Viral Video :- ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ରୋମାନ୍ସ ଭିିଡ଼ିଓ ହେଲା ଭାଇରଲ ବାବୁସାନ ଏବଂ ତୃପ୍ତି ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବାବୁସାନ ତାଙ୍କର ଫିଲ୍ମ ର ପ୍ରମଶନ ପାଇଁ ତାଙ୍କୁ 60 କିଲୋମିଟର ର ବାଇକ ରାଲି ରେ ଯିବାର ଥିଲା ତେବେ କୈଣସି କାରଣ ପାଇଁ ତାଙ୍କୁ 60 କିଲୋମିଟର ରାସ୍ତା ପରିବର୍ତ୍ତେ ତାଙ୍କୁ ପାଖାପାଖି 600 କିଲୋମିଚର ରାସ୍ତା ବାଇକ ରେ ଅତିକ୍ରମ କରିବାକୁ ପଡିଥିଲା । ତେବେ ଯେଉଁ କାରଣ ରୁ ତାଙ୍କର ଶରୀର ରେ ଅକ୍ସିଜେନ ର ସ୍ତର କମିଯାଇଥିଲା । ଏବଂ ସେହି କାରଣ ରୁ ତାଙ୍କର ଶରୀର ଅସୁସ୍ଥ ହୋଇପଡିଥିଲା ଏବଂ ତାଙ୍କୁ ଭୂବନେଶ୍ୱର ସ୍ଥିତ ଏକ ଘୋରଇ ମେଡିକାଲ ରେ ଭର୍ତ୍ତୀ କରାଯାଇଥିଲା ।

babu 1

ତେବେ ଆପଣ ମାନେ ଜାଣିଥିବେ କି ବାବୁସାନ ଏବଂ ପ୍ରକତି ମିଶ୍ର ଙ୍କୁ ର ସମ୍ପର୍କ କୁ ନେଇ ବାବୁସାନ ଙ୍କ ର ପତ୍ନୀ ତୃପ୍ତି ସତପଥୀ ଏହି ସମ୍ପର୍କ କୁ ବହୁତ ଥର ବାବୁସାନ ଙ୍କୁ ବାରଣ କରିଥିଲେ ହେଲେ ବାବୁସାନ କାହାର କଥା ଶୁଣି ନଥିଲେ ଯେଉଁ କାରଣ ରୁ ତୃପ୍ତି ଶେଷରେ ଏହି ସମ୍ପର୍କ କୁ ବରଦସ୍ତ ନ କରି ପାରି ବାବୁସାନ ଏବଂ ପ୍ରକୃତି ମିଶ୍ର ଉଭୟ ଙ୍କୁ ରାସ୍ତା ଉପରେ ମାଡ ମାରିଥିଲେ ଯାହା ପାଇଁ ବହୁତ କିଛି କାଣ୍ଡ ସବୁ ଘଟି ସାରିଛି । ତେବେ ସେହି କାରଣ ରୁ ବାବୁସାନ ଙ୍କ ର ପତ୍ନୀ ତୃପ୍ତି ସତପଥୀ ବାବୁସାନ ଙ୍କ ଉପରେ ରାଗି ତାଙ୍କର ବାପା ଙ୍କ ଘରକୁ ଚାଲିଯାଇଥିଲେ ।

ତେବେ ବାବୁସାନ ଙ୍କ ର ଶରୀର ଅସୁସ୍ଥ ଖବର କୁ ନେଇ ତୃପ୍ତୀ ସମସ୍ତ ରାଗ ଭୁଲି ବାବୁସାନ ଙ୍କୁ କ୍ଷମା କରି ତାଙ୍କ ପାଖକୁ ଫେରି ଆସିଥିଲେ । ତେବେ ମେଡିକାଲ ରେ ବାବୁସାନ ପଡିଥିବା ସମୟ ରେ ତୃପ୍ତୀ ଏକ ପତ୍ନୀ ର ଧର୍ମ ପାଳନ କରୁଥିବାର ଦେଖିବାକୁ ମିଳିଛି । ତେବେ ବାବୁସାନ ସୁସ୍ଥ ହୋଇ ଘରକୁ ଫେରି ଆସିବା ପରେ ବାବୁସାନ ତାଙ୍କର ପତ୍ନୀ ତୃପ୍ତୀ ସତପଥୀ ଙ୍କ ସହ ବେସ ଖୁସି ଥିବାର ଦେଖିବାକୁ ମିଳିଛି ।

ତେବେ ଏ ନେଇ ବାବୁସାନ ତାଙ୍କର ସୋସିଆଲ ମିଡିଆ ଆକାଣ୍ଟରେ ତାଙ୍କର ପତ୍ନୀ ତୃପ୍ତୀ ଙ୍କ ସହ କଟାଇ ଥିବା କିଛି ସୃତି ର ଦୃଶ୍ୟ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ଛାଡି ତାଙ୍କର ଫ୍ୟାନ ମାନଙ୍କ ସହ ସେୟାର କରିଥିବାର ଦେଖିବାକୁ ମିଳିଛି । ତେବେ ଉଭୟ ବାବୁସାନ ମହାନ୍ତି ଏବଂ ତୃପ୍ତୀ ସତପଥୀ ଙ୍କୁ ଏବେ ବେସ ଖୁସି ଥିବାର ନଜର ରେ ଆସିଛି ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଦୁଇ ଜଣଙ୍କ ର ଯୋଡି କିପରି ଲାଗେ ତାହା ଆପଣ ମାନେ ଆମକୁ କମେଣ୍ଟ ମାଧ୍ୟମ ରେ ଜଣାନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *