ଆଜିଠୁ ଲାଗୁ ହୋଇଗଲା ନୁଆ ନିୟମ । ଏବେ ହିଁ ଦେଖନ୍ତୁ

new law

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ସକାଳ ର ବହୁତ ଗୁଡିଏ ଗୁରୁତ୍ୱ ପୂର୍ଣ୍ଣ ଖବର ରହିଛି ଜାହାକୁ ଆପଣ ମାନେ ନିହାତି ଭାବେ ଜାଣି ରଖିବା ଆବଶ୍ୟକ ଅଟେ ତେବେ ଆସନ୍ତୁ ସେହି ଖବର ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।

ତେବେ ପ୍ରଥମ ବଡ ଖବର ଟି ହେଲା ଓଡିଶା ଛୁଇଁବ ନାହିଁ ବାତ୍ୟା ଦିଗ ବଦଳେଇବା ନେଇ ପାଣିପାଗ ବିଭାଗର ବଡ ଆକଳନ ଓଡିଶା ଛୁଇଁବ ନାହିଁ ବାତ୍ୟା ସଂମ୍ପର୍କ ରେ ପାଣିପାଗ ବିଭାଗ ର ସତ୍ୟ ତମ ଟୁଇଟ ଅନୁସାରେ ଲଘୁଚାପ ଟି କାଲି ଅବପାତ ଏବଂ 24 ତାରିଖ ରେ ବାତ୍ୟାରେ ପରିଣତ ହେବାରେ ସମ୍ଭାବନା ରହିଛି । ବାତ୍ୟାର ରୁପାନ୍ତର ପରେ ଉତ୍ତର ପୂର୍ବ ଦିଗକୁ ଦିଗ ବଦଳେଇବ ଓଡିଶା ଉପକୂଳରୁ କିଛି ଦୂର ହୋଇ ବଙ୍ଗ ମୁହାଁ ହେବ ବାତ୍ୟା ।

rains

25 ତାରିଖ ସୁଧା ପଶ୍ଚିମ ବଙ୍ଗ ବାଙ୍ଗଲାଦେଶ ଉପକୂଳ ରେ ବାତ୍ୟା ପହଁଚି ପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ତେବେ ବଙ୍ଗୋପସାଗର ଦେଇ ଯିବା ସମୟ ରେ ଏହା ଓଡିଶା ଉପକୂଳ ପାଖ ଦେଇ ଗତି କରି ପାରେ । ଏହାର ପ୍ରଭାବରେ ଓଡିଶା ଉପକୂଳ ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ପରବର୍ତି ଖବର ଟି ହେଲା ବଢିଲା କୃଷକ ମାନଙ୍କ ପାରିଶ୍ରମିକ କୁଶଳିୟ ଅଣକୁଶଳିୟ ଦକ୍ଷ୍ୟ ଶ୍ରମିକ ମାନଙ୍କ ପାଇଁ ବଢିଲା ପାରିଶ୍ରମିକ ଶ୍ରମିକ ମାନଙ୍କ ଦୈନିକ ମଜୁରୀ 7 ଟଙ୍କା ବୃଦ୍ଧି । ତେବେ କୁଶଳୀ ଶ୍ରମିକ ମାନଙ୍କ ପାରିଶ୍ରମିକ 416 ଟଙ୍କାରୁ ବଢି 423 ଟଙ୍କା ହୋଇଛି ।

ସେହିପରି ଅଣକୁଶଳିୟ ମାନଙ୍କ ପାରିଶ୍ରମିକ 476 ଟଙ୍କାରୁ ବଢି 483 ଟଙ୍କା ହୋଇଛି । ତେବେ ଶେଷରେ ଅଣ କୁଶଳି ମାନଙ୍କ ଦୈନିକ ମଜୁରୀ 326 ଟଙ୍କା ରହିଥିବା ବେଳେ ଏବେ ଏହା 333 ଟଙ୍କାରେ ପହଁଚିଛି ଏହି ନେଇ ଶ୍ରମ କମିଶନର ବିଜ୍ଞ୍ୟପ୍ତି ପ୍ରକାଶ କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *