“ଏତେ ଦିନ ପରେ ଆଜି ମୁଁ ବହୁତ ଖୁସି, କାରଣ ଆଜି ଦିନେଶ ମତେ ନେଇ…’ Deepika

dipika

ଆପଣ ମାନଙ୍କୁ ଆମର +ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବହୁତ ଦିନ ପରେ ମୁଁ ଆଜି ବହୁତ ଖୁସୀ ରହିଛି ମୋର ମହିଳା କମିଶନର ଙ୍କ ସହିତ କଥା ବାର୍ତ୍ତା ହୋଇଛି । ଆଉ ଜାହା ସେ ସିଦ୍ଧାନ୍ତ ନେଇଛନ୍ତି ତାହାକୁ ନେଇ ମୁଁ ଖୁସୀ ମଧ୍ୟ ରହିଛି । ଆଉ ଜାହା ସବୁ ହେବ ତାହା ଦିନେଶ ଆସିବା ପରେ ଆମର କାଉନ୍ସିଲ ହେବା ପରେ ହେବ ହେଲେ ମୋ ସ୍ୱାମୀ ଏପର୍ଯ୍ୟନ୍ତ ଆସି ନାହାଁନ୍ତି ମୁଁ ଏଠାରୁ ଉଠିବି ନାହିଁ । ବନ୍ଧୁଗଣ ଏହା ଧାରଣା ରେ ବସିଥିବା ଯୁବତୀ ଦିପିକା କହିଛନ୍ତି । ତେବ ବର୍ତମାନ ସମୟ ରେ ଦିନେଶ ଦିପିକା ଙ୍କ ମଧ୍ୟରେ ଲାଗିରହିଥିବା ସମସ୍ୟା ଧିରେ ଧିରେ ଦୂର ହେବାକୁ ଯାଉଛି । ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଘଟଣା ବିଷୟ ରେ ଜାଣିନେବା ।

ବନ୍ଧୁଗଣ ଆପଣ ବ୍ରହ୍ମପୁର ର ଦୀପିକା ଓ ଦିନେଶ ଙ୍କ ର ବିବାହ ର ବିବାଦ ମାମଲା ବିଷୟ ରେ ବହୁତ ଭଲ ଭାବରେ ଜାଣିଥିବେ। ତେବେ ଦୀପିକା ଆଉ ଜଣେ ତପସ୍ୱୀନି ସାଜିଛନ୍ତି ଆଉ ନଖାଇ ନପିଇ ଆଜକୁ 80 ଦିନ ହେବ ନିଜ ସ୍ୱାମୀ ଓ ଶାଶୂ ଶଶୁର ଙ୍କ ଘର ଆଗରେ ଧାରଣା ରେ ବସିଛନ୍ତି । ତେବେ ସେ ଏକା ନାହାନ୍ତି ବରଂ ତାଙ୍କ ସହ ରହିଛି 18 ମାସର କୁନି ପୁଅ ଟିଏ ।

dipika

ତେବେ ଘଟଣା ଟି କିଛି ଏହିପରି ଥିଲା କି ଦିନେଶ ଓ ଦୀପିକା ପରସ୍ପର କୁ ଭଲପାଇ ଥିଲେ ମାତ୍ର ଦୀପିକା ଙ୍କୁ ଗର୍ଭବତୀ କରାଇ ଦିନେଶ ତାଙ୍କୁ ଧକ୍କା ଦେଇଥିଲେ। ଦିପିକା ଏହାକୁ ନେଇ ହାର ମାନିନଥିଲେ ନିଜ ଛୁଆର ହକ୍ ପାଇଁ ବର୍ତମାନ ସେ ଦିନେଶ ଙ୍କ ଘର ଆଗରେ ଧାରଣା ରେ ବସିଛନ୍ତି । ଧିରେ ଧିରେ ସମୟ ର ଗତି ସହିତ ତାଙ୍କର ମାମଲା ବି ଜଟିଳ ହେବାରେ ଲାଗିିଛି । ତେବେ ବର୍ତମାନ ଦିପିକା କହିଛନ୍ତି ଯେ ସେ ଏବେ ଖୁସୀରେ ରହିଛନ୍ତି । ଆଉ ସେ କହିଛନ୍ତି କି ମହିଳା କମିଶନର ଯାହା ତାଙ୍କୁ କହିଛନ୍ତି ସେଥି ରେ ସେ ଖୁସି ଅଛନ୍ତି ବୋଲି ଆଉ ତାଙ୍କର ନିଷ୍ପତ୍ତି ରେ ସେ ଏକମତ ଦେଇଛନ୍ତି ।

ସେହି ସମୟ ରେ ଦିପିକା ଙ୍କୁ ପଚରା ହୋଇଥିଲା କି ସେ ଏହି ନିସ୍ପତି ରେ ଖୁସୀ ରହିଛନ୍ତି କି ନାହିଁ । ଆଉ ସେ ଯଦି ନିସ୍ପତି ରେ ଖୁସୀ ରହିଛନ୍ତି ତେବେ କଣ ପାଇଁ ଧାରଣା ରେ ବସିଛନ୍ତି । ଦିିପିକା କହିଥିଲେ ମୋ ସ୍ୱାମୀ ବର୍ତମାନ ସମୟ ଯାଏ ଆସି ନାହାଁନ୍ତି ସେହିଥି ପାଇଁ ତାଙ୍କର ଲଢେଇ ଏମିତି ରହିବ ବୋଲି ସେ କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *