଓ ଦେଖିବାକୁ ମିଳିଛି ଯେଉଁଥିରେ କି କିପରି ଭାବରେ ଲୋକ ମାନଙ୍କୁ ଠାକାଇ ସେମାନଙ୍କୁ ଠକାମୀ ର ସ୍ୱୀକାର କରାଯାଉଛି ଏପରି କିଛି ଦୃଶ୍ୟ ଏବେ ଦେଖିବାକୁ ମିଳିଛି ସୋସିଆଲ ମିଡିଆରେ । ତେବେ ବନ୍ଧୁଗଣ ସମ୍ପୁର୍ଣ୍ଣ ଖବର ବିଷୟ ରେ ଜାଣିବାକୁ ଚାହୁଁଥିଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

call

ତେବେ ବନ୍ଧୁଗଣ ଆଜିର ସମୟ ରେ ଲୋକମାନେ ସ୍ମାର୍ଟ ରହିବା ପାଇଁ ସେମାନେ ସ୍ମାର୍ଟ ଫୋନ ର ବ୍ୟବହାର କରୁଛନ୍ତି ଏବଂ ଏହି ସବୁ ସ୍ମାର୍ଟ ଫୋନ ଜରିଆରେ କଳା ପରଦା ପଛରେ ଲୁଚି ରହିଥିବା କିଛି ଅପରାଧୀ ତାଙ୍କର କଳା କାରନାମା ଆରମ୍ଭ କରି ଦେଉଛନ୍ତି , ତେବେ ଏପରି କିଛି ଘଟଣା ଏବେ ଦେଖିବାକୁ ମିଳିଛି ସୋସିଆଲ ମିଡିଆରେ ।

ତେବେ ସୋସିଆଲ ମିଡିଆରେ ଏକ ଏପରି ଭିଡିଏ ଭାଇରାଲ ହେଉଛି ଯାହାକି ଏକ ଯୁବତୀ ୱାଟ୍ସଆପ ଜରୀଆରେ ରେ ଲୋକ ମାନଙ୍କୁ ଏସଏମଏସ କରିଛନ୍ତି ଏବଂ ତାଙ୍କ ସହ ମିଠା ମିଠା କଥା କହି ଭିଡିଓ କଲ କରୁଥିଲେ ଏବଂ ଭିଡିଓ କଲ ଯେଉଁ ବ୍ୟକ୍ତି ମାନେ ଉଠାଉଥିଲେ ସେମାନଙ୍କ ର ଫୋଟ ଉତ୍ତଳନ କରାଯାଉଥିଲା ଏବଂ ଏହା ପରେ ଆରମ୍ଭ ହୋଇଯାଉଥିଲା ଅପରାଧୀ ମାନଙ୍କ ର ଡିମାଣ୍ଡ ।

ଏହି ଫୋଟ ଦ୍ୱାରା ସେମାନେ ଲୋକ ମାନଙ୍କୁ ବ୍ଲାକ ମେଲିଙ୍ଗ କରି ସେମାନଙ୍କ ଠାରୁ ମୋଟା ଆକାର ର ଟଙ୍କା ଆଦାୟ କରାଯାଉଛି । ଏବଂ ସେମାନଙ୍କ ର ଏପରି ପ୍ଲାନ ସଫଳ ନ ହେଲେ ସେମାନେ ୱାଟ୍ସଆପ ରେ ବ୍ଲକ କରିଦେଉଛନ୍ତି । ତେଣୁ ବନ୍ଧୁଗଣ ଆପଣ ମାନଙ୍କୁ ଏପରି ଖବର ଆପଣ ଙ୍କ ନିକଟରେ ପହଞ୍ଚାଇବା ର ଅର୍ଥ ଆପଣ ଏହି ସବୁ ଠାକାମୀ ଠାରୁ ଦୂରେଇ ରୁହନ୍ତୁ ଏବଂ ଏପରି ଠକାମୀ ର ସ୍ୱୀକାର ହୁଅନ୍ତୁ ନାହିଁ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *