ବଜାର ଉପରେ ସ୍ତ୍ରୀ କୁ ହାଣିଲା ସ୍ଵାମୀ ॥

husband

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଅମଣିଷ ପାଲଟିଲା ସ୍ଵାମୀ , ସ୍ତ୍ରୀ କୁ ଗୋଡାଇ ଗୋଡାଇ ହାଣିଲା ସ୍ଵାମୀ । ଆଉ ଏଵେ ହାଣିଲା ପରେ ଫେରାର ହୋଇଛନ୍ତି ସ୍ଵାମୀ । ଯାଜପୁର ଜିଲ୍ଲା ଅନ୍ତର୍ଗତ ଦାନଗଦି ହାଟରେ ସର୍ବ ସମ୍ମୁଖରେ ସ୍ତ୍ରୀ କୁ ଗୋଡାଇ ଗୋଡ଼ାଇ ହାଣିଲା ସ୍ଵାମୀ , କୌଣସି କାରଣ ବସତଃ ସ୍ଵାମୀ ଏବଂ ସ୍ତ୍ରୀ ଙ୍କ ମଧ୍ୟରେ କଳହ ଲାଗିଥିଲା ପରେ ସର୍ବ ସମ୍ମୁଖରେ ଝଗଡା ହୋଇଥିଲା ।

ତ୍ରିଜଙ୍ଗ ପଞ୍ଚାୟତ ଆଧାର କାର୍ଡ ସଂଯୋଗ ପାଇଁ ଆସିଥିବା ପତ୍ନୀ ଙ୍କୁ ଏକ କଟୁରୀରେ ସ୍ଵାମୀ ଗୋଡାଇ ଗୋଡ଼ାଇ ହାଣି ରକ୍ତାକ୍ତ ଅବସ୍ଥା ରେ ହାଣି ଛାଡି ଦେଇ ଚାଲିଗଲା । ତେବେ ଏହି ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ସ୍ୱାମୀ ର କଟୁରୀ ଚୋଟରେ ପତ୍ନୀ ଗୁରୁତ୍ୱର ଆହତ ହୋଇଥିବା ନେଇ ଜଣାପଡିଛି । ଖବର ପାଇ ସେଠାରେ ମହିଳା ଜଣଙ୍କୁ ଉଦ୍ଧାର କରି ଦାନଗଦି ଡାକ୍ତର ଖାନାରେ ଭର୍ତି କରି ଘଟଣା ର ତଦନ୍ତ ଆରମ୍ଭ କରିଛି ପୋଲିସ ।

wife

ଏହି ଘଟଣା ପରେ ସ୍ୱାମୀ ଜଣକ ଫେରାର ହୋଇଯାଇଛନ୍ତି । ତେବେ ଅଭିଯୋଗ ମୁତାବକ ଧୂଳିଗଡ ପଞ୍ଚାୟତ ମାନପୁର ଗାଁ ର ର ନାରାୟଣ ପାତ୍ର ଙ୍କ ଝିଅ ସୁଭଦ୍ରା ପାତ୍ରଙ୍କୁ ଦାନଗଦି ଗାଁ ର ନଟଵରଙ୍କୁ ଵିଵାହ ହୋଇଥିଲେ । ସୁଭଦ୍ରା ଙ୍କ ଦୁଇଟି ପିଲା ମଧ୍ୟ ଅଛନ୍ତି , ପତି ପତ୍ନୀ ଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ଲାଗିବାରୁ ଝିଅ ସୁଭଦ୍ରା ବାପାଙ୍କ ପାଖରେ କିଛି ବର୍ଷ ହେଲା ରହୁଥିଲା ।

ତେବେ ଆଜି ସୁଭଦ୍ରା ର ଆଧାର କାର୍ଡ ସଂଯୋଗ ପାଇଁ ପଞ୍ଚାୟତ କୁ ଆସିଥିଲେ । ପତ୍ନୀ ଆସିବାର କୌଣସି ପ୍ରକାର ଟୁନା ଖବର ପାଇ ଏକ କଟୁରୀ ଧରି ଆସିଥିଲା ଆଉ ସେଇଠି ପହଞ୍ଚିଲା ପରେ ପତ୍ନୀ କୁ ଦେଖି ଅତ୍ୟଧିକ କ୍ରୋଧିତ ହୋଇ ହାଣିବାକୁ ଲାଗିଲା ।

ଏଥିରେ ସୁଭଦ୍ରା ଙ୍କ ମୁଣ୍ଡ ହାତ ରେ ଗଭୀର ଆହାତ ଲାଗିଛି ତେଣୁ ସ୍ଥାନୀୟ ଲୋକ ଛଡାଛଡି କରିବାରୁ ଶେଷରେ ସେମାନଙ୍କୁ ମଧ୍ୟ ହାଣିଵା ପାଇଁ ଗୁଡାଇଥିଲା ଟୁନା । ତେବେ ପୋଲିସ ଆସିବା ନେଇ ସେଠୁ ଟୁନା ଫେରାର ସୋଇଯାଇଥିଲା । ତେବେ ଆଗକୁ ପୋଲିସ ଏହାର ତଦନ୍ତ କରିବ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *