ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବ୍ଲାକମେଲର ତଥା ରାଣୀ ମହୁମାଛି ଅର୍ଚ୍ଚନା ନାଗ ଙ୍କ ସ୍ୱାମୀ ଜଗବନ୍ଧୁ ଙ୍କୁ ଆଜି କମିଶନରେଟ ପୋଲସ ଉଠେଇ ନେଇଛି । ବଡ କଥା ହେଉଛି ଜଗବନ୍ଧୁ ଙ୍କୁ ଦିର୍ଘ କିଛି ଦିନ ହେବ ପୋଲିସ ପଚରା ଉଚୁରା କରିଥିଲା ଏବଂ କିଛି ଦିନ ପୂର୍ବରୁ ଛାଡିଥିଲା । ତେବେ ପୁଣି ଥରେ ପୋଲିସ କଣ ପାଇଁ ଜଗବନ୍ଧୁ ଙ୍କୁ ଉଠେଇ ନେଲା କାହିଁକି ନା ଅର୍ଚ୍ଚନା ଗିରୋଫ କୁ ଆଜି 15 ଦିନ ବିତି ଜାଇଥିଲେ ବି ପରେ ହଠାତ କଣ ପାଇଁ ପୋଲିସ ଜଗବନ୍ଧୁ ଙ୍କୁ ଉଠେଇ ନେଇଥିଲା ।
କମିଶନରେଟ ପୋଲିସ ର ସତନ୍ତ୍ର ଟିମ୍ ବର୍ତମାନ ସମୟ ରେ ଜଗବନ୍ଧୁ ଙ୍କୁ ପଚରାଉଚୁରା କରୁଛି । ଏବଂ କେଉଁ କେଉଁ ଦିଗ ଉପରେ ବିଶେଷ କରି ଧ୍ୟନ ଦେବ କମିଶନ ରେଟ ପୋଲିସ । ତେବେ ସବୁଠୁ ବଡ କଥା ହେଲା ଯେତେ ବେଳେ ରାଣୀ ମହୁମାଛି ଜାଲ ବିଛାଉଥିଲେ ସେତେବେଳେ ସ୍ୱାମୀ ଜଗବନ୍ଧୁ ଏବଂ ବନ୍ଧୁ ଖଗେଶ୍ୱର ତାଙ୍କୁ ସହଯୋଗ କରୁଥିଲେ ।
ହେଲେ ମାୟାବିନି ଅର୍ଚ୍ଚନା ଙ୍କ ନାମରେ ଯେତେ ବେଳେ ଖଣ୍ଡଗିରି ଥାନାରେ ଏବଂ ଭରତ ପୁର ଥାନାରେ ଦୁଇଟି ମାମଲା ରୁଜୁ ହେଲା ପରେ ଖଣ୍ଡଗିରି ପୋଲିସ ଅର୍ଚ୍ଚନା ନାଗ ଙ୍କୁ ଗିରୋଫ କରିଥିଲା । ଏବଂ ଗିରୋଫ ପରେ ଯେତେ ବେଳେ ସ୍ୱାମୀ ଜଗବନ୍ଧୁ ଙ୍କ ନାମ ଆସିଥିଲା ସେତେ ବେଳେ ସ୍ୱାମୀ ଜଗବନ୍ଧୁ ଏବଂ ବନ୍ଧୁ ଖଗେଶ୍ୱର ଙ୍କୁ କେବଳ ପଚରାଉଚୁରା କରି ଛାଡି ଦେଇଥିଲା ।
ହେଲେ ବାରମ୍ବାର ଅଭିଯୋଗ ପରେ ବିଭିନ୍ନ ରଜନୈତିକ ଦଳ ଯେମିତି ବିଜେପି କିମ୍ବା କଂଗ୍ରେସ କୁହନ୍ତୁ ଏହାର ପ୍ରତିବାଦ କରିଥିବା ବେଳେ ହଠାତ କଣ ପାଇଁ କମିଶନ ରେଟ ପୋଲିସ ଜଗବନ୍ଧୁ ଙ୍କୁ ଉଠେଇ ନେଲା ଏବଂ ଜଗବନ୍ଧୁ ଯେଉଁ କୁହାଯାଉଛି ଯେତେ ବେଳେ ଅର୍ଚ୍ଚନା ମାୟାଜାଲ ବଛଉଥିଲେ କେମିତି ଆସିବେ ନେତା ମନ୍ତ୍ରୀ ବା ବଡ ବଡିଆ ଏବଂ ଭିଡ଼ିଓ କେମିତି ସୁଟିଂ ହେଉଥିଲା ଏହି ସବୁର ମୂଳ ସୂତ୍ରଧର ଥିଲେ ଅର୍ଚ୍ଚନା ଙ୍କ ସ୍ୱାମୀ ।
ତେବେ ସଂମ୍ପର୍ଣ୍ଣ ମାଷ୍ଟର ମାଇଣ୍ଡ ରେ ମଧ୍ୟ ଜଗବନ୍ଧୁର ବିଶେଷ ହାତ ରହିଛି । ସେହିଥି ପାଇଁ ବୋଧ ହୁଏ ଜଗବନ୍ଧୁ ଙ୍କୁ ବର୍ତମାନ ସମୟ ରେ ପୋଲିସ ଉଠେଇ ନେଇ ଆଗକୁ ତଦନ୍ତ କୁ ବଢେଇବା ପାଇଁ ଚେଷ୍ଟା କରୁଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।