ଭାଗ୍ୟଶାଳୀ ମହିଳା ଙ୍କୁ ଜାଣିବାର ଏହି 5ଟି ସଙ୍କେତ । ପୁରଷ ମାନେ ଦେଖନ୍ତୁ…

lucky

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ମାଧ୍ୟମ ରେ ଏପରି କିଛି ମହିଳା ମାନଙ୍କ ବିଷୟ ରେ ଜଣାଇବୁ ଯାହାକି ଏପରି ମହିଳା ମାନଙ୍କୁ ଯେଉଁ ପୁରୁଷ ମାନେ ତାଙ୍କର ଜୀବନ ରେ ପାଇଥାନ୍ତି ସେହି ପୁରୁଷ ମାନେ ଅତ୍ୟନ୍ତ ଭାଗ୍ୟଶାଳି ହୋଇଥାନ୍ତି ଏବଂ ଏହା ସହ ଏହି ମହିଳା ମାନେ ତାଙ୍କର ସ୍ୱାମୀ ର ନାମ ଆଗକୁ ନେବା ସହ ତାଙ୍କର ପରିବାର ର ମଧ୍ୟ ସମାଜ ରେ ମାନ ସମ୍ମାନ ବୃଦ୍ଧି କାରଇଥାନ୍ତି , ତେବେ ସେହି ମହିଳା ମାନଙ୍କ ବିଷୟ ରେ ଜାଣିବା ପାଇଁ ହେଲେ ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆଚାର୍ଯ୍ୟ ଚାଣକ୍ୟ ହେଉଛନ୍ତି ଜଣେ ବହୁତ ବଡ ଜ୍ଞାନୀ ମହା ପୁରୁଷ ସେ ତାଙ୍କ ଦ୍ୱାରା ରଚିତ କରାଯାଇଥିବା ନୀତି ଶାସ୍ତ୍ର ରେ ଏପରି କିଛି ନିତି ବାଣୀ ବିଷୟ ରେ ସବୁ ବର୍ଣ୍ଣନା କରିଯାଇଛନ୍ତି ଯାହାକି ମଣିଷ ସମାଜ ସେହି କଥା କୁ ପାଳନ କରିବା ଦ୍ୱାରା ସେ ତାର ଜୀବନ ରେ କେବେ କୈଣସି ସମସ୍ୟା ର ସାମନା କରି ନଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଚାଣକ୍ୟ ଙ୍କ ନୀତି ଶାସ୍ତ୍ର ରେ ପ୍ରଥମ ଅଧ୍ୟାୟ ରେ କୁହାଯାଇଥିବା କିଛି ଏପରି ମହିଳା ମାନଙ୍କ ବିଷୟ ରେ ଜଣାଇବୁ ଯାହାକୁ ଆପଣ ମାନେ ଯଦି ଏପରି ମହିଳା ମାନଙ୍କୁ ନିଜର ଜୀବନ ରେ ପ୍ରାପ୍ତ କରନ୍ତି ତେବେ ଆପଣ ନିଜକୁ ବହୁତ ଭାଗ୍ୟଶାଳି ମନେ କରିବେ ।

chanakya

ତେବେ ଆଚାର୍ଯ୍ୟ ଚାଣକ୍ୟ ଙ୍କ କହିବା ଅନୁସାରେ ସ୍ତ୍ରୀ ମାନେ ବହୁତ ଲାଜୁକ ହୋଇଥାନ୍ତି ସେମାନେ ପ୍ରତ୍ୟେକ କଥା କଥା ରେ କାନ୍ଦି ପକାଇଥାନ୍ତି , ତେବେ ତାହା ଖୁସି ହେଉ କି ଦୁଃଖ ହେଉ ତେବେ ଏଭଳି ମହିଳା ମାନେ କାହା ଠାରୁ କମ ହୋଇ ନଥାନ୍ତି ତେବେ ଯେଉଁ ମହିଳା ମାନେ ଅଧିକ ପାଟି କରିଥାନ୍ତି ଏବଂ କାନ୍ଦୁ ଥିବା ମହିଳା ମାନଙ୍କ ର ଚରିତ୍ର ଟିକିଏ ନିଆରା ହୋଇଥାଏ ।

ତେବେ ଯେଉଁ ପୁରୁଷ ମାନଙ୍କ ର ଏପରି ମହିଳା ଙ୍କ ସହ ବିବାହ ହୋଇଥାଏ ସେମାନଙ୍କ ଭାଗ୍ୟ ଖୋଲିଯାଇଥାଏ । ତେବେ ଆସନ୍ତୁ ଜାଣିବା ଏପରି ମହିଳା ମାନଙ୍କ ଠାରେ ଏପରି କେଉଁ ଗୁଣ ଦେଖିବାକୁ ମିଳିଥାଏ ।

women

ତେବେ ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି ଯେଉଁ ମହିଳା ମାନେ କଥା କାଥା ରେ କାନ୍ଦି ପକାଇଥାନ୍ତି ସେମାନଙ୍କ ର ହୃଦୟ ବହୁତ କୋମଳ ହୋଇଥାନ୍ତି ସେମାନେ କେବେ ହେଲେ ତାଙ୍କ ସ୍ୱାମୀ ଙ୍କୁ ନିଜ ଠାରୁ ଅଲଗା କରି ନଥାନ୍ତି ଏବଂ ଏହା ସହ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି ଯେଉଁ ମହିଳା ପ୍ରତ୍ୟେକ କଥା ରେ କାନ୍ଦି ଥାନ୍ତି ସେମାନେ କେବେ ହେଲେ କାହା ମନରେ ଦୁଃଖ କଷ୍ଟ ଦେଇ ନଥାନ୍ତି , ସେମାନେ ସର୍ବଦା ଅନ୍ୟ ମାନଙ୍କ ର ଦୁଃଖ ଏବଂ କଷ୍ଟ କୁ ସମାନ କରିଥାନ୍ତି ସେମାନେ ଏହା ସହ କେବେ ହେଲେ କାହା ମନରେ ଦୁଃଖ ଦେଇ ନଥାନ୍ତି ଏବଂ ସେମାନେ କେବେ ହେଲେ ତାଙ୍କର ପରିବାର କୁ ନିଜ ଠାରୁ ଅଲଗା କରିବାକୁ ଚାହାନ୍ତି ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *