ଓଡ଼ିଶା ଛୁଇଁବନି ବାତ୍ୟା ! ପୂର୍ବାନୁମାନ କଲା ଭାରତୀୟ ପାଣିପାଗ ବିଭାଗ

storm

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଖାସ ଖବର ନେଇ କରି ଆସିଛୁ ଯାହା ଆପଣ ମାନଙ୍କ ର ଜାଣିବା ନିହାତି ଦରକାର । ତେବେ ଓଡିଶା ଛୁଇଁବନି ବାତ୍ୟା ପୂର୍ବାନୁମାନ କଲା ଭାରତୀୟ ପାଣି ପାଗ ବିଭାଗ । ହଁ ବନ୍ଧୁଗଣ ଓଡିଶା ଉପକୂଳ ରୁ ସମାନ୍ତରଳ ଭାବରେ ଗତି କରିବା ନେଇ ପୂର୍ବାନୁମାନ କରିଛି ଆଏମଡି , ଆଉ ଆଇଏମଡି ଏହା ପୂର୍ବାନୁମାନ କରିଛି ଯେ ସମ୍ଭାବ୍ୟ ବାତ୍ୟା ଓଡିଶା କୁ ଛୁଇଁ ପଶ୍ଚିମବଙ୍ଗୋ ଚାଲିିଯିବ ।

ହଁ ବନ୍ଧୁଗଣ ଉତ୍ତର ଓ ଉତ୍ତର – ପୂର୍ବ ଦିଗରେ ଗତି କରି ବାତ୍ୟା ପଶ୍ଚିମବଙ୍ଗୋ ଓ ବାଙ୍ଗଲାଦେଶ ମୁହେଁ ହେବ । ଆଇଏମଡି ଆହୁରି ମଧ୍ୟ ଆକଳନ କରିଛି ଯେ ବର୍ତ୍ତମାନ ସକ୍ରିୟ ଥିବା ଲଘୁଚାପ ଆଣ୍ଡାମାନ ସାଗର ଓ ଦକ୍ଷିଣ ପୂର୍ବ ବଙ୍ଗୋପ ସାଗର ରେ ସକ୍ରିୟ ଥିବା ଲଘୁଚାପ ପଶ୍ଚିମ ଓ ଇତ୍ତର – ପଶ୍ଚିମ ଦିଗରେ ଗତି କରି 22 ତାରିଖ ବେଳକୁ ପୂର୍ବ କେନ୍ଦ୍ରିୟ ଓ ତ୍ୱ ସଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପ ସାଗର ରେ ଏକ ଅବପାତ ର ରୂପ ନେବ ।

rain

ଏହା ପରେ ଘନିଭୂତ ହୋଇ 23 ତାରିଖ ବେଳକୁ ଗଭୀର ଅବପାତ ଓ ପରବର୍ତ୍ତୀ 24 ଘଣ୍ଟା ଅର୍ଥାତ 24 ତାରିଖ ରେ ଏହା ସାମୁଦ୍ରିକ ଝଡ ର ରୂପ ନେବ , କିନ୍ତୁ ବର୍ଷା ର ରୂପ ରେଖ କଣ ରହିବ ସେ ନେଇ ବର୍ତ୍ତମାନ ସୁଧା ଆଇଏମଡି କୈଣସି ସୂଚନା ହେଇ ନାହିଁ । ଆଉ ଏପଟେ କିନ୍ତୁ ସାମ୍ଭାବ୍ୟ ବାତ୍ୟା କୁ ନେଇ ରାଜ୍ୟ ସରକାର ପୁରା ପ୍ରସ୍ତୁତି ଆରମ୍ଭ କରି ସାରିଲେଣି ।

ସମୁଦ୍ର ତଟ ବର୍ତ୍ତୀ 7 ଜିଲ୍ଲା କୁ ସତର୍କ ସୂଚନା ଜାରି କରି ସାରିଲେଣି । ଆଲର୍ଟ ରହିବାକୁ କହି ସାରିଲେଣି , ଏମିତିକି ଛୁଟି ମଧ୍ୟ ବାତିଲ କରି ସାରିଲେଣି ଆଉ ସବୁଠାରୁ ବଡ କଥା ହେଉଛି ଆଜି ସଂନ୍ଧ୍ୟା 5 ଟା ରେ ମୁଖ୍ୟ ସାଂସନ ସଚ୍ଚିବ ଏକ ବୈଠକ ଡାକିଛନ୍ତି , ଯେଉଁଥିରେ ଏସଆରସି ଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେବେ ।

rains

ଆଉ ଏହି ବୈଠକ ରେ ଆସୁଥିବା ସମ୍ଭାବ୍ୟ ବାତ୍ୟା ସିତରାଂ କୁ ନେଇ କଥା ହେବେ ଆଉ ଏହା ସହ 22 ରୁ ମତ୍ସ ଜୀବୀ ମାନଙ୍କୁ ଗଭୀର ସମୁଦ୍ର କୁ ଯିବା ପାଇଁ ବାରଣ କରାଯାଇଛି । 22 ତାରିଖ ସୁଦ୍ଧା ସମୁଦ୍ର ମଧ୍ୟରୁ ମତ୍ସ ଜୀବି ମାନଙ୍କୁ ଉପକୂଳ କୁ ଫେରି ଆସିହବା ପାଇଁ ପାଣି ପାଗ ବିଭାଗ ପକ୍ଷରୁ ମଧ୍ୟ ସୂଚନା ଜାରି କରାଯାଇଛି ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *