ସ୍ତ୍ରୀର ପ-ର-କ୍ରିୟା ପ୍ରିତି ନେଲା ସ୍ୱାମୀର ଜୀବନ । ସ୍ତ୍ରୀ କରୁଥିଲା ଏମିତି କାମ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସ୍ତ୍ରୀ ର ପ-ର-କ୍ରିୟା ପ୍ରିତି ପାଇଁ ଚାଲିଗଲା ସ୍ୱାମୀର ଜିବନ ଚାରି ଦିନ ପରେ ସ୍ୱାମୀର ମୃ-ତ ଦେହକୁ ଗାଁ ଲୋକ ମାନେ ଅନ୍ତିମ ସଂସ୍କାର ସୂଚନା ଅନୁସାରେ 6 ମାସ ପୂର୍ବରୁ ଜମ୍ମୁ ଗାଁ ର ରାମକୃଷ୍ଣ ରାଉତ ଙ୍କ ସହିତ ସେହି ଗାଁ ର ଝିଙ୍କି କର ଙ୍କ ପ୍ରେମ ବିବାହ ହୋଇଥିଲା ଏବଂ ସାତ ଜନ୍ମର ସାଥି ହୋଇ ରହିବାର ସଂକଳ୍ପ ନେଇଥିଲେ ପ୍ରେମି ଯୁଗଳ । ଏମାନଙ୍କର ହସ ଖୁସୀରେ ଚାଲୁଥିଲା ସଂସାର ଏବଂ ପରେ 6 ବର୍ଷ ପରେ ଆସିଲା ଦାମ୍ପତ୍ୟ ଜିବନ ରେ କଳଙ୍କ ତେବେ ସ୍ୱାମୀ ପ୍ରତି ସ୍ତ୍ରୀର ଆଚାର ବ୍ୟବହାର ରେ ଧିରେ ଧିରେ ଦେଖିବା ପାଇଁ ମିଳିଥିଲା ପରିବର୍ତନ ।

ହେଲେ ସ୍ୱାମୀ ସ୍ତ୍ରୀ ର ମନାନ୍ତର ଶେଷରେ ଉଜାଡି ଦେଲା ସଂସାର ସ୍ତ୍ରୀ ପ୍ରତି ସଂନ୍ଧେହ ବଢିବାକୁ ଲାଗିଲା ସ୍ୱାମୀର । ସ୍ୱାମୀର ଅନୁପସ୍ଥିିତି ରେ ସ୍ତ୍ରୀ କୁଆଡେ ଫୋନ ରେ ବାର୍ତ୍ତାଳାପ କରୁଥିବା ନେଇ ଜଣା ପଡିଲା । ଏହାକୁ ନେଇ ବାରମ୍ବାର ସ୍ୱାମୀ ବିରୋଧ କରିବା ପରେ ସଂସାର ରେ ଆରମ୍ଭ ହୋଇଗଲା ଝଡ । ଏମିତି ଅଭାବନିୟ ଘଟଣା ଦେଖିବା ପାଇଁ ମିଳିଥିଲା କେନ୍ଦ୍ରାପଡା ଜିଲ୍ଲା ମହାକାଳ ପଡା ବ୍ଲକ ଜମ୍ବୁ ଗ୍ରାମରେ ଏହି ଗାଁର ରାମକୃଷ୍ଣ ମଣ୍ଡଳ 2016 ମସିହାରେ ସେହି ଗାଁ ର ଉଭୟ ଙ୍କ ଦାମ୍ପତ୍ୟ ଜିବନ ବହୁତ ଖୁସୀରେ ଚଳୁଥିଲା ଛୋଟ ଛୋଟ ଦୁଇଟି ପିଲାଙ୍କୁ ନେଇ ଖୁସୀରେ ଚଳୁଥିଲେ ହଠାତ ଦାମ୍ପତ୍ୟ ଜିବନ ରେ ସୃଷ୍ଟି ହୋଇଜାଇ ଥିଲା ଝଡ ।

husband

ଦାମ୍ପତ୍ୟ ଜିବନ ରେ ପର ପୁରୁଷ ର ଏଣ୍ଟ୍ରୀ କୁ ସହି ପାରିନଥିଲେ ସ୍ୱାମୀ ଏହିଥି ପାଇଁ ବାରମ୍ବାର ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଲାଗୁଥିଲା ଝଡ । ଜାହାକୁ ନେଇ ରାମକୃଷ୍ଣ ଙ୍କ ବାପା କହିଛନ୍ତି ପର ପୁରୁଷ ଙ୍କ ସହିତ ସଂମ୍ପର୍କ ରଖିବାକୁ ମୋ ପୁଅ ବିରୋଧ କରେ । ତେବେ ଗତ 11 ତାରିଖ ରାତିରେ ମୋ ପୁଅକୁ ଖାଦ୍ୟରେ ବିଷ ଦେଇ ମାରିଦେଇଥିବା ଜମ୍ବୁ ସାମ୍ବତିକ ଥାନାରେ ଏତଲା କରିଛନ୍ତି ।

ତେବେ ମୃ-ତ ରାମକୃଷ୍ଣ ଙ୍କ ମର ଶରୀର ପୋଷ୍ଟମୋଟମ ହୋଇଆସିବା ପରେ ଗାଁରେ ଉତ୍ତଜନା ଦେଖା ଦେଇଥିଲା । ମୃତ ରାମକୃଷ୍ଣ ଙ୍କ ନ୍ୟାୟ ଦେବୀରେ ଦୋଷୀ କୁ ଉଚିତ ଦଣ୍ଡ ବିଧାନ ନମନ୍ତେ ଦାବି କରିବା ସହିତ ଜମ୍ବୁ ର ମୂଖ୍ୟ ରାସ୍ତାରେ ସ୍ଲୋଗାନ ଦେଇ ଆସାମୀ ଙ୍କୁ ଗିରୋଫ ଦାବି କରିଥିଲେ । ଅପର ପକ୍ଷରେ ମୃ-ତ ଶରୀର ଚାରିଦିନ ହେବ ପଡିରହିଥିଲା ତେବେ ଦୋଷୀ ଙ୍କୁ ନ୍ୟାୟ ନମିଳିବା ଯାଏ ସେମିତି ହିଁ ମୃତ ଶରୀର ପଡି ରହିବ ବୋଲି କହିଥିଲେ ପରିବାର ଲୋକେ ।

wife

ତେବେ ମୃ-ତ୍ୟୁ ର ଚାରି ଦିନ ପରେ ଆଜି ପୋଲିସ ପ୍ରଶାସନ ଆସି ଦୋଷୀ ଙ୍କୁ ଉଚିତ ଦଣ୍ଡ ଦେବେ ବୋଲି କହିବାରୁ ରାସ୍ତା ଅବରଧ ହଟିବା ସହିତ ଗାଁ ଲୋକ ଶବ ସଂସ୍କାର କରିଥିଲେ । ଏବଂ ରାତି ଅଧରେ ସ୍ତ୍ରୀର ସିନ୍ଦୁର ଲିଭିବା ସହିତ ହାତର ଶଂଙ୍ଖା ଭଙ୍ଗା ଜାଇଛି । ତେବେ ଏହ ପରେ ଦେଖିବାକୁ ବାକି ରହିଲା ଦୋଷୀ କୁ ଉଚିତ ଦଣ୍ଡ ମିଳୁଛି କି ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *