ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ ବର୍ଷ ର ସବୁଠାରୁ ଚର୍ଚ୍ଚିତ ତଥା ଲୋକ ପ୍ରିୟ ରିଆଲିଟି ସୋ ବିଗ ବସ୍ 16 । ରାତି ସାଢେ ନଅ ଟାରେ ଏହାର ଶୁଭାରମ୍ଭ ହେବାକୁ ଯାଉଥିବା ବେଳେ ଏଥିରେ ମୁମ୍ବାଇ ରେ ରହୁଥିବା ଓଡିଆ ଅଭିନେତ୍ରୀ ପ୍ରକୃତି ମିଶ୍ର ନଜର ରେ ଆସି ପାରନ୍ତି ବୋଲି ଗତ କିଛି ଦିନ ହେବ ଚର୍ଚ୍ଚା ର ବିଷୟ ପାଲଟିଥିଲା ।
ତେବେ ସେହି ଚର୍ଚ୍ଚା ର ଆଜି ପୁର୍ନଚ୍ଛେଦ ପଡିଛି । ଯେଉଁ ଚର୍ଚ୍ଚା ଆଜି ଠାରୁ ଆଉ ହେବ ନାହିଁ । ହଁ ବନ୍ଧୁଗଣ ଏଠି କହି ରଖିବା ପାଇଁ ଚାହିଁବୁ ଭାରତ ବର୍ଷ ର ଚର୍ଚ୍ଚିତ ଏବଂ ସବୁଠାରୁ ଲୋକ ପ୍ରିୟତା ରିଆଲିଟି ସୋ ବିଗ ବସ୍ 16 ରେ ଦୂରେଇ ଯାଇଛନ୍ତି ଓଡିଆ ଅଭିନେତ୍ରୀ ପ୍ରକୃତି ମିଶ୍ର । ତେବେ ଏମିତିକି ଜାତୀୟ ଗଣ ମାଧ୍ୟମ ରେ ବିଗ ବସ୍ 16 କୁ ନେଇ ଯେଉଁ ଖବର ପ୍ରକାଶ ପାଇଛି ସେଥିରେ ବି ପ୍ରକୃତି ମିଶ୍ର ଙ୍କ ର ନାମ ନାହିଁ । କାରଣ ବିଶେଷ ସୂତ୍ର ରୁ ମିଳିଥିବା ଖବର ଅନୁସାରେ କିଛି ବ୍ୟକ୍ତିଗତ କାରଣ ପାଇଁ ଏଥିରେ ସେ ଏଥର ସାମିଲ ହୋଇ ନାହାନ୍ତି ,
ତେବେ ଯାହା ଜଣା ଯାଉଛି କି ଆଗଥର ପ୍ରକୃତି ମିଶ୍ର ଏହି ରିଆଲିଟି ସୋ ରେ ଯାଇ ପାରନ୍ତି । ବର୍ତ୍ତମାନ ପ୍ରକୃତି ମୁମ୍ବାଇ ରେ ରହି କିଛି ଚଳଚିତ୍ର ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି , ଆଗକୁ ତାଙ୍କର କିଛି ହିନ୍ଦି ସିନେମା ଆସିବାକୁ ଯାଉଛି ଠିକ ଏତିକି ବେଳେ ଖୁବ ବ୍ୟସ୍ତ ରହୁଛନ୍ତି ଯେଉଁଥି ପାଇଁ ଭାରତ ବର୍ଷ ର ଚର୍ଚ୍ଚିତ ଏବଂ ସବୁଠାରୁ ଲୋକ ପ୍ରିୟତା ରିଆଲିଟି ସୋ ବିଗ ବସ୍ 16 ରୁ ପ୍ରକୃତି ମିଶ୍ର ଦୂରେଇ ରହିଛନ୍ତି ।
ଏଣିକି କହି ରଖିବା ପାଇଁ ଚାହିଁବୁ କି ହିନ୍ଦି ସିନେମା ନୁହେଁ କିଛି ୱେବ ସିରିଜ ରେ ମଧ୍ୟ କାମ କରିବାକୁ ଲକ୍ଷ୍ୟ ରଖିଛନ୍ତି ଓଡିଆ ଅଭିନେତ୍ରୀ ପ୍ରକୃତି ମିଶ୍ର । ତେବେ ଗତ କିଛି ଦିନ ତଳେ ନିଜର ବ୍ୟକ୍ତିଗତ କାରଣ ପାଇଁ ପ୍ରକୃତି ମିଶ୍ର ଚର୍ଚ୍ଚା ର ବିଷୟ ପାଲଟି ଥିଲେ ବିବାଦ ଭିତରକୁ ଆସିଥିଲେ । ତେବେ ଏସବୁ ଯାହାବି ହେଉ ନା କାହିଁକି ସମସ୍ତେ ଆଶା କରିଥିଲେ ଏହି ଲୋକ ପ୍ରିୟ ରିଆଲିଟି ସୋ ବିଗ ବସ୍ 16 ରେ ଓଡିଆ ଜଗତ ର ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କୁ ଦେଖିବାକୁ ପାଇବେ କିନ୍ତୁ ଏହି ରିଆଲିଟି ସୋ ରୁ ନିଜେ ଦୂରେଇ ଯାଇଛନ୍ତି ପ୍ରକୃତି ମିଶ୍ର ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।