କ୍ୟାପଟେନ କାହିଁକି ମେହେରବାନ୍ ଥିଲେ ଅର୍ଚ୍ଚନା ଉପରେ ? ଦେଇଥିଲେ ଦାମି ଗିଫ୍ଟ

gift

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଦିନ କୁ ଦିନ ଖୋଲିବାରେ ଲାଗିଛି ଅର୍ଚ୍ଚନା ଙ୍କ କଳାକାର୍ନାମା ର ଗୁମର । ତାଙ୍କ ଫାସରେ ଫସିଛନ୍ତି ମାଳ ମାଳ ନେତା ନୀତି ସାମ୍ନାକୁ ଆସୁଛି ପାୱରଫୁଲ ଲୋକ ମାନଙ୍କ ସହ ନୂଆ ନୂଆ ଫୋଟ । ଲେଡି ବ୍ଲାକମେଲର ଙ୍କ ବଡ ବଡିଆ ମାନଙ୍କୁ ବ୍ଲାକ ମେଲିଂ କରି ରୋଜଗାର କରୁଥିଲା ମୋଟା ଅଙ୍କର ଟଙ୍କା । କେବଳ ସେତିକି ନୁହେଁ ଟେଣ୍ଡର ଫିକ୍ସିଂ ଠାରୁ ଆରମ୍ଭ କରି ରାଜନୌତିକ ନିସ୍ପତି କୁ ପ୍ରଭାବିତ କରିବା ପର୍ଯ୍ୟନ୍ତ ସବୁ ପ୍ରକାରର ଦୁଷାଧ୍ୟ କାମ ମଧ୍ୟ କରୁଥିଲା ।

କାରଣ ସେ ଅଧାରୁ ଅଧିକ ନେତା ମାନଙ୍କୁ ନିଜ ଆୟତ୍ତ ରେ ରଖିଥିଲା । ଜାହା ଇଚ୍ଛା ତାହା କରୁଥିଲା । ଏହାରି ମଧ୍ୟରେ ନୂଆ ନୂଆ ତଥ୍ୟ ପଦାକୁ ଆସୁଛି । ତେବେ ପୋଲିସ ଅର୍ଚ୍ଚନା ଙ୍କ ବାସଭବନ ରୁ ମୋବାଇଲ , ଲାପଟପ୍ ବ୍ୟାଙ୍କ୍ ପାସବୁକ୍ ଆଦି ଜବଦ କରିଛି । ପୋଲିସ ଯେତେ ବେଳେ ଅର୍ଚ୍ଚନା ଙ୍କ ବାସଭବନ ରେ ଚଢାଉ କରିଥିଲା । ସେତେ ବେଳେ ତାଙ୍କ ଭେନିଟି ର ଏକ ପେଣ୍ଡଡ୍ରାଇବ ଜବଦ କରିଥିଲା ।

archana nag 1

ତେବେ ପୋଲିସ ଯେଉଁ ବ୍ୟାଗ ଟି ରୁ ପେଣ୍ଡଡ୍ରାଇଭ ଜଗବ କଲା ତାହା ବିଶ୍ୱର ନାମୀଦାମୀ କମ୍ପାନୀ ର ଥିଲା । ତେବେ ସେହି ବ୍ୟାଗ୍ କମ୍ପାନୀ ର ନାମ ଏଲବି ଥିଲା ଜାହାକୁ ଦେଖି ପୋଲିସ ବି ଆଖି ତରାଟି ଦେଇଥିଲା । ତେବେ ଭେନିଟି ବ୍ୟାଗ୍ ବିଷୟ ରେ ପୋଲିସ ତଦନ୍ତ କରି ପୋଲିସ ଜାଣିବାକୁ ପାଇଥିଲା ଯେ ଜଣେ ପୂର୍ବତନ ମନ୍ତ୍ରୀ ଏହି ଭ୍ୟାନିଟି ବ୍ୟାଗ୍ କୁ ଅର୍ଚ୍ଚନା ଙ୍କ ଜନ୍ମ ଦିନ ରେ ଦେଇଥିଲେ ।

ଜାହାର ଦାମ୍ ସାଢେ ତିନି ଲକ୍ଷ ଟଙ୍କା ଥିଲା । ଏହି ଦାମି ଉପହାର ପାଇଁ ଅର୍ଚ୍ଚନା ତାଙ୍କୁ ଉକ୍ତ ଉପହାର ପାଇଁ ସେପ୍ଫି ଉଠେଇବା ସହ ଧନ୍ୟବାଦ ବି ଦେଇଥିଲେ । ଏହାର ପ୍ରମାଣ ମଧ୍ୟ ପୋଲିସ ହାତରେ ଲାଗିଛି । ଅନ୍ୟ ପଟେ ସମସ୍ତ ଇଲେକ୍ଟ୍ରନିସ୍ ସାମଗ୍ରୀ କୁ ଜାଞ୍ଚ କରାଜାଇ ସେହିଥିରେ ଥିବା ଅନ୍ତରଙ୍ଗ ଏବଂ ଅଶ୍ଲୀଳ ଦୃଶ୍ୟ ସମେତ ଗୁପ୍ତ ରହସ୍ୟ ବାହାର କରିବାରେ ଲାଗିଛି ପୋଲିସ । ତେବେ କଣ ପୋଲିସ ଆଗାମୀ ସମୟ ରେ ଏହି ସବୁର ସଂମ୍ପର୍ଣ୍ଣ ତଥ୍ୟ ବାହାର କରି ପାରିବ କି ନାହିଁ ତାହା ଦେଖିବାର ରହିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *