ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଅର୍ଚ୍ଚନାଙ୍କର ଘର ସାମ୍ନାରେ ଲାଗିବ ବେ-ଶ୍ୟା-ଳ-ୟର ବୋର୍ଡ । ଅର୍ଚ୍ଚନାଙ୍କର ଏହି ବିଶାଳକାୟ ରଙ୍ଗୀନ୍ ରଙ୍ଗ ଶାଳା ବାହାରେ ଲାଗିବ ଅର୍ଚ୍ଚନା ର ବେ-ଶ୍ୟା-ଳ-ୟ । ଆଉ ଏହି ବୋର୍ଡ ଲଗାଇବ ନିଜେ ପୋଲିସ୍ । ଯେତେବେଳେ କମିଶନର ଡିଜି ଥିଲେ ବି. କେ ଶର୍ମା ସେ ସମୟରେ ଏହାକୁ କରି ଦେଖାଇଥିଲେ ।
ସେ ଲଗାଇଥିଲେ ବେ-ଶ୍ୟା-ଳ-ୟ ର ବୋର୍ଡ ଗୋଟିଏ ଘର ଆଗରେ ଆଉ ଯେଉଁ ଘରେ ଚାଲିଥିଲା ସେ-କ୍ସ ରିୟାକେଟ୍ । ଆଉ ସେ କହିଥିଲେ ଯେଉଁ ଘର ଭିତରୁ ସେ-କ୍ସ ରିୟାକେଟ୍ ବାହାରିବ ବା ଠାବ ହେବ ସେହି ଘର ଆଗରେ ଲାଗିବ ବେ-ଶ୍ୟା-ଳ-ୟ ର ସାଇନ ବୋର୍ଡ । ଆଉ ଯାହା ସେ କରିବି ଦେଖାଇଥିଲେ ।
ଆଉ ସେ ସମୟରେ ଥିଲା ସୁନିଲ ମେହେର ର ଦୌରାତ୍ମୟ । ଯିଏକି ଥିଲା ସେ-କ୍ସ ର ସୌଦାଗର । ଆଉ ସେ-କ୍ସ କିଙ୍ଗ୍ ପିନ୍ । ଯାହା ପାଖରେ ସେ ସମୟରେ ୨୦୦ ରୁ ଅଧିକ କଲ ଗାର୍ଲ ଯୁବତୀ ବି ଥିଲେ । ପେଡ ଗାର୍ଲ ଫ୍ରେଣ୍ଡ୍ ସହିତ ସେ ଯୋଗାଉ ଥିଲା ରାତି ବିତାଇବା ପାଇଁ ସୁନ୍ଦରୀ ଯୁବତୀ । ଯାହାକୁ ତିନି ତିନି ଥର ପୋଲିସ ରେଡ୍ କରି ଧରିଥିଲା ।
ଆଉ ଯିଏକି ଝାଡପଡା ଜେଲରୁ ଚମ୍ପଟ ମାରିଥିଲା । ଆଉ ତାପରେ ତାକୁ ତଳିପାର ବି କରିଥିଲେ ଡିଜି ବିକେ ଶର୍ମା । ତେବେ ସୁନିଲ ମେହେର ଯିବା ପରେ ତାର ଭାର ସମ୍ଭାଳିଛି ଅର୍ଚ୍ଚନା ନାଗ୍ । ଆଉ ଅର୍ଚ୍ଚନା ଚଲାଇଛି ସେ-କ୍ସ ସାମ୍ରାଜ୍ୟ । ସୁନିଲଠୁ ଝିଅ ଆଣୁଛି ଆଉ ଭୁବନେଶ୍ଵର ରେ ଚାଲିଛି ସେ-କ୍ସ ସାମ୍ରାଜ୍ୟ । ସେଥିପାଇଁ ଗୋଟେ ବିଶାଳ ଅଟ୍ଟାଳିକା ତିଆରି କରିଛି । ଯାହା ଭିତରେ ପ୍ରାକ୍ ର ସୁବିଧା ମଧ୍ୟ ରହିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।