ରାନୀ ପ୍ରିୟଦର୍ଶିନୀ କହିଲେ ମୁଁ କଣ ଖୁସିରେ Kapada ଖୋଲୁଛି,ମୁଁ ନଗଲେ ଅଧା ଲୋକ ଯାତ୍ରା ଦେଖିବାକୁ ଯିବେନି…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୁଁ ରାନୀ ପ୍ରିୟଦର୍ଶିନୀ ମୁଁ ଜଣେ ଆଇଟମ୍ ଡ୍ୟାନସର ମୋର କଣ ଭୁଲ ରହିଛି । ଜଣେ କଳାକାର ସେତେ ବେଳେ କପଡା ଖୋଲିଥାଏ ଯେତେ ବେଳେ ଦର୍ଶକ ମାନେ ସେହି ପରି ଦେଖିବା ପାଇଁ ପସନ୍ଦ କରିଥାନ୍ତି । ଜଣେ କଳାକାର କେବେ ମଧ୍ୟ ହିସାବରେ କାର୍ଯ୍ୟ କରିନଥାଏ । ଆମେ ହେଉଛୁ କଳାକାର ଲୋକ ଆଉ ଆମେ ଆପଣ ମାନଙ୍କ ଖୁସୀ ପାଇଁ ନୃତ୍ୟ କରିଥାନ୍ତି ।

କିନ୍ତୁ ସେହି ଦିନ ଜାହା ହେଲା ମୋ ସହିତ କଣ ଠିକ୍ ହେଲା ଘରେ ବି ବାପା ଭାଇ ରହିଛନ୍ତି । ମତେ ଏହି ନୃତ୍ୟ କରିବା ପାଇଁ ଭଲ ଲାଗି ନଥାଏ । ହେଲେ ଏହା ପରେ ମଧ୍ୟ ଆମେ ଏପରି କରିଥାନ୍ତି । କାରଣ ଆମର ଏହିପରି ଅଧା ଉ-ଲ-ଗ୍ନ ରୂପ ଦେଖିବା ପାଇଁ କିଛି ପସନ୍ଦ କରନ୍ତି । କେତେକଙ୍କ ଖୁସି ପାଇଁ ମୁଁ ଷ୍ଟେଜ ଉପରେ  କପଡ଼ା ଖୋଲିଥାଏ । ଏହା ସହିତ ଆପଣ ମାନଙ୍କ ପାଇଁ ଏହି ରାନୀ ଷ୍ଟେଜ ଉପରକୁ ଗଲେ ହୋଇ ଯାଇ ଥାଏ ଆଇଟମ ଗାର୍ଲ ।

Rani Priyadarshini

ଆପଣ ମାନଙ୍କ ମନୋରଂଞୀନ ପାଇଁ ମୁଁ ଏପରି କରେ। ଏଥିରେ ମୋର କିଛି ସ୍ୱାର୍ଥ ରହେ ନାହିଁ । ଆପଣ ମାନଙ୍କ ଖୁସି ପାଇଁ ମୁଁ ଏପରି କରିଥାଏ । ଆଉ ଆପଣମାନେ ମଧ୍ୟ ମୋର ଏହି ନୃତ୍ୟକୁ ଦେଖିବା ପାଇଁ ଚାଲି ଆସି ଥାନ୍ତି । ଆପଣ ମାନେ ମତେ ଖୋଜି ଥାଆନ୍ତି ବୋଲି ମୁଁ ଆସେ । ଆପଣ ମାନେ ଯାତ୍ରାରେ କାହାଣୀ କମ ଆଉ ମୋର ନାଚ ଦେଖିବା ପାଇଁ ପ୍ରାୟ ଭିଡ଼ ଜମାଇ ଥାନ୍ତି ।

ଆପଣ ମାନେ ମତେ କହିବେ କି ଯାତ୍ରାରେ କେତେ ଜଣ କାହାଣୀ ଦେଖିବା ପାଇଁ ଆସି ଥାନ୍ତି । ଅନେକ ଥର ତ ମେଲୋଡୀ ଅଧା ସ୍ଥାନ ଖାଲି ହୋଇ ଯାଏ । ସେ ଦିନ ଆସି ଯେତେବେଳେ ଷ୍ଟେଜ ଉପରକୁ ଚଢିଥିଲି ଆପଣ ମାନେ ଖୁସି ହୋଇ ଥିବେ । ଦର୍ଶକ ମାନଙ୍କ ମନୋରଂଞୀନ କରିବା ମୋର କାମ ହେଲେ ସେହି ମହିଳା ଜଣଙ୍କ ଯେପରି ଭାବରେ ଷ୍ଟେଜ ଉପରକୁ ଚପଲ ଫୋପାଡି ଥିଲେ ଏହା ମୋର କଳା ପ୍ରତି ଅପମାନ ହୋଇଥିଲା । ସେହି ଦିନ ମତେ ବହୁତ କଷ୍ଟ ଲାଗିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *