ଭାରତର ଜାତୀୟ ପତାକା ଧରି ନାଚିଲେ ପାକିସ୍ତାନ କ୍ରିକେଟ ଫ୍ୟାନ । ଭିଡ଼ିଓ ହେଲା ଭାଇରାଲ…

flag

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପାକିସ୍ତାନୀ ଙ୍କ ହାତରେ ତ୍ରୀରଙ୍ଗା ଭାରତ ର ଜାତୀୟ ପତକା ଧରି ନାଚିଲେ ଭାରତୀୟ କ୍ରିକେଟ ଫ୍ୟାନ ମ୍ୟାଚ ଜାହା ହେଉ ପଛେ ଆମେ ନାଚିବୁ । କାନ୍ଧରେ ହାତ ପକା ପକି ହୋଇ ନିଜ ନିଜ ଦେଶର ଲୋକ ମାନେ ନାଚିଲେ ଭାରତ ଏବଂ ପାକିସ୍ତାନ ର ଫ୍ୟାନ୍ସ ମାନେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା ମେଲବର୍ଣ୍ଣ୍ନ ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି ଟ୍ୱେଣ୍ଟି ବିଶ୍ୱକପ୍ ରେ ଦେଖିବା ପାଇଁ ମିଳିଥିଲା ଏମିତି କିଛି ଦୃଶ୍ୟ ।

ଜାହା ଏବେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ଯଦି ଆମେ ମାନେ ଦେଖିବା ଭାରତ ଏବଂ ପାକିସ୍ତାନ ର କ୍ରିକେଟ ଫ୍ୟାନ୍ସ ମେଲବର୍ଣ୍ଣ୍ନ ଷ୍ଟାଡିୟମ୍ ର ବାହାରେ କୋକ ଷ୍ଟୁଡିଓ ର ଫେମସ ସଙ୍ଗ୍ ପସୁଦୀ ଗୀତରେ ନାଚିବାକୁ ଲାଗୁଛନ୍ତି । ତେବେ ବନ୍ଧୁଗଣ ଏଠାରେ ସବୁଠାରୁ ବଡ କଥା ହେଲା ପାକିସ୍ତାନ ର ଯୁବକ ମାନେ ଭାରତ ର ତ୍ରୀରଙ୍ଗା ଧରି ନାଚୁଛନ୍ତି ।

cricket fans

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ଶତୃତା ଏଠାରେ ଦେଖିବାକୁ ମିଳୁ ନାହିଁ । ତେବେ ଦେଶ ଦେଶ ମଧ୍ୟରେ ରହିଥିବା ଶତୃତା କୁ ଭୁଲି ଏଠାରେ ନାଚିବାରେ ବହୁତ ବ୍ୟସ୍ତ ରହିଛନ୍ତି ଭାରତ ଏବଂ ପାକିସ୍ତାନ ର କ୍ରିକେଟ ଫ୍ୟାନ୍ସ । ତେବେ ଏହି ଭିଡ଼ିଓ ଟି ସେୟାର ହେବା ପରେ ଇୟୁଜର କମେଣ୍ଟ୍ସ ଦେଉଛନ୍ତି କି ଭାରତ ଏବଂ ପାକିସ୍ତାନ ର ମ୍ୟାଚ କୁ ଛାଡିଦେଲେ ଏମିତି ଦୃଶ୍ୟ ଆଉ କୈଣସି ବି ମ୍ୟାଚ ରେ ଦେଖିବାକୁ ମିଳେ ନାହିଁ ।

କିଛି ଇୟୁଜର ତ ଏମିତି କହିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ର ଏମିତି ମିଳନ ଦେଖି ବହୁତ ଖୁସୀ ଲାଗୁଛି । ଏହି ଭିଡ଼ିଓ ରେ ଦୁଇ ଦେଶ ମଧ୍ୟରେ ରହିଥିବା ଭଲ ପାଇବାକୁ ଦେଖି ସୋସିଆଲ ମିଡିଆ ରେ ଏହାକୁ ବହୁତ ମାତ୍ରା ରେ ସେୟାର କରିବାରେ ଲାଗିଛନ୍ତି ଇୟୁଜର ମାନେ । ତେବେ ବନ୍ଧୁଗଣ ଏହି ଭିଡ଼ିଓ କୁ ନେଇ ଆପଣ ମାନଙ୍କର ମତାମତ କଣ ରହିବ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *