ପ୍ରଧାନମନ୍ତ୍ରୀ ହୋଇପାରନ୍ତି ଋଷି ସୁନକ ! ବଡ ଖବର

Rishi Sunak

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବ୍ରିଟେନ ରେ ଦେଖା ଦେଇଛି ରାଜନୈତିକ ସଂଙ୍କଟ ପ୍ରଧାନ ମନ୍ତ୍ରୀ ଲିଷ୍ଟ ୱାସ ଙ୍କ ପାଇଁ ବଢୁଛି ସଂମ୍ପର୍କ ଯଦି ଲିଷ୍ଟ ୱାସ ନୁହଁନ୍ତି ତେବେ ଋଷି ସେନା ଙ୍କ ଲାଗି ରହିଛି ସୁଯୋଗ । ତେବେ ବ୍ରିଟେନ ରେ ବଢୁଥିବା ରାଜନୈତିକ ସଂଙ୍କଟ ମଧ୍ୟରୁ ବ୍ରିଟେନ ରେ ନୂଆ ପ୍ରଧାନ ମନ୍ତ୍ରୀ ଲିଷ୍ଟ ୱାସ ଙ୍କ ପାଇଁ ବିପଦ ସୃଷ୍ଟି ହୋଇଥିବା କୁହାଜାଉଛି । ଏକ ମାସ ପୂର୍ବରୁ ଲିଷ୍ଟ ୱାସ ପ୍ରଧାନ ମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ ।

ବିପଦ ପଛର କାରଣ ହେଲା ଲିଷ୍ଟ ୱାସ । ତେବେ ବ୍ରିଟେନ ରେ ବଢୁଥିବା ରାଜନୈତିକ ସଂଙ୍କଟ ପାଇଁ ବ୍ରିଟେନ ର ନୂଆ ପ୍ରଧାନ ମନ୍ତ୍ରୀ ଲିଷ୍ଟ ରସ୍ଟ ପାଇଁ ବିପଦ ସୃଷ୍ଟି ହୋଇଥିବା କୁହାଜାଉଛି । ତେବେ ଏକ ମାସ ପୂର୍ବରୁ ଲିଷ୍ଟ ରସ୍ଟ ପ୍ରଧାନ ମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବା ବେଳେ ବିପଦ ପଛର କାରଣ ହେଲା ଲିଷ୍ଟ ରସ୍ଟ ଜନସାଧାରଣ କୁ ଦେଇଥିବା ପ୍ରତ୍ୟୋକ ପ୍ରତିସୃତି ଠାରୁ ଦୂରେଇ ଜାଇଛନ୍ତି ,

pm

ପ୍ରଧାନ ମନ୍ତ୍ରୀ ଗାଦିରେ ବସିବାର 5 ସପ୍ତାହ ନପୁରୁଣୁ ମିନି ବଜେଟ କୁ ନେଇ ଜନ ଅଷୋନ୍ତସ କୁ ପ୍ରସମିତ କରିବା ପାଇଁ ଟ୍ରସ ଅର୍ଥ ମନ୍ତ୍ରୀ କ୍ୱାସି କାଟର୍ଣ୍ଣ ଙ୍କୁ ପଦଜିତ କରିବା ପାଇଁ ବାଧ୍ୟ ହୋଇଥିଲେ ଏହାକୁ ନେଇ ସୋମାଲୋଚନା କରାଜାଉଛି ।

ପ୍ରଧାନ ମନ୍ତ୍ରୀ ଟିକସ ହେବା ପୂର୍ବରୁ କର୍ପୁରେସନ ଟିକସ ଉପରେ ହୋଇଥିବା 6 ପ୍ରତିଶତ ବୃଦ୍ଧିକୁ ସେ ପ୍ରତ୍ୟାହାର କରିବ ବୋଲି ପ୍ରତିଶୃତି ଦେଇଥିଲେ । ହେଲେ ସେ ଉକ୍ତ ପ୍ରତିଶୃତି ରକ୍ଷା କରିବାରେ ବିଫଳ ହୋଇଥିଲେ । ଏହିଥିରୁ ବୁଝା ପଡୁଛି ଯେ କେବଳ ଭୋଟ ପାଇବା ପାଇଁ ସେ ଏହିଭଳି ମିଥ୍ୟା ପ୍ରତିଶୃତି ଦେଇଥିଲେ । ବ୍ରିଟେନ ର କଞର୍ବେଟିବ ପାର୍ଟିର ବିଦ୍ରୋହି ନେତା ଲିଷ୍ଟ ସ୍ଟସ୍ ଙ୍କୁ ଦଳର ନେତା ତଥା ପ୍ରଧାନ ମନ୍ତ୍ରୀ ପଦରୁ ହଟେଇବାରୁ ଯୋଜନା କରୁଥିବା ଖବର ମଧ୍ୟ ରହିଛି ।

କୁହାଜାଉଛି ପ୍ରଧାନ ମନ୍ତ୍ରୀ ରୁଷି ସୁନା ଙ୍କ କ୍ୟାମ୍ପର ଲୋକ ମାନେ ଏହିଥରେ ଯୋଡିତ ରହିଛନ୍ତି । ଏହି ରିପୋର୍ଟ ଦା ଟାଇମ୍ସ ର ୟୁକୋକ ସର୍ଭେରେ ପ୍ରକାଶ ପାଇଛି । ଯେଉଁଥିରେ ସୂଚିତ ହୋଇଛି ଯେ ଟୋରି ପାର୍ଟି ସମର୍ଥକ ଙ୍କୁ ପ୍ରାୟ ଅର୍ଦ୍ଦେକ ବିଶ୍ୱାସ କରନ୍ତି ଯେ ନେତୃତ୍ୱ ନିର୍ବାଚନ ରେ ଦଳ ଭୁଲ ପ୍ରାର୍ଥି ବାଛିଛି ।

Rishi Sunak

ତେବେ ୟୁକେକ ସର୍ଭେରୁ ଜଣା ପଡିଛି ଯେ ଗତ ନିର୍ବାଚନରେ ଯେଉଁ ମାନେ କଞର୍ଭେଟିବ କୁ ଭୋଟ ଦେଇଛନ୍ତି ସେମାନଙ୍କ ମଧ୍ୟରୁ 62 ପ୍ରତିଶତ କହିଛନ୍ତି ଯେ ଟ୍ରସ ଏବଂ ସୁନା ଙ୍କ ମଧ୍ୟରେ ହୋଇଥିବା ପ୍ରତିଦ୍ୱନ୍ଦୀ ରେ ଦଳର ସଦସ୍ୟ ମାନେ ଭୁଲ ପସନ୍ଦ କରିଛନ୍ତି । ହେଲେ 15 ପ୍ରତିଶତ ଲୋକ ମାନେ ଠିକ୍ ନିସ୍ପତି ନେଇଛନ୍ତି ବୋଲି କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *