2324 ନମ୍ବର ଦେଖିଲେ ଛାଡି ଦିଅ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଗାଡି ନମ୍ବର OD15k2324 ତେବେ ଏହି ଗୋଟିଏ ଟୟୋଡା ଫର୍ଚ୍ୟୁନର ଗାଡି ନୁହେଁ ଅର୍ଚ୍ଚନା ଚାଳାଉଥିଲେ ଏହି ଭଳି 6 ଟି ଦାମୀ କାର ପ୍ରତି ଗାଡିର ଶେଷ ନମ୍ବର ରହୁଥିଲା 2324 ଆଉ ଏହି ନମ୍ବର ଗାଡିକୁ ଦେଖିଲେ ଆବଶ୍ୟକ ପଡୁନଥିଲା ସୁରକ୍ଷା କର୍ମି ମାନେ ବି ଜାଞ୍ଚ କରିବାକୁ ସାହାସ ଜୁଟାଇ ପାରୁନଥିଲେ ବୋଲି ଆଲୋଚନା ହେଉଛି । ଏପରି କି ଗାଡିରେ କିଏ ଅଛି ଆଉ କାହା ପାଖକୁ ଯାଉଛନ୍ତି ବୋଲି ପଚାରନ୍ତି ନାହିଁ । ଫଳରେ ଅବାଧ ରେ ପ୍ରବେଶ କରିଥିଲେ ଆଉ ଭିତର କୁ ଜାଇ ହେବି ୱେଟ ରେ ଫେରୁଥିଲେ ।

ବିଧାନ ସଭାର ସୁରକ୍ଷା ବଳୟ ପ୍ରବେଶ କରୁଥିବା ଏହି ଟୋୟେଟା ଫର୍ଚ୍ୟୁନର ବୋଲି ଆଲୋଚନା ହେଉଛି । ଏଠାରେ ବିଧାନସଭା ପାଥ ପାଇଁ ସାମ୍ବାଦିକ ମାନଙ୍କୁ ଘଣ୍ଟା ଘଣ୍ଟା ଗୋଡ ଭାଙ୍ଗି ଛିଡା ହେବାକୁ ପଡେ ଅନେକଙ୍କୁ ମିଳେବି ନାହିଁ । ବିଧାନ ସଭା ଅଧିବେଶନ ବେଳେ ପ୍ରେସ ଗ୍ୟାଲେରୀ କୁ ସାମ୍ବାଦିକ ଙ୍କୁ ଦୁଇ ବର୍ଷ ହେଲା ଛଡା ଯାଉନାହଁ । କୋନଫ୍ରାନ୍ସ ହଲରେ ଭିଡ଼ିଓ ଦେଖି ରିପୋର୍ଟିଂ କରନ୍ତି ସାମ୍ବାଦିକ ହେଲେ ଅର୍ଚ୍ଚନା ଏଠାରେ ରାଜ କରୁଥିଲେ ଜାହାକୁ ପାରୁଥିଲେ ନେଉଥିଲେ ଏବଂ ଜାହାକୁ ପାରୁଥିଲେ ତାଙ୍କୁ ଭେଟୁଥିଲେ ।

number

ସମାନ କଥା ବି ଲୋକ ସଭା ଭବନ କ୍ଷେତ୍ରରେ କୋଭିଡ ଆଳରେ ସାମ୍ବାଦିକ ଙ୍କୁ ଭିତର କୁ ଛାଡ ଯାଉନଥିଲା । ଆର୍କେଡିସନ ରହିଥିବା କିଛି ହାତ ଗଣନ୍ତି ସାମ୍ବାଦିକ ଯାଉଛନ୍ତି । ସୁରକ୍ଷା କୁ ଭେଦ କରି ଏଣ୍ଟ୍ରୀ କରୁଥିଲେ ଅର୍ଚ୍ଚନା ଏବଂ ତାଙ୍କର ସ୍ୱାମୀ । ବରିଷ୍ଟ ନେତା ମନ୍ତ୍ରୀ ଏବଂ ଅଫିସର ଙ୍କୁ ଭେଟୁଥିଲେ ଏବଂ ତାଙ୍କ ସହିତ ଫୋଟ ଉଠାଇଥିଲେ । ଏବଂ ଡିଲ ପାଇନାଲ କରୁଥିଲେ ତାଙ୍କ ପାଇଁ ଅସମ୍ଭବ ବୋଲି କିଛି ନଥିଲା ।

ତେବେ କେବଳ ଏହି ଦୁଇଟି ଅଫିସ ନୁହେଁ ରାଜିବ ଭବନ ଏବଂ ଖାରବେଳ ଭବନ ରେ ବି ପ୍ରସୟ ନେଇ ଚର୍ଚ୍ଚା ହେଉଛି । ତେବେ କଣ ପାଇଁ ଏମିତି ହେଉଥିଲା ଆପଣ ମାନେ ନିଶ୍ଚିତ ଜାଣିବା ପାଇଁ ଚାହୁଁଥିବେ ତେବେ ଆପଣ ମାନେ ଆଗାମୀ ସମୟ ରେ ନିଶ୍ଚିତ ତଦନ୍ତ ହେଲେ ଜାଣି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *