ସରକାର କଲେ ବଡ଼ ଘୋଷଣା । ଇ-ଶ୍ରମ କାର୍ଡରେ ମିଳିବ ଟଙ୍କା ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ଅସଂଙ୍ଗଠିତ ଶ୍ରମିକ ମାନଙ୍କ ପାଇଁ ସରକାର ଇ ଶ୍ରମ କାର୍ଡ ର ଶୁଭାରମ୍ଭ କରିଥିଲେ । ତେବେ ରାଜ୍ୟରେ ବହୁତ ଲୋକ ମଧ୍ୟ ଶ୍ରମ କାର୍ଡ ବନେଇଛନ୍ତି । ଆଉ ଆପଣ ମାନେ ବି ଯଦି ଜଣେ ଶ୍ରମ କାର୍ଡ ହିତାଧିକାରୀ ତେବେ ଜାଣି ରଖନ୍ତୁ ଆପଣ ମାନଙ୍କୁ ଶ୍ରମ କାର୍ଡରେ ବି 3000 ଟଙ୍କା ମିଳି ପାରିବ । ତେବେ ଏହାକୁ କେମିତି ଆବେଦନ କରିବେ କଣ ରହିଛି ସଂମ୍ପର୍ଣ୍ଣ ସୂଚନା ନଜର ପକେଇବା ।

ପ୍ରଥମେ ଜାଣି ରଖନ୍ତୁ ଇ-ଶ୍ରମ କାର୍ଡ ରେ ରେଜିଷ୍ଟେସନ କରିବା ଦ୍ୱାରା ଶ୍ରମିକ ମାନେ 1 ବର୍ଷ ପାଇଁ ପ୍ରଧାନ ସୁରକ୍ଷା ଯୋଜନା ର ଲାଭ ପାଇ ପାରିବେ । ତେବେ ସଂମ୍ପର୍ଣ୍ଣ ବିକଳାଙ୍ଗ ଏବଂ ଦୂର୍ଘଟଣା ଜନିତ ମୃ-ତ୍ୟୁ ପାଇଁ 2 ଲକ୍ଷ ଏବଂ ଆଶିଂକ ବିକଳାଙ୍ଗ କ୍ଷେତ୍ରରେ 1 ଲକ୍ଷ ଟଙ୍କାର ସୁବିଧା ମିଳିଥାଏ । ଏହା ଦ୍ୱାରା ସରକାର ଦାଦନ ଶ୍ରମିକ ଙ୍କୁ ଯୋଗାଯୋଗ ରେ ରଖିଥାନ୍ତି ଏବଂ ସେମାନଙ୍କ ପାଇଁ ନୁଯୁକ୍ତିର ସୁଯୋଗ ମଧ୍ୟ ସୃଷ୍ଟି କରିଥାନ୍ତି ।

shram card

ତେବେ ଆପଣ ମାନେ ଚାହିଁଲେ ମଧ୍ୟ ଇ-ଶ୍ରମ କାର୍ଡ ର ୱେବସାଇଟ ଟି ରହିଛି https://eshram.gov.in ତେବେ ପ୍ରଥମେ ଆପଣ ମାନେ ଇ-ଶ୍ରମ କାର୍ଡ ର ୱେବସାଇଟ ରହିଛି ସେଠାକୁ ଜାଇ ଆପଣ ମାନେ ରେଜିଷ୍ଟର ମନଧନ ବୋଲି ଏକ ଅଫସନ କୁ ଜାଇ ସେଠାରେ ଆପଣ ମାନେ ରେଜିଷ୍ଟର କରି ପାରିବେ ।

ତେବେ ଆପଣ ମାନେ ମନଧନ ଯୋଜନା ରେ ମଧ୍ୟ ମାସକୁ 3000 ହଜାର ଟଙ୍କା ଲେଖାଏଁ ଲାଭ ଉଠେଇ ପାରିବେ । ତେବେ ଯେତେ ବେଳେ ଆପଣ ମାନେ ଏହା ଉପରେ କ୍ଲିକ୍ କରିବେ ତେବେ ଆପଣ ମାନଙ୍କୁ ମନଧନ ୱେବସାଇଟ କୁ ନେଇଯିବ ଏବଂ ପରେ ସେଠାରେ ଆପଣ ମାନେ ଏହି ବିଷୟ ରେ ସଂମ୍ପର୍ଣ୍ଣ ବିବରଣି ପାଇ ପାରିବେ । ତେବେ ଏହାକୁ ଆପ୍ଲାୟ କରିବାକୁ ଥିଲେ ଆପଣ ମାନେ ଯେକୈଣସି CSC ସେଣ୍ଟର କୁ ଜାଇ ଆପଣ ମାନେ ଆପ୍ଲାୟ କରି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *