ଗୁରୁବାର ଦିନ କେଉଁ କାର୍ଯ୍ୟ କଲେ ମାତାଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି |

Thursday

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ କି କେଉଁ କାର୍ଯ୍ୟ ଗୁରୁବାର ଦିନ କରିବା ଦ୍ୱାରା ମାତା ଲକ୍ଷ୍ମୀ ଆପଣ ଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ଏବଂ ଯାହା ଦ୍ୱାରା ଆପଣ ଙ୍କୁ ବହୁତ ଧନ ପ୍ରାପ୍ତି ହୋଇଥାଏ । ତେବେ ଆସନ୍ତୁ ଜାଣିନେବା ଗୁରୁବାର ଦିନ କଣ କରିବା ଦ୍ୱାରା ମାତା ଲକ୍ଷ୍ମୀ ଆପଣ ଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ।

ତେବେ ଗୁରୁବାର ଦିନ ସୂର୍ଯ୍ୟାସ୍ଥ ପରେ ଘର କାନ୍ଥ ରେ ଝିଟିପିଟି ଦେଖିଲେ ଠାକୁର ଘରୁ ଅରୁଆ ଚାଉଳ ଆଣି ମାନସିକ କରି ଝିଟିପିଟି ଉପରକୁ ପକାଇଲେ ଶୁଭଫଳ ମିଳିଥାଏ । କାର୍ଯ୍ୟ ରେ ସଫଳତା ମିଳୁନଥିଲେ ଚାନ୍ଦିର ମୁଦ୍ରିକା ତିଆରି କରାଇ ଗୁରୁବାର ଦିନ ଶିବ ଲିଙ୍ଗ ରେ ଛୁଆଇଁ କାଣି ଆଙ୍ଗୁଠି ରେ ଧାରଣ କେଲ ଶୁଭ ଫଳ ମିଳିଥାଏ ।

Lakshmi

ଯଦି ଆପଣ ଙ୍କ ଘରେ କୈଣସି ଅଶୁଭ ହେଉଛି ବୋଲି ଅନୁଭବ କରନ୍ତି ତେବେ ଗୁରୁବାର ଦିନ ସାତ ଟି ଗୀତା ବୋହି ସାତ ଟି ବ୍ରାହ୍ମଣ ଙ୍କୁ ଦାନ କରନ୍ତୁ । ଅଶ୍ୱସ୍ଥ ବୃକ୍ଷ ମୂଳରେ ପ୍ରତ୍ୟେକ ଗୁରୁବାର ଦିନ ଜଳ ଦାନ କରନ୍ତୁ ଏବଂ କିଛି କଞ୍ଚା କ୍ଷୀର ରେ କିଛି ହଳଦୀ ଗୁଣ୍ଡ ମିଶାଇ ସେହି ବୃକ୍ଷ ମୂଳରେ ଢାଳନ୍ତୁ ଏବଂ ବୃକ୍ଷ କୁ ପ୍ରଦକ୍ଷିଣ କରନ୍ତୁ ଏହା କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ ।

ଯାତ୍ରା କରିବା ସମୟ ରେ ଯଦି ଯାତ୍ରା କରିବା ଲୋକ ଟି ଛିଙ୍କି ଦିଏ କିମ୍ବା ଝିଟିପିଟି ଟିକ୍ ଟିକ୍ ଶବ୍ଦ କରେ ବା ଝିଟିପିଟି ଆଗରେ ପଡିଯାଏ ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ସୁନା କୁ କେବେ ହେଲେ ବାମ ହାତରେ ପିନ୍ଧନ୍ତୁ ନାହିଁ ଏବଂ ସୁନା କୁ ସର୍ବଦା ଲାଲ କିମ୍ବା ହଳଦୀ ରଙ୍ଗ ର କପଡା ରେ ବାନ୍ଧି ରଖିଲେ ଏହା ଆପଣ ଙ୍କ ପାଇଁ ବହୁତ ଶୁଭ ହୋଇଥାଏ ।

Mother Lakshmi

ଯଦି ଦାନ୍ତ ରେ ଯନ୍ତ୍ରଣା ଅନୁଭ କରୁଥାନ୍ତି ତେବେ ଅଳପ ସୋରିଷ ତେଲରେ ଲୁଣ ଓ ହଳଦୀ ମିଶାଇ ରାତିରେ ଶୋଇବା ପୂର୍ବରୁ ରାତିରେ ମାଲିସ କଲେ ଯନ୍ତ୍ରଣା କମିଥାଏ । ଘରେ ଅର୍ଥା ଭାବ ହେଉଥିଲେ ଜଳ ରେ କଳା ରାଶି ପକାଇ ଶ୍ନାନ କରନ୍ତୁ ଏବଂ ଶନିବାର ଦିନ ଗୁଡ ଓ କଳା ରାଶି କୁ ବାନ୍ଧି ଗରିବ ଲୋକ ଙ୍କୁ ଦାନ କରନ୍ତୁ । ତେବେ ବନ୍ଧୁଗଣ ଏହା ରହିଥିଲା କିଛି ଏପରି କାର୍ଯ୍ୟ ଯାହା ଆପଣ ଗୁରୁବାର ଦିନ କରିବା ଦ୍ୱାରା ମାତା ଲକ୍ଷ୍ମୀ ଆପଣ ଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *