15 ବର୍ଷ ବୟସରେ ଆଖି ବୁଜିଦେଲା ଏହି ଶିଶୁ କଳାକାର ।

Child Actor

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଚାଲିଗଲେ ଏହି ପ୍ରିୟ ଶିଶୁ କଳାକାର । ବର୍ତ୍ତମାନ ସମୟରେ ଯାହା ଗୋଟିଏ ବହୁତ ବଡ ଦୁଃଖ ଖବର । ଆଜି ପ୍ରିୟ ଶିଶୁ କଳାକାରଙ୍କର ପରଲୋକ ହୋଇଛି । ତାଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି । ଏବଂ ସିନେମା ଜଗତରେ ଶୋକ ର ଲହରୀ ଖେଳି ଯାଇଛି ।

ଏହି ଲୋକ ପ୍ରିୟ ଶିଶୁ କଳାକାର ଫିଲ୍ମ ରିଲିଜ ହବା ପୂର୍ବରୁ ୧୫ ବର୍ଷୀୟ ଏହି ଶିଶୁ କଳାକାର ପୃଥିବୀରୁ ବିଦାୟ ନେଇଛନ୍ତି । ତେବେ ଏହି ଲୋକପ୍ରିୟ ଶିଶୁ କଳାକାରଙ୍କର ପିତା ଅଟୋ ରିକ୍ସା ଚାଲନ୍ତି । ସେ ତିନି ଭାଇ ଭଉଣୀଙ୍କ ମଧ୍ୟରେ ବଡ ଥିଲେ । ତେବେ ତାଙ୍କର ପିତା କହିଛନ୍ତି ଅକ୍ଟୋବର ୨ ତାରିଖ ସେ ଜଳଖିଆ ଖାଇଥିଲେ । ଏବଂ ବାରମ୍ବାର ସେ ଜ୍ୱର ପରେ ତିନି ଥର ରକ୍ତ ବାନ୍ତି କରିଥିଲେ । ତାପରେ ସେ କିଛିଦିନ ମେଡିକାଲ ରେ ଭର୍ତ୍ତି ହୋଇଥିଲେ ।

Child Actor

ତାପରେ ତାଙ୍କର ମୃ-ତ୍ୟୁ ହେବା ସୂଚନା ମିଳିଛି । ତେବେ ଲୋକପ୍ରିୟ ଶିଶୁ କଳାକାର ରାଉଲକଲିଙ୍ଗ ଫିଲ୍ମ ଚୋଲି ସୋ ଓସ୍କାର ୨୦୨୩ ପାଇଁ ଭାରତୀୟ ଅଫିସ ଭାବରେ ମନୋନୀତ ହୋଇଛି । ଏହି ବେଷ୍ଟ ବେଷ୍ଟ ପିକଚର ଫିଲ୍ମ ବର୍ଗ ପାଇଁ ପଠା ଯାଇଛି । ଆମେରିକାର ନିର୍ଦ୍ଦେଶକ କାନ ନଳୀନିଙ୍କ ଦ୍ୱାରା ଏହି ଫିଲ୍ମ ର ନିର୍ଦ୍ଦେଶନା ଦିଆଯାଇଛି ।

ତେବେ ଚାଲିଗଲେ ପ୍ରିୟ ଶିଶୁ କଳାକାର ରାଉଲ କୋଲି । ତେବେ ରାଉଲ କୋଲି କ୍ୟାନସର ରେ ଦେହାନ୍ତ ହୋଇଛି ବୋଲି ସୂଚନା ମିଳିଛି । ରାଉଲ କୋଲି ପରଲୋକରେ ଅନେକ କଳାକାର ମାନେ ଦୁଃଖ ପ୍ରକାଶ କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *