ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଗୋଟିଏ ଭଉଣୀ ତା ଭାଇକୁ କହୁଛି ତୁ ଭାଇ ସର୍ଗରେ ରହିଲେ ଵି ମୁଁ ତ ହାତରେ ରାକ୍ଷୀ ବାନ୍ଧିବି ଏଵଂ ତୁ ମୋତେ ରକ୍ଷା କରିବୁ । ତେବେ ବନ୍ଧୁଗଣ ଭାଇ ଏବଂ ଭଉଣୀ ର ସମ୍ପର୍କ ସବୁଠାରୁ ପବିତ୍ର ଅଟେ ତେବେ ବନ୍ଧୁଗଣ ଏବେ ଏମିତି ଏକ ଅଭାବନୀୟ ଅଘଟଣ ଦେଖିବାକୁ ମିଳିଛି ଯାହାକି ଏକ ଭଉଣୀ ଙ୍କ ର ଭାଇ ଙ୍କ ମୃ-ତ ହୋଇଯାଇଛି ତେବେ ଭଉଣୀ ଜଣକ କାନ୍ଦି କାନ୍ଦି ହୋଇ ତାଙ୍କର ଭାଇକୁ ଏପରି କହୁଛନ୍ତି କି ଭାଇ ତୁ ସ୍ୱର୍ଗ ରେ ରହିଲେ ବି ମୁଁ ତ ହାତରେ ଯାଇ ରାକ୍ଷୀ ବାନ୍ଧିବି । ତେବେ ବନ୍ଧୁଗଣ ସମ୍ପୁର୍ଣ୍ଣ ଖବର ବିଷୟ ରେ ଜାଣିବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଭାଇ ଏବଂ ଭଉଣୀ ଙ୍କ ସମ୍ପର୍କ ଅତୁଟ ଅଟେ ତେବେ ଏହି ଅତୁଟ ସମ୍ପର୍କ କୁ ଭଉଣୀ ଜଣକ ତାଙ୍କ ଭାଇର ମୃ-ତ୍ୟୁ କୁ ନେଇ ତାଙ୍କର ଭାଇ ର ମୃ-ତ ଶରୀର କୁ କହୁଛନ୍ତି କି ତୁ କେମିତି ମୋତେ ଛାଡ଼ି ଯାଇପାରିବୁ । ତୁ ପରା ମୋ ଜୀବନ ତୁ ଚାଲିଗଲେ ମୁଁ କେମିତି ବଞ୍ଚିବି ତୁ ପରା ମୋର ଗେହ୍ଲା ଭାଇ ମୁଁ ତୋର ସୁନା ଭଉଣୀ ତୋତେ ପରା ମୁଁ ପ୍ରତିବର୍ଷ ରାକ୍ଷୀ ବାନ୍ଧେ ମୋତେ ରକ୍ଷା କରିବା ପାଇଁ ପ୍ରତିଶୃତି ମାଗେ ଆଜି କେମିତି ମୋତେ ଏକା ଛାଡ଼ି ଚାଲିଗଲୁ ମୁଁ ଆଉ ବଞ୍ଚି ରହି କଣ କରିବି ରେ ମୁଁ ବି ଯାଉଛି ତ ପାଖକୁ ଏକା ରହି କଣ କରିବି ,
ଏଠାରେ ଏମିତି ଭାଇ କଥା ଚିନ୍ତା କରି ଭଉଣୀ ମଧ୍ୟ ତା ପାଖକୁ ଚାଲିଗଲା ଏପରି ଘଟଣା ଘଟିଛି ଆମ ରାଜ୍ୟ ର କୋରାପୁଟ ଜିଲ୍ଲାରେ ତେଵେ ଘରର ସୁନା ପୁଅର ମୃ-ତ୍ୟୁ ହୋଇଥିଲା ଲୁହ ସୁଖୁ ନ ସୁଖୁଣୁ ସୁନା ଝିଅର ମୃ-ତ୍ୟୁ ହୋଇଗଲା ସାନ ଭାଇର ଚିତା ଜଳୁଥିବା ର ଦୁଇଦିନ ଭିତରେ ଵଡ ଭଉଣୀର ଚିତା ଏବେ ଜଳୁଛି ଏବେ ମା ର କୂଳ ଶୂନ୍ୟ ହୋଇଛି ବାପାର କାନ୍ଧରେ ଏବେ ଦୁଃଖର ଭାର ପଡ଼ିଛି ।
ଯେଉଁ ମା’ର କାନି ଦିନେ ପୁଅର ଲୁହ ପୋଛି ଦେଉଥିଲା ଆଜି ସେହି କାନି ମା’ର ଆଖି ଲୁହରେ ଭରି ଯାଉଛି କୋରାପୁଟ ଜିଲ୍ଲାର ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ର ବିଶ୍ଵଜିତ ଦୁଇଦିନ ଭିତରେ ତାଙ୍କର ଘର ଛାତ ଉପରେ ପଡ଼ିରହିଛି ପାଟିରୁ ଫେଣ ଵାହାରିଥିବାର ଘର ଲୋକ ଦେଖିଲେ ଏହି ସବୁ ଦେଖି ତାକୁ ଡାକ୍ତର ଖାନା କୁ ନେଇଯାଇଥିଲେ ତାଙ୍କ ର ଘର ଲୋକେ ।
ତେବେ ଡାକ୍ତର ଖାନା ଆଣିବା ପରେ ଡାକ୍ତର ବିଶ୍ଵଜିତ କୁ ମୃ-ତ୍ୟୁ ବୋଲି ଘୋଷଣା କରିଥିଲେ ତେବେ ଶନିବାର ଦିନ ବିଶ୍ଵଜିତ ଙ୍କ ବଡ଼ ଭଉଣୀ ର ମଧ୍ୟ ମୃ-ତ ହୋଇଛି । ମୃ-ତ ଯୁବତୀଙ୍କ ର ନାମ ହେଉଛି ରଶ୍ମି ନାୟକ । ଭାଇ ଭଉଣୀ ନିଜ ଇଚ୍ଛା ଅନୁସାରେ ମରିଛନ୍ତି ନା କ’ଣ କିଏ ମାରିଦେଇଛି ସେମାନଙ୍କୁ ତେବେ ଏହି ସଵୁଜଣାପଡି ନାହିଁ ଘଟଣା ସ୍ଥଳରେ ଟାଉନ ପୋଲିସ ପହଁଚି ସେଠାରେ ପଚରା ଉଚୁରା କରିଛନ୍ତି ।
ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।