ସ୍ତ୍ରୀ ମାନେ ସ୍ୱାମୀ ମାନଙ୍କୁ ନେଇକି ଏଇ ଫିଲ୍ମ ଦେଖେଇବେ – ଫିଲ୍ମ ପ୍ରଯୋଜକ ଶ୍ରୀଧର ମାର୍ଥା

films

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମାୟାବିନି ଏକ କଳ୍ପନା ତାହା ତିନି ବର୍ଷ ତଳେ ତାହାକୁ ନେଇ ମୁଁ ଏବେ ସିନେମା କରିଛି ହେଲେ ହଁ ମୁଁ ଉପରେ କହୁନି କିମ୍ବା କାହାକୁ ମୁଁ ନାଁ ଦେଇ କହୁନାହିଁ । ତେବେ ବର୍ତମାନ ସମୟ ରେ ଯେଉଁ ଘଟଣା ଚାଲିଛି ମୋର କହିବା କଥା ହେଲାକି ଲକ୍ଷ୍ମୀ ହୁଅ ମାୟାବିନି ହୁଅ ନାହିଁ । ଅନ୍ୟ ମାନଙ୍କ ଘର ପରିବାର କୁ ତୁମେ ମାନେ ଭାଙ୍ଗ ନାହିଁ ।

ମାୟାବିନି ହୋଇ ଜାଲରେ ଫସେଇ କରି ଅନ୍ୟ ପରିବାର କୁ ନଷ୍ଟ କରିବା ତାହାର ଇଜ୍ଜତ ମହତ୍ୱ ମାନ ସମ୍ନାନ ତଳେ ପକେଇବା ତାହା ତୁମ ହାତରେ ନୁହଁ କାହାର କଣ ଉଇକ ପୟେଣ୍ଟ ରହିଛି ତାହାକୁ ତୁମେ ମାନେ ପଦାରେ ପକେଇ ଦେଉଛ । ସେହି ଉପରେ ମୋର ଏହି ଫିଲ୍ମ ଟି ପ୍ରସ୍ତୁତ ହେଉଛି ଜାହାର ନାମ ମାୟାବିନି ରହିଛି । ଏବଂ ସତରେ ବି ଆପଣ ମାନେ କେବେବି ମାୟାବିନି ଚକର ରେ ପଡନ୍ତୁ ନାହିଁ ।

film

ଆଉ କହିବା ପାଇଁ ଗେଲେ ସ୍ୱାମୀ ମାନଙ୍କୁ ସ୍ତ୍ରୀ ମାନେ ଏହି ଫିଲ୍ମ ଦେଖେଇବା ନିହାତି ଜରୁରୀ ଏହି ଫିଲ୍ମ ଦେଖ । ଏବଂ କେମିତି ଭାବେ ଆପଣ ମାନେ ଆଜିର ଦିନର ଏହି ମାୟାବିନି ମାନଙ୍କ ଜାଲରେ ପଡିବେ ନାହିଁ ତାହାରି ବିଷୟ ରେ ଆମେ ଆପଣ ମାନଙ୍କୁ ଏହି ଫିଲ୍ମ ରେ ଦେଖେଇବୁ ।

ଏବଂ ଏହି ପରି ପ୍ଲାନିଂ ମୋର ତିନି ବର୍ଷ ତଳୁ ହିଁ ରହିଥିବା ବେଳେ ମୁଁ ସେତେ ବେଳେ ଏହା ପ୍ରତି ସେତେ ବି ଇନଟ୍ରେଷ୍ଟ ଦେଉନଥିଲି ହେଲେ ବର୍ତମାନ ସମୟ ରେ ସମସ୍ତେ ମାୟାବିନି ମାନଙ୍କ ଜାଲରେ ଫସୁଛନ୍ତି ତେଣୁ ସେହି ଫିଲ୍ମ କୁ ମୁଁ ପୁଣି ଥରେ ଲୋକ ଲୋଚନ କୁ ଆଣିବା ପାଇଁ ଚେଷ୍ଟା କରିଛି। ତେବେ ଆପଣ ମାନେ ବି ନିଶ୍ଚିତ ଭାବେ ଏହି ଫିଲ୍ମ କୁ ଦେଖିବା ପାଇଁ ଜାଆନ୍ତୁ ବହୁତ କିଛି ଏହି ଫିଲ୍ମ ରୁ ସିଖିବା ପାଇଁ ପାଇ ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *