ଆଜି ରାତିଠାରୁ ଏହି ରାଶିରେ ଟଙ୍କା ବର୍ଷା |

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଜାଣିବା ଭଗବାନ ଶନି ଦେବଙ୍କୁ କେଉଁ 6ଗୋଟି ରାଶି ଅଧିକ ପ୍ରିୟ ହୋଇଥାଏ ଏବଂ ଭଗବାନ ଶନିଦେବ ନିଜେ ରକ୍ଷା କରନ୍ତି ଏହି 6ଗୋଟି ରାଶିର ବ୍ୟକ୍ତି ବିଶେଷ ମାନଙ୍କୁ । ବନ୍ଧୁଗଣ ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ନ୍ୟାୟର ଦାତା କୁହାଯାଏ ଏହା ସହ ଭଗବାନ ଶନି ଦେବଙ୍କୁ ପାପର ଦାତା ମଧ୍ୟ କୁହାଯାଏ କାରଣ ଯେଉଁ ବ୍ୟକ୍ତି ଯେଉଁ ଭଳି କର୍ମ କରିଥାଏ ତାକୁ ଶନିଦେବ ସେହିଭଳି ଫଳ ଦେଇଥାନ୍ତି , ଶନି ଦେବଙ୍କ କୃପା ଦୃଷ୍ଟି ହେଲେ ବ୍ୟକ୍ତିର ଜୀବନରେ ସୁଖ ସମୃଦ୍ଧି ଆସିଥାଏ ।

ଯେଉଁ ଲୋକ ଖରାପ କାମ କରିଥାଏ ତାକୁ ଦଣ୍ଡ ଓ ଭଲ କାମ କରିଲେ ଭଲ ଫଳ ଦେଇଥାନ୍ତି , ଭଗବାନ ଶନି ଦେବଙ୍କୁ ପ୍ରଶନ୍ନ କରିବା ପାଇଁ ଉପାୟ ମାନ ରହିଛି ଯାହାକୁ ଆମେ ପାଳନ କରିବା ନିହାତି ଆବସ୍ୟକ । ତେବେ ଆଜି ଆମେ ଆପଣଙ୍କୁ ଭଗବାନ ଶନି ଦେବଙ୍କ କିଛି ପ୍ରିୟ ରାଶି ବିଷୟରେ କହିବାକୁ ଯାଉଛୁ । ତେବେ ବନ୍ଧୁଗଣ ଆସନ୍ତୁ ସେହି ସବୁ ରାଶି ବିଷୟରେ ଜାଣିନେବା ।

shani dev

ତେବେ ପ୍ରଥମ ରାଶି ହେଉଛି ତୁଳା ରାଶି । ଭଗବାନ ଶନି ଦେବଙ୍କର ପ୍ରୟ ରାଶି ହୋଇଥାଏ ଏହି ରାଶିର ଲୋକମାନେ । ଏହି ରାଶିର ଲୋକମାନେ ସଚ୍ଚା ଲୋକ ହୋଇଥାନ୍ତି , ଏମାନଙ୍କ ଭିତରେ କିଛି ଖରାପ ଗୁଣ ନଥାଏ , ଏମାନେ ଲୋକ ମାନଙ୍କୁ ସାହାଯ୍ୟ କରିବା ସହ ଜୀବନ ଖୁସୀରେ ବ୍ୟତିତ କରିଥାନ୍ତି , ଏମିତି ଲୋକ ଶନି ଦେବଙ୍କର ସର୍ବଦା ପ୍ରିୟ ହୋଇଥାନ୍ତି ।

ଦ୍ୱିତୀୟ ରାଶି ମକର ରାଶି । ଏହି ରାଶିର ସ୍ୱାମୀ ଗ୍ରହ ହେଉଛନ୍ତି ଭଗବାନ ଶନି ତେଣୁ ଏହି ଲୋକଙ୍କ ଉପରେ ଭଗବାନ ଶନି ଦେବ ବିଶେଷ କୃପା ଦୃଷ୍ଟି ରଖିଥାନ୍ତି , ଏବଂ ଭଗବାନ ଶନି ଦେବ ଏମାନଙ୍କ ଜୀବନରେ ସୁଖ ପ୍ରଦାନ କରିଥାନ୍ତି ।

ତୃତୀୟ ରାଶି ସିଂହ ରାଶି । ଏହି ରାଶିର ଲୋକମାନେ ବହୁତ ମେହନତି ହୋଇଥାନ୍ତି , ଏମାନେ ଅନ୍ୟ ମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥାନ୍ତି , ଏମାନେ ଗରିବ ବ୍ୟକ୍ତିଙ୍କୁ ବହୁତ ସାହାଯ୍ୟ ମଧ୍ୟ କରିଥାନ୍ତି , ଭଗବାନ ଶନି ଦେବଙ୍କୁ ଏମିତି ଲୋକ ବହୁତ ପସନ୍ଦ ଆସିଥାନ୍ତି , ଯେଉଁ ମାନେ ଗରିବ ଲୋକଙ୍କୁ ସାହାଯ୍ୟ କରନ୍ତି ସେମାନେ ଶନି ଦେବଙ୍କ ପ୍ରିୟ ହୋଇଥାନ୍ତି ।

ଚତୃର୍ଥ ରାଶି ମେଷ ରାଶି ଏହି ରାଶିର ଲୋକମାନେ ଆଶାବାଦି ଅନ୍ୟ ମାନଙ୍କୁ ସାହାଯ୍ୟ କରିବା ଭଳି ବ୍ୟକ୍ତି ହୋଇଥାନ୍ତି , ଏମାନଙ୍କ ଠାରେ ସାହାସିକତା ରହିଥାଏ , ଏହି ରାଶିର ଲୋକ ନିଜର ଜୀବନ କିଛି ସର୍ତ ଅନୁଯାଇ ବ୍ୟତିତ କରିବାକୁ ପସନ୍ଦ କରିଥାନ୍ତି , ଭଗବାନ ଶନି ଦେବଙ୍କୁ ଏହି ରାଶିର ବ୍ୟକ୍ତି ମାନେ ବହୁତ ଅଧିକ ପସନ୍ଦ ଆସିଥାନ୍ତି ।

shani dev

ପଞ୍ଚମ ରାଶି ମିଥୁନ ରାଶି ଏହି ରାଶିର ଲୋକ ତରବର ହୋଇ ନିଷ୍ପତି ନିଅନ୍ତି ନାହିଁ ଏମାନେ କାମ କରିବା ପୂର୍ବରୁ ବିଚାର କରି ବିମସ କରିଥାନ୍ତି , ଏମାନେ ପରିବାରର ଓ ସମ୍ପର୍କିୟ ଙ୍କ ସହ ସମ୍ପର୍କ ଭଲ ରହିଥାଏ ସାମ୍ନା ବାଲା ଯେତେ ଦୁଃଖ ଦେଲେ ମଧ୍ୟ ଏମାନେ କାହାକୁ ଦୁଃଖ ଦିଅନ୍ତି ନାହିଁ ଏବଂ ଖରାପ ଚିନ୍ତାଧାରା ମଧ୍ୟ ମନରେ ଆଣନ୍ତି ନାହିଁ । ଏମାନେ ଭଗବାନ ଶନି ଦେବଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାନ୍ତି ।

ଷଷ୍ଠ ରାଶି କୁମ୍ଭ ରାଶି । ଏହି ରାଶିର ସ୍ୱାମୀ ଗ୍ରହ ହେଉଛନ୍ତି ଭଗବାନ ଶନି ଦେବ , ଏମାନେ ସରଳ ଓ ସାନ୍ତ ସ୍ୱଭାବର ବ୍ୟକ୍ତି ହୋଇଥାନ୍ତି , ଏମାମଙ୍କୁ ଭଗବାନ ଶନି ଦେବଙ୍କର ଉପାସନା କରିବାକୁ ଜରୁରି ଅଟେ ଏବଂ ଚେଷ୍ଟା କରନ୍ତୁ ଭଗବାନ ଶନି ଦେବଙ୍କର ଉପାସନା କରିବା ପାଇଁ । ଏମାନେ ଗରିବ ଲୋକଙ୍କୁ ବହୁତ ସାହାଯ୍ୟ କରିଥାନ୍ତି , ଭଗବାନ ଶନି ଦେବଙ୍କୁ ଏମିତି ଲୋକ ବହୁତ ପସନ୍ଦ ଆସିଥାନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *