ଅର୍ଚ୍ଚନା ସାଙ୍ଗେ କଲେଜ୍ ଝିଅ ମାନଙ୍କ ରେଟ୍ ଫିକ୍ସ୍ କରୁଥିଲା ବିକି। ଆସିଲା ନୁଆ ତଥ୍ୟ ସାମ୍ମାକୁ

biki

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଦିନ କୁ ଦିନ ଖୋଲିବାରେ ଲାଗିଛି ଅର୍ଚ୍ଚନା ଙ୍କ କଳାକାର୍ନାମା ର ଗୁମର । ତେବେ କେବଳ ବଡ ବଡିଆ ଙ୍କୁ ନିଜ ଫାସରେ ପକେଇ ଟଙ୍କା ଆଦାୟ କରୁନଥିଲା ଅନେକ ଯୁବତୀ ଙ୍କୁ ସେ ନିଜର ବ୍ୟବସାୟ ରେ ଲଗେଇଥିଲା । ଆଉ ଭିଡ଼ିଓ କରି ବ୍ଲାକ୍ ମେଲ କରୁଥିଲା । ପାଉଥିଲା ମୋଟା ଅଙ୍କର ଟଙ୍କା । ଏମିତି କିଛି ତଥ୍ୟ ବର୍ତମାନ ସମୟ ରେ ପୋଲିସ ହାତରେ ଲାଗିଛି । ଜାହାକୁ ନେଇ ହରଡ ଘଣାରେ ପଡିଛନ୍ତି ପୋଲିସ ।

ତେବେ ସୂଚନା ଅନୁସାରେ ପଟିଆ ଅଞ୍ଚଳରେ ଏକ କଲେଜ ରେ ଚାକିରୀ କରୁଥିବା ବିକି ଏବଂ ଅର୍ଚ୍ଚନା ଙ୍କର ଚାଟିଂ ପୋଲିସ କୁ ହରଡ ଘଣାରେ ପକେଇଛି । ଯେଉଁଥିରେ ବିକି ଅର୍ଚ୍ଚନା ଙ୍କୁ କହୁଛନ୍ତି ଏହିଥର ଚାରିଜଣ ଷ୍ଟୁଡେଣ୍ଟ ଆଡ ହୋଇଛନ୍ତି । ସେମାନଙ୍କୁ ଦୁଇ ଚାରି ହଜାର ରୁ ଅଧିକ ଦେବାକୁ ପଡିବ । ଏହା ପରେ ଅର୍ଚ୍ଚନା ତାଙ୍କୁ ଓକେ ବସ୍ ବୋଲି କହିଥିବା ଜଣା ପଡିଛି ।

Archana 2

ହେଲେ ଏହି ବିକି କେବଳ ବ୍ୟବସାୟ ରେ ସାହାଯ୍ୟ କରୁଥିଲା ନାଁ ବ୍ଲାକ୍ ମେଲିଂ କରୁଥିଲା କିମ୍ବା ବିକି ଏବେ କେଉଁ ପ୍ରକାରର କାମରେ ନିୟଜିତ ଥିଲା କେବଳ ଝିଅ ଯୋଗାଡ କରୁଥିଲେ ନାଁ ଆଉ କିଛି କାମରେ ସାହାଯ୍ୟ କରୁଥିଲେ । ତେବେ ପ୍ରଶ୍ନ ମଧ୍ୟରେ ଜଣା ପଡୁଛି କଲେଜ ଷ୍ଟୁଡେଣ୍ଟ ସବୁ ଯୋଗାଡ କରୁଥିଲା ବିକି । ଆଉ ସେହି ସବୁ କୁ ନେଇ ବ୍ୟବସାୟ କରୁଥିଲା ଅର୍ଚ୍ଚନା ।

ଏହି ସବୁ ଘଟଣା ରେ ତାର ସ୍ୱାମୀ ଜଗବନ୍ଧୁ ଲୁଚି କରି ସବୁ ଭିଡ଼ିଓ ସୁଟ କରୁଥିଲା । ଭିଡ଼ିଓ ସୁଟ ହେବା ପରେ ତାକୁ ନେଇ ବ୍ଲାକ ମେଲିଂ କରୁଥିଲେ ଉଭୟ ଦମ୍ପତୀ ଏହି ବିକି ସହିତ କରୁଥିଲା ଚାଟିଂ ଏବେ ପୋଲିସ କୁ ପକେଇଛି ହରଡ ଘଣାରେ ।

archana nag 2

ତେବେ ଏଠାରେ କୁହାଜାଉଛି ବିକି ପରି ଅର୍ଚ୍ଚନା ଙ୍କ ଦଲାଲ ସାଜିଥିବା ଆଉ କିଏ କିଏ ରହିଛନ୍ତି ତାଙ୍କୁ ଖୋଜିବାରେ ପୋଲିସ ସକ୍ଷମ ହେବତ କଳାକାରନାମା ର ଫର୍ଦ୍ଧ ଖୋଲି ଖୋଲି ଚାଲିବ ନାଁ ବଡ ବଡିଆ ଙ୍କ ଉପରେ ଚେପା ହୋଇଯିବ । ତାହା କେବଳ ସମୟ ହିଁ କହି ପାରିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *