ମାଆ ଝିଅ ସ୍ୱାମୀ ସହ ଏକାଠି ରଖିଲେ ସଂ-ମ୍ପର୍କ ଦିନରେ ଝିଅ ରାତିରେ ମାଆ ।

daughter

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଘଟଣା ବିଷୟ ରେ ଜଣାଇବୁ ଯେଉଁଥିରେ ଏକ ପୁରୁଷ ଉଭୟ ମାଆ ଏବଂ ଝିଅ ସହ ଶା-ରି-ରୀକ ସ-ମ୍ପ-ର୍କ ରଖିଥିବାର । ତେବେ ସମ୍ପୁର୍ଣ ଘଟଣା ବିଷୟ ରେ ଜାଣିବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

ତେବେ ଘଟଣା ରେ ସମ୍ପୁକ୍ତ ମହିଳା ଙ୍କୁ ଜଣଙ୍କୁ ଏକ ପୁରୁଷ ପ୍ରେମ କରି ବିବାହ କରିଥିଲେ ତେବେ ମହିଳା ଙ୍କ ଘର ହେଉଛି ବାଲେଶ୍ୱର ଜିଲ୍ଲା ର ବାଲିଆପାଳ ଅଞ୍ଚଳ ରେ ତେବେ ଉକ୍ତ ମହିଳା ଙ୍କ ର କହିବା ଅନୁଯାଇ ତାଙ୍କର ସ୍ୱାମୀ ଅନ୍ୟ ଏକ ଯୁବତୀ ଜଣଙ୍କୁ ଭଲ ପାଉଛନ୍ତି ଏବଂ ସେହି ଯିବତୀ ଙ୍କ ସହ ସେ ଏବେ ଭୂବନେଶ୍ୱର ରେ ରହୁଛନ୍ତି ଏବଂ ସେ ତାଙ୍କ ପ୍ରତି ଏବଂ ତାଙ୍କର ପିଲା ଛୁଆ ଙ୍କ ର କଥା ଆଦୁ ବୁଝୁନାହାନ୍ତି , ଏ ସମ୍ପର୍କ ରେ ଉକ୍ତ ମହିଳା ଜଣକ ଉକ୍ତ ଯୁବକ ଙ୍କୁ କିଛି ଏ ସମ୍ପର୍କ ରେ ପଚାରିବାରୁ ତାଙ୍କୁ ଉଲଟା ଖରାପ ଭାଷା ରେ ଗାଳି ଗୁଲଜ କରିବା ସହ ତାଙ୍କୁ ମାରା ମାରି ମଧ୍ୟ କରୁଛନ୍ତି ,

ତେବେ ଏ ସମ୍ପର୍କ ରେ ଉକ୍ତ ମହିଳା ଜଣକ ନିକଟସ୍ଥ ପୋଲିସ ଷ୍ଟେସନ ରେ ଅଭିଯୋଗ କରାଇଛନ୍ତି ଏବଂ ପୋଲିସ ଏହି ସବୁ ଘଟଣା କୁ ନେଇ ତଦନ୍ତ କରୁଛି । ତେବେ ଉକ୍ତ ମହିଳା ଙ୍କ ର ସ୍ୱାମୀ ଭଲ ପାଉଥିବା ମହିଳା ଙ୍କ ର ଘର ବାଲେଶ୍ୱ ର ଜିଲ୍ଲା ର ଭୋଗରାଇ ଅଞ୍ଚଳ ରେ ବୋଲି ଜଣା ପଡିଛି ଏବଂ ସେହି ମହିଳା ଜଣକ ର ନାମ ହେଉଛି ନିତୁ ଏବଂ ଏହା ସହ ସେହି ମହିଳା ଜଣଙ୍କ ର ଆଗରୁ ବିବାହ ସରିଯାଇଥିଲା ତେବେ ପରେ ତାଙ୍କର ର ସ୍ୱାମୀ ଙ୍କ ସହ ଡିଭୋର୍ସ ହେବା ପରେ ସେ ଏହି ଯୁବକ ଙ୍କୁ ତାଙ୍କର ପ୍ରେମ ଜାଲ ରେ ଫସାଇ ତାଙ୍କ ଠାରୁ ପଇସା ପତ୍ର ଲୁଟୁଥିବା ର ଅଭିଯୋଗ ମଧ୍ୟ ତାଙ୍କ ନାମ ରେ ରହିଛି ।

ତେବେ ପୀଡିତା ମହିଳା ଙ୍କ କହିବା ଅନୁଯାଇ ଉକ୍ତ ଯୁବକ ଜଣକ ତାଙ୍କ ହାତରେ ସେ ଭଲ ପାଉଥିବା ମହିଳା ଙ୍କ ନାମ ର ଟାଟୁ ମଧ୍ୟ କଟାଇଛନ୍ତି , ଏବେ ସେ ତାଙ୍କର ସ୍ତ୍ରୀ ଙ୍କୁ ଏବେ ହ-ତ୍ୟାର ଧମକ ଦେବା ସହ ତାଙ୍କର ପିଲା ମାନଙ୍କୁ ଜୀବନ ରୁ ମାରି ଦେବେ ବୋଲି ହ-ତ୍ୟା ଧମକ ମଧ୍ୟ ଦେଇଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଆଜିର ସମୟ ରେ ଏପରି ଲଜ୍ୟା ଜନକ ଖବର ଶୁଣି ଏପରି ମଣିଷ ମାନଙ୍କୁ ଆପଣ କଣ ବୋଲି କହିବେ ତାହା ଆପଣ ମାନେ ଆମକୁ କମେଣ୍ଟ ମାଧ୍ୟମ ରେ ନିଶ୍ଚିଚ ଜଣାନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *