କିଛି ଝିଅ ଟଙ୍କାନେଇ ପପୁ ପମପମ୍ ଭଳି ଲୋକଙ୍କୁ ବଦନାମ୍ କରନ୍ତି । ଏମିତି କଣ କହିଦେଲେ ମହିଳା

papu

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ପପୁ ପମପମ ଙ୍କୁ ତ ଜାଣିଥିବେ , ଯିଏକି ଜଣେ ଓଡିଶା ର ଏକ ପ୍ରମୁଖ ହାସ୍ୟ ଅଭିନେତା ଭାବରେ ଓଡିଶା ବାସୀ ମାନଙ୍କ ଘରେ ଘରେ ପରିଚିତ ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଏହି ଓଡିଶା ର ହାସ୍ୟ ଅଭିନେତା ଯିଏକି ପପୁ ପମପମ ତାଙ୍କ ନାମ ରେ 2019 ମସିହା ରେ କାଶ୍ଟିଙ୍ଗ କାଉଚ୍ଚ ଅଭିଯୋଗ ରେ ତାଙ୍କରି ନାମ ରେ ସେତେବେଳେ ଏହି ପ୍ରକାର କଥା ଶୁଣିବାକୁ ମିଳିଥିଲା କି ପପୁ ଏକ ନାବାଳିକା ସହ ଖରାପ ବ୍ୟବହାର କରିଥିବା ର , ତେବେ ଏହା ର ଅଭିଯୋଗ ମଧ୍ୟ ପୋଲିସ ରେ କରାଯାଇଥିଲା ପରେ ଏହି ଅଭିଯୋଗ ର ଶୁଣାଣି ନିକଟ ରେ ହାଇକୋର୍ଟ ଦ୍ୱାରା ପପୁ ଙ୍କୁ ନିର୍ଦ୍ଦୋଶ ଭାବରେ ଘୋଷଣା କରାଯାଇଛି ।

papu

ତେବେ ଏପରି କଥା ନେଇ ଜଣେ ସମାଜ ସେବୀ ପପୁ ଙ୍କ ସପକ୍ଷ ରେ କହିଛନ୍ତି କି ପପୁ ସମ୍ପର୍ଣ୍ଣ ନିର୍ଦ୍ଦୋଶ ଅଟନ୍ତୁ ଯଦି ଏହା ହୋଇ ନଥାନ୍ତା , ତେବେ ଅଭିଯୋଗ ଆଣିଥିବା ସେହି ନାବାଳିକ ଜଣକ ଏବେ କାହିଁକି ସେ ମନା କରୁଛନ୍ତି କି ତାଙ୍କ ସହ ସେମିତି କିଛି ହୋଇ ନାହିଁ ।

ତେବେ ସେ ଗଣ ମାଧ୍ୟମ ସହାୟତା ରେ କହିଛନ୍ତି କି ଦିନକୁ ଦିନ ଏପରି ଅଘଟଣ ଘଟୁଛି ଯେଉଁଥିରେ କି କିଛି ଖରାପ ପ୍ରକୃତି ର ଲୋକ ମାନେ ଯେଉଁ ମାନଙ୍କ ର ସମାଜ ରେ ମାନ ସମ୍ମାନ ରହିଛି ସେମାନ ଙ୍କ ବିରୋଦ୍ଧ ରେ ଏମାନେ କୌଣସି ନା କୌଣସି ଷଡ ଯନ୍ତ୍ର କରୁଛନ୍ତି , ଯେପରିକି ସମାଜ ରେ ମାନ ସମ୍ମାନ ରହିଥିବା ଲୋକ ମାନେ ତାଙ୍କର ମାନ ସମ୍ମାନ ହରାଇ ବସିବେ ,

sa

ତେବେ ସେହି ସମାଜ ସେବୀ ଜଣକ କହିଛନ୍ତି କି ସେହି ନାବାଳିକା ଯିଏକି ପପୁ ଙ୍କ ନାମ ରେ ଅଭିଯୋଗ ଆଣିଥିଲେ , ତାଙ୍କୁ ଏବେ ଜେରା କରାଯାଉ କି , ଯଦି ତାଙ୍କ ସହ ଏପରି କିଛି ଖରାପ କାମ ହୋଇଥିଲା ତେବେ ସେ ଶେଷ ପର୍ଯ୍ୟନ୍ତ କାହିଁକି ତାଙ୍କର କଥା ରେ ଅଟଳ ରହି ନଥିଲେ , ସେ ଶେଷ ମୁହୁର୍ତ୍ୱ ରେ କାହିଁକି ତାଙ୍କ ଦ୍ୱାରା ଅଭିଯୋଗ କରାଯାଇଥିବା ଅଭିଯୋଗ ରୁ କଣ ପାଇଁ ଓହରି ଯାଇଥିଲେ ।

ତେବେ ସେହି ସମାଜ ସେବୀ ଜଣକ ଏହା ମଧ୍ୟ କହିଛନ୍ତି କି ସେ ଏମିତି ବହୁତ ଥର ଦେଖିଛନ୍ତି କି ଏପରି ସମାଜ ରେ ନାମ ରହିଥିବା ଲୋକ ମାନଙ୍କୁ ଏମିତି ଖରାପ କାର୍ଯ୍ୟ ରେ ଫସାଇ ଦିଆଯାଏ , ତେବେ ଏହି ସମୟ ରେ ପ୍ରଶ୍ନ ଉଠୁଚି କି ଏପରି କାର୍ଯ୍ୟ ଲୋକ ମାନେ କାହିଁକି କରୁଛନ୍ତି ଏବଂ ଏହା ଦ୍ୱାରା ତାଙ୍କର କଣ ଲାଭ ହେଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *