23 ରେ ବାତ୍ୟା । 24 ରେ ମାଡ ଏହି ଜିଲ୍ଲାରେ

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଖାସ ଖବର ନେଇ କରି ଆସିଛୁ ଯାହା ଆପଣ ମାନଙ୍କ ର ଜାଣିବା ନିହାତି ଦରକାର । ତେବେ ବନ୍ଧୁଗଣ ବଢିଲା ବାତ୍ୟା ର ସମ୍ଭାବନା , ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗର ରେ ସୃଷ୍ଟି ହୋଇପାରେ ବାତ୍ୟା । ତେବେ ଆଜି ଏହି ସମ୍ପର୍କ ରେ ଟୁଇଟ କରି ସୂଚନା ଦେଇଛି ଆଞ୍ଚଳିକ ପାଣି ପାଗ ବିଜ୍ଞାନ କେନ୍ଦ୍ର ।

ବଙ୍ଗୋପ ସାଗର ରେ ଘୃର୍ଣ୍ଣି ବଳୟ ରୂପ ନେବା ପରେ ଏହା ଅଧିକ ଲଘୁଚାପ ପରେ ଇବପାତ ରେ ପରିଣତ ହୋଇପାରେ । ତେବେ ଅବପାତ ଅଧିକ ଘନିଭୂତ ହୋଇ ବାତ୍ୟା ର ରୂପ ନେବା ସମ୍ଭାବନା ଥିବା ଆକଳନ କରିଛି ପାଣି ପାଗ ବିଭାଗ ।

batya

ତେବେ ଆସନ୍ତା 48 ଘଣ୍ଟା ରେ ଏହା ଲଙୁଚାପ ରେ ପରିଣତ ହେବ ପଶ୍ଚିମ କେନ୍ଦ୍ରିୟ ବଙ୍ଗୋପ ସାଗର ରେ ସୃଷ୍ଟି ହୋଇଥିବା ଘୃର୍ଣ୍ଣି ବଳୟ ଉତ୍ତର ଆଣ୍ଡାମାନ ସାଗର ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ରେ ସକ୍ରିୟ ରହିବା ସହ ବାୟୁ ମଣ୍ଡଳ ରେ 5.8 କିଲୋ ମିଟର ପର୍ଯ୍ୟନ୍ତ ବ୍ୟାପିବ । ଏହା ଲଘୁଚାପ ରେ ପରିଣତ ହେବା ପରେ ପରେ 22 ତାରିଖ ବେଳକୁ ଅବପାତ ରେ ବାତ୍ୟା ର ସମ୍ଭାବନା ରହିଛି ।

ତେବେ ବାତ୍ୟା ହେଲେ ତାହା କେଉଁଠାରେ ଲେଣ୍ଡ ଫୋଲ କରିବା ସେ ସମୟ ରେ ପବନ ର ବେଗ କେତେ ରହିବ ଏ ନେଇ କିଛି ସ୍ପଷ୍ଟ ସୂଚନା ମିଳି ନାହିଁ । ଏହା ସହ ସମ୍ଭାବ୍ୟ ବାତ୍ୟା କୁ ନେଇ କିଛି ବଡ ସୂଚନା ଦେଲେ ପାଣି ପାଗ ବିଶେଷଜ୍ଞ ଶରତ ସାହୁ 23 ତାରିଖ ରେ ସାଇକ୍ଲୋନିକ ଷ୍ଟ୍ରୋମ ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଥିବା କଥା କହିଛନ୍ତି ପାଣି ପାଗ ବିଶେଷଜ୍ଞ ଶରତ ସାହୁ ।

rains

ବାତ୍ୟା କୁ ନେଇ ସମୁଦ୍ର ରେ ପରିବେଶ ଅନୁକୂଳ ରହିଛି ଆଉ ଏହାର ପ୍ରଭାବ ରେ ଆସନ୍ତା 23 ତାରିଖ ରୁ ସ୍ୱଳ୍ପ ବର୍ଷା 24 ଓ 25 ତାରିଖ ରେ ପ୍ରବଳ ବର୍ଷା ର ସମ୍ଭାବନା ରହିଛି । ତେବେ ଆପଣ ଙ୍କ ର କେଇଁ ଜିଲ୍ଲା ରହିଛି ତାହା ଆପଣ ମାନେ ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ତେବେ ଯାହାକି ଏ ପର୍ଯ୍ୟନ୍ତ ଲେଣ୍ଡ ଫୋଲ ର ସ୍ପଷ୍ଟି କରଣ କରାଯାି ନାହିଁ , ତେବେ ଲେଣ୍ଡ ଫଲ ହେବା ପରେ ଜଣା ପଡିବ କି ଏହା କେଉଁ ସ୍ଥାନରେ ଲେଣ୍ଡ ଫୋଲ ହେବ ଜଣା ପଡିବ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *