ଆଜିର T20 ମ୍ୟାଚ୍ଚ । ଭରତ ବନାମ ନେଦରଲାଣ୍ଡ ।

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଖାସ ଖବର ନେଇ କରି ଆସିଛୁ ଯାହା ଆପଣ ମାନଙ୍କ ର ଜାଣିବା ନିହାତି ଦରକାର । ତେବେ ବନ୍ଧୁଗଣ ଟି ଟ୍ୱେଣ୍ଟି ବିଶ୍ୱକପ ରେ ଆଜି ଭାରତ ଏବଂ ନେଦରଲାଣ୍ଡ ର ମଧ୍ୟରେ ହେବ ମୁକାବୁଲା । ଅଷ୍ଟ୍ରେଲେୟା ର ସିଡିନ କ୍ରିକେଟ ଗ୍ରୀଉଣ୍ଡ ରେ ଖେଳାଯିବ ଏହି ହାଇ ଭୋଲଟେଜ ମ୍ୟାଚ୍ଚ ।

ପ୍ରଥମ ମ୍ୟାଚ୍ଚ ରେ ପାରମ୍ପରିକ ପ୍ରତିଦ୍ୱନ୍ଦି ପାକିସ୍ତାନ କୁ 4 ୱେକେଟ ରେ ହରାଇବା ପରେ ଟିମ ଭାରତ ର ମନ ବଳ ଉଚ୍ଚ ରହିଛି , ତେଣୁ ନେଦରଲାଣ୍ଡ ବିପକ୍ଷ ମ୍ୟାଚ୍ଚ ରେ ବଡ ବିଜୟ ହାସଲ କରିବାକୁ ବଡ ଲକ୍ଷ ରଖିଛି ରୋହିତ ବାହିନୀ କାରଣ ନେଦରଲାଣ୍ଡ କୁ ବଡ ବ୍ୟବଧାନ ରେ ପରାଜିତ କଲେ ଭାରତ ର ରନ ରେଟ ବଢିବ । ଆଗାମୀ ମ୍ୟାଚ୍ଚ ରେ ଦକ୍ଷିଣ ଆଫ୍ରିକା ଠାରୁ ପରାଜିତ ହୋଲୋ ମଧ୍ୟ ସେମି ଫାଇନାଲ ଦୈଡ ରେ ରହିବ ଭାରତ ।

India vs Netherlands

ନେଦରଲାଣ୍ଡ ଓ ଭାରତ ମଧ୍ୟରେ ଏହା ହେଉଛି ପ୍ରଥମ ଟି ଟ୍ୱେଣ୍ଡି ମୁକାବୁଲା , ପୂର୍ବରୁ 2003 ଓ 2011 ବିଶ୍ୱ କପ ରେ ଦୁଇ ଦଳ ମୁହାଁ ମୁହିଁ ହୋଇଥିଲେ ଆଉ ଦୁଇଟି ମ୍ୟାଚ୍ଚ ରେ ଭାରତ ବାଜିମାତ କରିଥିଲା । ତେଣୁ ନେଦରଲାଣ୍ଡ କୁ ହରାଇବା ପାଇଁ ଭାରତ ପାଇଁ ଚ୍ୟାଲେଞ ନୁହେଁ ବରଂ ବଡ ବ୍ୟବଧାନ ରେ ବିଜୟ ଆବଶ୍ୟକ । ହେଲେ ଚଳିତ ଟିଟ୍ୱେଣ୍ଟି ବିଶ୍ୱ କପ ରେ ପୂର୍ବ ମ୍ୟାଚ୍ଚ ଗୁଡିକ ରେ ବିପର୍ଯ୍ୟୟ ଦେଖିବାକୁ ମିଳିଛି ।

ଦୁଇ ଦୁଇ ଥର ଚମ୍ପିଆନ ହୋଇଥିବା ୱଷ୍ଟେଇଣ୍ଡିଜ କ୍ୱାଲିଫାଇ ହୋଇ ରାଉଣ୍ଡ ରୁ ବିଦା ହୋଇଛି । ଇଂଲଣ୍ଡ ଭଳି ଦଳକୁ ଆୟାରଲାଣ୍ଡ ହରାଇ ସମସ୍ତ ଙ୍କୁ ଚମକାଇ ଦେଇଛି । ତେବେ ଏଭଳି ପରିସ୍ଥିତି ରେ ଭାରତକୁ ପରାଜିତ କରି ଚଳିତ ଟୁର୍ଣ୍ଣାମେଣ୍ଟ ରେ ବଡ ବିପର୍ଯ୍ୟୟ ଆଣିବାକୁ ଚେଷ୍ଟା କରିବ ନେଦରଲାଣ୍ଡ ଦଳ । ତେଣୁ ଭାରତୀୟ ଦଳ ଆଜିର ମ୍ୟାଚ୍ଚ କୁ ହାଲୁକା ରେ ନ ନେଇ ସତର୍କତା ର ସହ ସମ୍ପୂର୍ଣ୍ଣ ରଣନୀତି ରେ ଖେଳିବାକୁ ପଡିବ ।

ତେବେ ବନ୍ଧୁଗଣ ଆପଣ ମାନେ କଣ ଭାବୁଛନ୍ତି ଆଜିର ଖେଳାଯିବା ଭାରତ ଏବଂ ନେଦରଲାଣ୍ଡ ଦଳ ଭିତରେ କେଉଁ ଦଳ ଆଜିର ଖେଳ ରେ ବିଜୟ ହାସଲ କରିବ ଏବଂ ଅନ୍ୟ ଦଳ କୁ ପରାଜିତ କରିବ , ତାହା ଆପଣ ମାନେ ଆମକୁ ନିଶ୍ଚିନ୍ତ ଭାବରେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *