ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ପ୍ରେମ ସ-ମ୍ପର୍କ ଘଟଣା ବିଷୟ ରେ ଜଣାଇବୁ ଯେଉଁଥିରେ କି ପ୍ରେମିକ ଙ୍କ ସହ ଖେଳ କରିବା ପାଇଁ ପ୍ରେମିକ ମିଠା ମିଠା କଥା କହି OYO ନେଉଥିଲା ତେବେ ଶେଷ ରେ ପ୍ରେମିକାର ଜିଦ ପାଇଁ ଶେଷରେ ସିନ୍ଦୁର ଦେଲା ପ୍ରେମିକ । ତେବେ ବନ୍ଧୁଗଣ ସମ୍ପୁର୍ଣ ଖବର ବିଷୟ ରେ ଜାଣିବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।
ପ୍ରମିକା ବାହାରିଲା ବଡ ଜିଦିଆ ଯେମିତି ଗେଲ ଗେଲ କଥା କହି ପ୍ରେମିକ OYO ନେଇ ଯାଉଥିଲା ଏବଂ ସବୁ ରୁମ କୁ ନେଇ ରଖୁଥିଲା ସେମିତି ମୋତେ ବାହାହେବୁ ବୋଲି ଯିଦ ଧରିଲା ପ୍ରେମିକା ଆଉ ଯାଇ ସିଦ୍ଧା ପ୍ରେମିକ ର ଘର ଆଗରେ ବସି ପଡିଥିଲେ । ତେବେ ବନ୍ଧୁଗଣ ଘଟଣା ଟି ହେଉଛି କେନ୍ଦ୍ରାପଡା ଅଞ୍ଚଳ ର ତେବେ ଘଟଣା ରେ ଏକ ମହିଳା ଯାହାଙ୍କ ର ନାମ ହେଉଛି ମାମା ତେବେ ତାଙ୍କୁ ଏକ ଯୁବକ ଭଲ ପାଉଥିଲେ ।
ତେବେ ସେ ତାଙ୍କ ସହ ମିଠା ମିଠା କଥା କହି ତାଙ୍କ ସହ OYO ଯାଇ ସେଠାରେ ସେ ତାଙ୍କ ସହ ରଙ୍ଗିନ ରାତି ମଧ୍ୟ କଟାଉଥିଲେ ତେବେ ଏହି ସବୁ ହେବା ପରେ ଯେତେବେଳେ ବିବାହ ର କଥା ଉଠିଥିଲା ସେତେବେଳେ ଉକ୍ତ ଯୁବକ ଙ୍କ ର ଘର ଲୋକ ଅର୍ଥାତ ଯୁବକ ଙ୍କ ର ମାଆ ଉକ୍ତ ମହିଳା ଜଣକୁ କହିଥିଲେ କି 5 ଲକ୍ଷ ଟଙ୍କା ଦେଲା ପରେ ତାଙ୍କର ବିବାହ ତାଙ୍କର ପୁଅ ସହ କରାଯିିବ ।
ତେବେ ଏହି କଥା ଶୁଣି ଯୁବତି ଜଣ ଙ୍କ ମନରେ ଯିଦ ଆସିଥିଲା କି ତାଙ୍କର ଭଲ ପାଇବା 1 ବର୍ଷ ହେଲା ଧରି ଚାଲିଛି ଏବଂ ସେ ତାଙ୍କର ପ୍ରେମିକ ସହ OYO କୁ ଯାଇ ତାଙ୍କର ପ୍ରେମିକ ଙ୍କ ସହ ଶା-ରି-ରୀକ ସ-ମ୍ପ-ର୍କ ମଧ୍ୟ ରଖିଛନ୍ତି ତେବେ ତାଙ୍କର ଭଲ ପାଇବା ମଧ୍ୟରେ ଏ ଟଙ୍କା କଥା କେଉଁଠୁ ଆସିଲା ।
ତେବେ ସେ ତାଙ୍କର ଭଲ ପାଇବା କୁ ହାସଲ କରିବାକୁ ଯାଇ ସେ ତାଙ୍କର ପ୍ରେମିକ ଙ୍କ ଘର ଆଗରେ ଧାରଣ ଦେଇ ବସିଥିଲେ ଏବଂ ତାଙ୍କ ପ୍ରେମିକ ଙ୍କୁ ଫୋନ କରି ସେ ତାଙ୍କ ପାଖକୁ ଡକେଇଥିଲେ ଏବଂ ତାକୁ କହିଥିଲେ କି ଶିଘ୍ର ଆସେ ମୋତେ ବିବାହ କରିବୁ ମୁଁ ଏବେ ତମ ପିଲା ର ମାଆ ହେବାକୁ ଯାଉଛି । ତେବେ ଶେଷରେ ଉଭୟ ଙ୍କ ର ଏବେ ବିବାହ ସରିଛି ତେବେ ଏହି ବିବାହ କୁ ନେଇ ପ୍ରେମିକ ଜଣକ ଖୁସି ନଥିବା ବେଳେ ପ୍ରେମିକା ଙ୍କ ର ମନ ବହୁତ ଖୁସି ରହିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।