ମାଉସୀ ପ୍ରେମରେ ପୁତୁରା ଦିନ ରାତି ଉଵୁଡୁଵୁ ॥

Mausi

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତ୍ୟେକ ଦିନ ମୋବାଇରୁ ମୋବାଇଲ ଏପରି କିଛି ଭିଡିଓ ବା ଫୋଟ ସବୁ ଭାଇରାଲ ହେଉଛି ଯାହା ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେଉଛି । ଏହି ଅସାମାଜିକ ବ୍ୟକ୍ତି ମାନଙ୍କ ପାଇଁ ଏପରି କେତେକ ଯୁବ ଗୋଷ୍ଠୀ ଅଛନ୍ତି ଯେଉଁମାନେ ଆ-ତ୍ମ-ହ-ତ୍ୟା କରିବାକୁ ବାଧ୍ୟ ହେଉଛନ୍ତି , ତେବେ ନିକଟରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେବାରେ ଲାଗିଛି ,

ଆମ ସମାଜରେ ହେଉଥିବା ଅପରାଧ ଗୁଡ଼ିକରେ ସମାଜିକ ଲୋକଙ୍କ ଯେତିକି ଭୁଲ ସେତିକି ଭୁଲ ହୋଇଥାଏ ପ୍ରେମୀ ଯୁଗଳଙ୍କର ଆଜି ଆମେ ଆପଣଙ୍କୁ ଏପରି ଏକ ବିବାହ ବିଷୟରେ କହିବୁ ଆପଣ ବି ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଶେଷରେ କହିବେ ଏ କଳିଯୁଗରେ ଆଉ ଟିକେ ବି କାହା ପାଖରେ ଲଜ୍ୟା ଶରମ ରହିନାହିଁ । ତେବେ ବନ୍ଧୁଗଣ ସମ୍ପୁର୍ଣ୍ଣ ଖବର ବିଷୟ ରେ ଜାଣିବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

Putura

ତେବେ ବନ୍ଧୁଗଣ କଥାରେ ଅଛି ବାପା ନ ଥିଲେ ପିଇସି ଅଛି ଆଉ ମାଁ ନଥିଲେ ମାଉସୀ ଅଛି ମାଉସୀ ମାଁ ସହ ସମାନ ହୋଇଥାଏତେବେ ସେହି ମାଁ ସମାନ ମାଉସୀକୁ ପୁତୁରା ସମାନ ପୁଅ କରିଛି ପ୍ରେମ ଵିଵାହ ଆଜ୍ଞା ହଁ ବନ୍ଧୁଗଣ ତେବେ ଏହି କଥାଟି ଜାଣିହା ପରେ ଆପଣ ଆଶ୍ଚର୍ଯ୍ୟ ହେଉଥିବେ ତେବେ ଏକ ବର୍ଷ ଧରି ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା ଏବଂ ଶେଷରେ ସେମାନେ ଦୁହେଁ ପରସ୍ପର କୁ ଵିଵାହ କରିଛନ୍ତି ।

ତେବେ ସାନ ଭଉଣୀ ବଡ଼ ଭଉଣୀ ର ବହୁ ସାଜିଛି ପୁଅର ଵାପାର ସଢୁ ହୋଇଛି ମାଉସୀ ଠାରୁ ପୁତୁରା ମାଁ ର ପ୍ରେମ ନୁହଁ ପ୍ରେମିକାର ପ୍ରେମ ପାଇଛି । ଏଣୁ ସୁନ୍ଦରୀ ମାଉସିକୁ ନିଜର ସ୍ତ୍ରୀ କରି ଘରକୁ ଆଣିଛି ପୁତୁରା । ତେବେ ଏହି ଵିଵାହ କୁ ଗ୍ରାମ ବାସୀ ମାନେ ବିରୋଧ କରିଥିଲେ ଏଣୁ ପ୍ରେମୀ ଯୁଗଳ ଆଇନର ସାହାର୍ଯ୍ୟ ନେଇଥିଲେ ।

ତେବେ ପୋଲିସ ଏହାକୁ ବୁଝେଇବା କୁ ଚେଷ୍ଟା କରିଛି ଏପଟେ ମାଁ ମଧ୍ୟ ପୁଅ ଅମର ଆଉ ଭଉଣୀ ଆକାଂକ୍ଷା କୁ ବହୁତ ଵୁଝା ସୁଝା କରିଥିଲେ ତେବେ ବହୁତ ବୁଝା ସୁଝା କରିବା ପରେ ମାଉସୀ ଏବଂ ପୁତୁରା ନିଜ ଜିଦ୍ ରେ ଅଟଳ ରହିଥିଲେ ଏବଂ ଶେଷରେ ସେମାନେ ପରସ୍ପରକୁ ଵିଵାହ କରିଛନ୍ତି ଏବଂ ଦୁହେଁ ଦୁହିଁଙ୍କ ସହିତ ବହୁତ ଖୁସିରେ ରହିବେ ବୋଲି ମଧ୍ୟ କହିଛନ୍ତି ,

ତେବେ ଏ ଘଟଣାଟି ହେଉଛି ଝାରଖଣ୍ଡ ର ଛପରାରେ ହୋଇଛି । ପ୍ରେମିକା ଙ୍କ କହିବା ଅନୁଯାଇ ନା କାହାର ଯୋରଜଵଦସ୍ତି ନା କାହାର ଜୋରରେ ବାହା ହୋଇନାହୁ ଆମେ ଏହି ଵିଵାହରେ ଉଭୟ ଖୁସି ଅଛୁ ତେବେ ଦୁହେଁ ଦୁହିଁଙ୍କୁ ଛାଡିଵୁନି ବୋଲି ସବୁଦିନ ପାଇଁ ଦୁହେଁ ଦୁହିଁଙ୍କର ହୋଇ ରହିବୁ ବୋଲି କଥା ମଧ୍ୟ ଦେଇଛନ୍ତି ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *