ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଆଜି ଆମର ଏହି ପୋଷ୍ଟ ମାଧ୍ୟମ ରେ ଏପରି କିଛି ସରକାରୀ ବିଭାଗ ରେ କାମ କରୁଥିବା କର୍ମ ଚାରୀ ମାନଙ୍କ ବିଷୟ ରେ ଜଣାଇବୁ ଯେଉଁ ମାନେ କି ତାଙ୍କର ପଦବୀ ପାଇଁ ସେମାନେ ଅନ୍ୟ ମାନଙ୍କ ର ଫାଇଦା ଉଠାଉଛନ୍ତି । ତେବେ ସମ୍ପୁର୍ଣ୍ଣ ଖବର ବିଷୟ ରେ ଜାଣିବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ କୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।
ତେବେ ହୋମଗାର୍ଡ ଙ୍କ ଦବଙ୍ଗଗିରି ନିଜକୁ ଶାସକ ଦଳର ବଳିୟାନ କହି ଗାଁ ଲୋକଙ୍କୁ ହଇରାଣ କରିବା ସହ ମହିଳା ଙ୍କୁ କରୁଛନ୍ତି ଦୁଃବ୍ୟବହାର ଏ ନେଇ ଏସପି ଙ୍କ ପାଖରେ ପହଞ୍ଚିଲେ ମହିଳା ଏବଂ ପୁରୁଷ ଏମିତି କିଛି ସଂଙ୍ଗିନ ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା କୁକୁଣ୍ଡା ବ୍ଲକ ଅନ୍ତର୍ଗତ ଏମଭି 50 ଗ୍ରାମ ରୁ ଯାହା ଫଳରୁ ଏମଭି 50 ଗ୍ରାମ ର ଶତାଧିକ ମହିଳା ଏବଂ ପୁରୁଷ ମାଲକାନ ଗିରି ଏସପି ଙ୍କ ନିକଟ ରେ ଉପସ୍ଥିତ ହୋଇଛନ୍ତି ,
ଖବର ମୁତାବକ ଗତ ପଞ୍ଚାୟତ ନିର୍ବାଚନ ପରଠାରୁ ସୁଜିତ ମଣ୍ଡଳ ନାମକ ଜଣେ ବ୍ୟକ୍ତି ତଥା ହୋମ ଗାର୍ଡ ଗାଁ ର କିଛି ଯୁବକ ଙ୍କୁ କିଛି ମିଛ କ୍ୟାସ ରେ ଫସାଇ ତାଙ୍କର ପରିବାର କୁ ଟଙ୍କା ମାଗିଥିଲେ ତେବେ ଏ ନେଇ ତାଙ୍କର ସ୍ତ୍ରୀ ମଧ୍ୟ ତାଙ୍କ କଥା ରେ ରାଜି ହୋଇ ଟଙ୍କା ମଧ୍ୟ ଦେବା ପାଇଁ ଆଣୁଥିଲେ ତେବେ ଏହି ସମୟ ରେ ସୁଜିତ ମଣ୍ଡଳ ଯିଏକି ଗାଁ ର ଜଣେ ହୋମ ଗାର୍ଡ ତାଙ୍କୁ ଫୋନ କରି କହିଥିଲେ କି ତମେ ମୋର ବେଡ ରୁମ କୁ ଆସ ଆମେ ସେଇଠାରେ ପଇସା ପତ୍ର ମାମଲା ରେ କଥା ହୋଇଯିବା ।
ତେବେ ଏହି କଥା ଶୁଣିବା ପରେ ଉକ୍ତ ମହିଳା ଜଣଙ୍କୁ ଏହି କଥା ରେ ରାଗ ଆସିଥିଲା ଫଳରେ ସେ ତାଙ୍କର ଗ୍ରାମ ରେ ଆସି ଏହି ସବୁ କଥା ବିଷୟ ରେ ଗ୍ରାମ ବାସୀ ମାନଙ୍କୁ ଅବଗତ କରାଇଥିଲେ ଯାହା ଫଳରେ ଗ୍ରାମ ବାସୀ ମାନେ ଏହ କଥା ଶୁଣିବା ପରେ ସୁଜିତ ମଣ୍ଡଳ ଙ୍କ ନାମରେ ଅଭିଯୋଗ କରିବା ପାଇଁ ମାଲକାନ ଗିରି ଏସପି ଙ୍କ ନିକଟ ରେ ଉପସ୍ଥିତ ହୋଇଛନ୍ତି ।
ତେବେ ଏହି ଘଟଣା ମାଲକାନ ଗିରି ଏସପି ଜାଣିବା ପରେ ସେ ଏହି ବିଷୟ ରେ ଦୃଢ କାର୍ଯ୍ୟନୁଷ୍ଠାନ ନେବେ ବୋଲି ସେ ଗ୍ରାମ ବାସୀ ମାନଙ୍କୁ କହିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଲେ ତ ସରକାରୀ କାର୍ଯ୍ୟ ରେ କାମ କରୁଥିବା କର୍ମ ଚାରୀ ମାନଙ୍କ ର କିପରି ଦାଦା ଗିରି ଚାଲିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।