ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ବିଫଳ!

Police

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଖସିଯିବେ କି ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗ । କଣ ପାଇଁ ରିମାଣ୍ଡ ରେ ନେଉନାହିଁ ପୋଲିସ । ଅନ୍ୟ ଅଭିଯୁକ୍ତ ଙ୍କୁ କଣ ପାଇଁ ଗିରୋଫ କରୁନାହିଁ ପୋଲିସ ଜାହାକୁ ନେଇ ଉଠିଛି କଡା ପ୍ରଶ୍ନ । ତେବେ ଅ-ଶ୍ଲୀ-ଳ ଭିଡ଼ିଓ ସୁଟ କରି ଗିରୋଫ ହୋଇଥିବା ଅର୍ଚ୍ଚନା ନାଗ ଙ୍କ ଜାମିନ ଆବେଦନ ଖାରଜ ହୋଇଛି ।

ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଭୁବନେଶ୍ୱର SDGM କୋର୍ଟ ରେ ଜାମିନ ଆବେଦନ କରିଥିଲେ । ତେବେ ସେ ଜାମିନ ପାଇବା ପାଇଁ ଉପର କୋର୍ଟ କୁ ମଧ୍ୟ ଯିବେ ବୋଲି ଜଣା ପଡିଛି । ତେବେ ଶୁକ୍ରବାର ଦିନ ଅର୍ଚ୍ଚନା ଜାମିନ ଆବେଦନ କରିଥିଲେ । ଉଭୟ ପକ୍ଷ ଓକିଲୋ ଙ୍କ ପକ୍ଷ ରଖିବା ପରେ ରାୟ ସଂରକ୍ଷିତ ରହିଥିଲା । ଗତ କାଲି ତାହା କ୍ଷାରଜ ହୋଇଛି ।

Archana 2

ଅନ୍ୟ ପକ୍ଷ ଗିରୋଫ ହେବାର 11 ଦିନ ବିତିଜାଇଥିଲେ ମଧ୍ୟ । ପୋଲିସ କାହିଁକି ଅର୍ଚ୍ଚନା ଙ୍କୁ ରିମାଣ୍ଡ ରେ ନେଉନାହିଁ । ତାହାକୁ ନେଇ ବଡ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି । ତେବେ ରିମାଣ୍ଡ ରେ ନେଇ ଅର୍ଚ୍ଚନା କୁ ଜେରା କରିଲେ ଅନେକ ବଡ ବଡ ଅସଲ ଚେହେରା ସାମ୍ନାକୁ ଆସିବ । ସେପଟେ ଅର୍ଚ୍ଚନା ଙ୍କ ସହଯୋଗୀ ଖଗେସ ଙ୍କର ଏବେ ଖୁଲମଖୁଲା ବୁଲୁଛନ୍ତି ।

ତେବେ ପୋଲିସ ସେମାନଙ୍କୁ ବର୍ତମାନ ସମୟ ରେ ଗିରୋଫ ନକରି ଫେରାର ହୋଇଜାଇଥିବାର ବୋଲି ସେ କହୁଛନ୍ତି । ତେବେ ଅର୍ଚ୍ଚନା ଙ୍କ ବିରୋଧ ରେ ହନିଟ୍ରାପ , ହ-ତ୍ୟା ମାମଲା ଧମକ ଭଳି ସଂଙ୍ଗିନ ଅଭିଯୋଗ ରେ ଗତ 6 ତାରିଖ ରେ ତାଙ୍କୁ ଖଣ୍ଡଗିରି ଥାନା ପୋଲିସ ଗିରୋଫ କରିଥିଲା ।

ତେବେ ଗିରୋଫ ହେବାର ଏତେ ଦିନ ପରେ ବି ପୋଲିସ ତଦନ୍ତ ଝିମେଇ ଜାଇଥିବା ସାଧାରଣ ରେ ଚର୍ଚ୍ଚା ଜୋର ଧରୁଛି । ତେବେ ଏହାକୁ ନେଇ ଆଗାମୀ ସମୟ ରେ କେମିତି ଦଣ୍ଡ ପ୍ରଦାନ କରୁଛି ପୋଲିସ ତାହା ଦେଖିବାକୁ ବାକି ରହିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *