ଠାକୁର ପୂଜା କରିବା ସମୟରେ ମଣ୍ଡରେ ବସ୍ତ୍ରଦେଲେ କେଉଁ ଲାଭ ହୋଇଥାଏ । ଆଜିର ଅନୁଚିନ୍ତା

ajira anuchinta

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତ୍ୟେକ ଦିନ ଉତ୍ତମ ସ୍ନାନ କରିବା ସହିତ ଧାର୍ମିକ କାର୍ଯ୍ୟର ମନ ନିବେଶକଲେ ମଙ୍ଗଳକାରୀ ହେବାସହିତ କେତୁଗ୍ରହ ଦୋଷ ଦୂର ହୋଇଥାଏ । ଦେହରେ ଚନ୍ଦନ ଅତର ଲଗାଇବା ସହିତ ସ୍ୱାତିକ ଭୋଜନ କରିବା ଦ୍ୱାରା ରାହୁଦୋଷ ଦୂର ହୋଇଥାଏ ଏବଂ ବେକରେ ତୁଳସୀ ମାଳି ପିନ୍ଧିବା ଦ୍ୱାରା ଅଚିହ୍ନା ରୋଗ ଭଲ ହୋଇଥାଏ । ସ୍ୱାତିକ ଭୋଜନ କରିବା ସହିତ ସକାଳୁ ଓସ୍ତଗଛ ମୂଳରେ କିଛି ସମୟ ବସିବା ଦ୍ୱାରା ଶନିଦୋଷ ଦୂର ହୋଇଥାଏ ଏବଂ ଶରୀର ବିବୃତ ସମସ୍ୟା , ଜଟିଳ ରୋଗ ଏବଂ ସ୍ନାୟୁ ଜନିତ ସମସ୍ୟା ଦୂର ହୋଇଥାଏ ।

ଦୁଇ ପ୍ରହର ଖାଦ୍ୟଖାଇବା ସମୟରେ ଦହି ଖାଇବା ଉଚିତ୍ ଏହାଦ୍ୱାରା ଶୁକ୍ରଦୋଷ ଦୂର ହୋଇଥାଏ ଏବଂ ମଧୁମେହ ସମସ୍ୟା ସହିତ ନେତ୍ର ଜନିତ ସମସ୍ୟା ଦୂରହୋଇଥାଏ । ପ୍ରତ୍ୟେକ ଦିନ ହଳଦୀ ର ତିଲକ ଲଗାଇବା ସହିତ ବିଷ୍ଣୁ ସହସ୍ର ନାମ ପାଠକରିବା ଦ୍ୱାରା ଗୁରୁଗ୍ରହ ଦୋଷ ଦୂର ହୋଇଥାଏ ଏବଂ କ୍ୟାନସର , କାମଳ ରୋଗର ଏବଂ ପେଟ ସମ୍ପର୍କିତ ରୋଗ ଦୂର ହୋଇଥାଏ ।

jitu das

ସକାଳୁ ଖାଲି ପେଟରେ ତୁଳସୀ ପତ୍ର ସେବନ କରିବା ଦ୍ୱାରା ବୁଧଗ୍ରହ ଦୋଷ ଦୂର ହୋଇଥାଏ ଏବଂ ଚର୍ମରୋଗ ସହିତ ସଂକ୍ରାମକ ରୋଗ ଦୂର ହୋଇଥାଏ । ମଙ୍ଗଳବାର ବ୍ରତ କରିବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ ଏବଂ ଦୁର୍ଘଟଣା ଜନିତ ସମସ୍ୟା ଦୂରହେବା ସହିତ ଉଚ୍ଚ ରକ୍ତଚାପ ଏବଂ ରକ୍ତ ସମ୍ପର୍କିତ ରୋଗ ଦୂର ହୋଇଥାଏ । ପୂର୍ଣ୍ଣିମା ଏବଂ ଏକାଦଶୀ ବ୍ରତ କରିବା ସହିତ ମହାଦେବଙ୍କୁ ପୂଜା କରିବାଦ୍ୱାରା ଚନ୍ଦ୍ର ଦୋଷ ଦୂର ହୋଇଥାଏ ଏବଂ ମାନସିକ ରୋଗ , ଭୟ ଏବଂ ଅତ୍ୟଧିକ ନିଦ୍ରାଜନିତ ସମସ୍ୟା ଦୂର ହୋଇଥାଏ ।

ପୁରୁଷ ହୁଅନ୍ତୁ କିମ୍ବା ମହିଳା ପୂଜା କରିବା ସମୟରେ ମୁଣ୍ଡକୁ ବସ୍ତ୍ରଦ୍ୱାରା ଘୋଡାଇବା ଉଚିତ୍ ଏହା ଶୁଭ ହୋଇଥାଏ ଏବଂ ଚଞ୍ଚଳମନ ସ୍ଥିରହେବା ସହିତ ଆଶିର୍ବାଦ ପ୍ରାପ୍ତ ହୋଇଥାଏ । ମହିଳା ମାନେ କେବେବି ହନୁମାନ ଙ୍କୁ ଏବଂ ଶନିଦେବଙ୍କୁ ସ୍ପର୍ଷ କରିବା ଉଚିତ୍ ନୁହେଁ ଏବଂ ମନ୍ଦିରରେ ମହିଳାମାନଙ୍କୁ ଭିଡରେ ଠେଲାପେଲା କରିବା ଦ୍ୱାରା ଅମଙ୍ଗଳକାରୀ ହୋଇଥାଏ ।

ମନ୍ଦିରରେ ଦିପ ଜଳାଇବା ସମୟରେ କେବେବି ଅନ୍ୟର ଦିପରେ ନିଜେ ଜଳାଇବା ଉଚିତ୍ ନୁହେଁ ଏହା ଅଶୁଭ ହୋଇଥାଏ । ସ୍ତ୍ରୀ ଲୋକମାନେ ମନ୍ଦିରରେ ନଡିଆ ବାଡେଇବା ଉଚିତ୍ ନୁହେଁ ଏହା ଅଶୁଭ ହୋଇଥାଏ ଏବଂ ରଜସ୍ୱଳା ମହିଳା ମାନେ ମନ୍ଦିରରେ ପ୍ରବେଶ କରିବା ଅନୁଚିତ । ସ୍ତ୍ରୀ ଲୋକମାନେ ଦଣ୍ଡବତ ପ୍ରଣାମ କରିବା ଉଚିତ୍ ନୁହେଁ ଏହା ଅଶୁଭ ହୋଇଥାଏ ଏବଂ ଗର୍ଭବତୀ ମହିଳାମାନେ ଶିବଲିଙ୍ଗ ସ୍ପର୍ଷ କରିବା ଅନୁଚିତ୍ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *