ଭୁବନେଶ୍ୱର Rasulugada ପେଣ୍ଡାଲ ରେ ରାଣୀ ପଣ୍ଡା,ଧୁମଲ ନାଚିଲେ ଆଉ ଲୋକଙ୍କ ସହିତ ପୁଣି ଥରେ…

Rani Panda

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ଆପଣ ମାନେ ଜାଣନ୍ତି ରାନୀପଣ୍ଡା ଅନେକ ଗୀତ ଗାଇଛନ୍ତି । ତେବେ ସେ ଗାଉଥିବା ସମୟ ରେ ଅନେକ ଲୋକ ମାନେ ବାଦ୍ୟଯନ୍ତ୍ର ବଜାଉ ଥିଲେ । ତେବେ ସେ କିଛି କିଛି ଗାଉଥିଲେ ଝୁମକୁ ଝୁମା ଚାଲି ରେ ମୋର ଗୁଲାପି ଗାଲିରେ ଝୁମକୁ ଝୁମା ଚାଲି। ଉଲ୍ଟି ଦେଖିଲି ପୂଲ୍ଟି ଦେଖିଲି ନାଇ ଦେଲୁ ଚହରା ମୋର ଗୋଲାପି ଚାଲି ରେ,ତୋର ରୁମକୁ ଝୁମା ଚାଲି । ଉଲ୍ଟି ଦେଖିଲି ପୂଲ୍ଟି ଦେଖିଲି ନାଇ ଦେଲୁ ଚହରା ।

ତେବେ ଆହା ଆହା ଆହା ଆହା ଆହା ଏକଡା ଏକଡା ରାହ ରେ ପିଲା ଏକଡା ଏକଡା ରାହ । ମୋର ଗୁଲାପୀ ଚାଲି ରେତୋର ରୁମକୁ ଝୁମା ଚାଲି । ଉଲ୍ଟି ଦେଖିଲି ପୂଲ୍ଟି ଦେଖିଲି ନାଇ ଦେଲୁ ଚହରା।ଆହା ଆହା ଆହା ଆହା ଆହା ଏକଡା ଏକଡା ରାହା ରେ ପିଲା ଏକଡା ଏକଡା ରାହା। ଏବେ ଆଗକୁ ଯିବା । ତେବେ ସେହିପରି ଦ୍ୱତିୟ ଗୀତ ଆରମ୍ଭ କରିବା ମୋର ପସନ୍ଦର ଗୀତ ଅଟେ ।

rani 1

ତେବେ ଏହି ଗୀତଟି ଅଟେ । ସାରା ଯାହା,ଜିତନା ଦୂର ହୋ କେହେତିି ହେ ମୂଝ୍କ ସବର ବେଠା ଆଏ ସାରା ଯାହା ଜିତନା ଦୂର ହୋ କେହେତିି ହେ ମୂଝ୍କୋ ସବର ବେଠା ଆଏ । ଆରେ ପ୍ୟାର କିୟା । ତେବେ ସେ ହେଲେ ମୋର ବହୁତ ପସନ୍ଦର ସିଙ୍ଗର ତାଙ୍କର ଗୀତ ମତେ ବହୁତ ଭଲ ଲାଗେ । ତାଙ୍କର ଗୀତ ତ ମୁଁ ଗାଇ ପାରିବି ନାହିଁ ହେଲେ ବି ମୁଁ ଗାଇବା ପାଇଁ ଚେଷ୍ଟା କରୁଛି ।

ଆରେ ପ୍ୟାର କୀୟା ଯୋ ଭି କିୟା କ୍ୟା ହମ୍ନେ ବୁରା କିୟା ଆରେ ପ୍ୟାର କୀୟା ଯୋ ଭି କିୟା କ୍ୟା ହମ୍ନେ ବୁରା କିୟା ଉରୀ ଉରୀ ବାବା ଉରୀ ଉରୀ ବାବା ଉରୀ ଉରୀ ବାବା ଉରୀ ଉରୀ ବାବା । ଉରୀ ଉରୀ ବାବା ଉରୀ ଉରୀ ବାବା । ତେବେ ବନ୍ଧୁଗଣ ଏହି ପରି କିଛି ରାଣୀପଣ୍ଡା ଏହି ଦୂର୍ଗାପୂଜାର ରୋସଲଗଡ ପ୍ୟାଣ୍ଡଲ ରେ ଏହି ପରି ଭାବେ ପରିଦର୍ଶନ କରିଥିବାର ଦେଖିବା ପାଇଁ ମିଳିଥିଲେ ।

rani 2

ତେବେ ଏହାର ଭିଡ଼ିଓ ଆପଣ ମାନେ ଚାହିଁଲେ ଏଠାରେ ଦେଖିବା ପାଇଁ ପାଇ ପାରିବେ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ରାଣୀପଣ୍ଡା ଙ୍କ ଗୀତ କେମିତି ଲାଗୁଛି ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *