ଅର୍ଚ୍ଚନାକୁ ଗୁଳି ମାରିବାକୁ ବାଟରେ ଜଗିଥିଲେ ସୁପାରୀ କିଲର୍ ,ହେଲେ ପୋଲିସ୍ ଖେଳିଲା ଖେଳ ।

Archana n

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଅର୍ଚ୍ଚନା ଙ୍କ ଜିବନ କୁ ଥିଲା ସୁପାରୀ କିଲର ଙ୍କ ଭୟ ସେମାନେ ଚାହୁଁଥିଲେ ଅର୍ଚ୍ଚନା କୁ ଗାଡି ଭିତରେ ହିଁ ମାରିଦେବା ପାଇଁ ଆଉ ଯେଉଁଥି ପାଇଁ ପୋଲିସ କଳା କପଡା ପିନ୍ଧେଇ ଭ୍ୟାନ ରେ ଆଣିଥିଲା ଅର୍ଚ୍ଚନାଙ୍କୁ । ଜାହା ଫଳ ରେ ସୁପାରୀ କିଲର ଜାଣି ପାରିବେ ନାହିଁ ଭ୍ୟାନ୍ ର କେଉଁ ଜାଗାରେ ଅର୍ଚ୍ଚନା ବସିଛନ୍ତି ବୋଲି । ଆଉ ନା କେହି ତାଙ୍କୁ ଭ୍ୟାନ ମଧ୍ୟରେ ଟାର୍ଗେଟ କରି ଗୁଳୀ ମାରି ପାରିବେ ।

ଅର୍ଚ୍ଚନା ଙ୍କୁ ଜିବନ ରୁ ମାରିଦେବା ପାଇଁ ସୁପାରୀ କିଲ୍ଲର ମାନଙ୍କୁ ସୁପାରୀ ଦିଆଜାଇଛି । ଏବଂ ଏହି ସବୁ ସେହି ମାନେ ଦେଇଛନ୍ତି ଯେଉଁ ମାନେ ଅର୍ଚ୍ଚନା ଙ୍କ ସହିତ ରାତି ବିତେଇଛନ୍ତି । ଏହି ସବୁ ସିକ୍ରେଟ କଥା ଯେଉଁ ମାନଙ୍କର ସିକ୍ରେଟ କଥାକୁ ଅର୍ଚ୍ଚନା ଲୁଚେଇ କରି ରଖିଛନ୍ତି । ଆଉ ସେମାନଙ୍କର ଭୟ ରହିଛି ଅର୍ଚ୍ଚନା କାହା ଆଗରେ ମୁହଁ ଖୋଲି ଦିଅନ୍ତି ତେବେ ସେମାନଙ୍କର ଇଜ୍ଜତ ଚାଲିଯିବ । ସବୁ କିଛି ଏପଟ ସେପଟ ହୋଇଯିବ ।

archana nag 2

ସେହିଥି ପାଇଁ ସୁପାରୀ କିଲ୍ଲର ମାନଙ୍କୁ ଦିଆଜାଇଛି ଟଙ୍କା ଯେ ଅର୍ଚ୍ଚନା ଙ୍କୁ ଜିବନରୁ ମାରିଦେବା ପାଇଁ ଆଉ ରାଜଧାନୀ ରେ ଯେଉଁ ଭଳି ଭାବେ ଅପରାଧ ହୋଇଛି ସେହିଭଳି ବେଳେ ଅର୍ଚ୍ଚନା ଙ୍କୁ ଯେକେହିବି ଯେକୈଣସି ମୂହୁର୍ତ୍ୱ ରେ ମାରିଦେବେ କୈଣସି ସଂନ୍ଧେହ ନାହିଁ । କାହିଁକି ନା ଅର୍ଚ୍ଚନା ଏବେ ଅନେକଙ୍କ ଜିବନ ପାଇଁ ବିପଦ ସାଜିଛନ୍ତି । ଅର୍ଚ୍ଚନା ଅନେକ ସାରା ନେତା କୁହନ୍ତୁ କିମ୍ବା ସୁନା ଦୋକୀନୀ ଠାରୁ ଆରମ୍ଭ କରି ବଡ ବଡ ବିଲ୍ଡର ଏବଂ ସମସ୍ତଙ୍କର କଳା ରାଜ ଜାଣିଛନ୍ତି । ଅନେକ ଙ୍କର ରହିଛି ଏହି ସବୁ ଲିକ୍ ହେବାର ଭୟ ।

ହେଲେ ଅନ୍ୟ ପଟେ ଯଦି ଅର୍ଚ୍ଚନା ଙ୍କ କଥା ଦେଖିବା ତେବେ ସିଧା ସଳଖ ଆସି ଗଣମାଧ୍ୟମ କୁ ବିଦୟା କହିଛନ୍ତି । ଏବଂ କହୁଛନ୍ତି ତାଙ୍କ ପ୍ରତି କୈଣସି ବି ମିଛ ଖବର ପ୍ରଚାର କରନ୍ତୁ ନାହିଁ । ତେବେ ଅର୍ଚ୍ଚନା ଏହି ସବୁ ଜିନିଷ କହି କଣ ପ୍ରମାଣ କରିବାକୁ ଚାହୁଁଛନ୍ତି । ଆଉ ଅନ୍ୟ ପଟେ ଅର୍ଚ୍ଚନା ଙ୍କ ଜିବନ କୁ ଯେଉଁ ବିପଦ ରହିଛି ତାହା ଏବେ କୁହାଜାଇ ପାରିବ ନାହିଁ ।

କାରଣ ଯେଉଁ ଭଳି ଭାବେ ଅର୍ଚ୍ଚନା ଙ୍କୁ ପୋଲିସ ପ୍ରୋଟେକ୍ସନ ଦିଆଗଲା ଅର୍ଚ୍ଚନା ଙ୍କୁ ଭ୍ୟାନ୍ ଭିତରେ ଅଣାଗଲା ଅର୍ଥତ ଅର୍ଚ୍ଚନା କେଉଁ ଜାଗାରେ ବସିଛନ୍ତି ତାହା କେହିବି ଜାଣି ନଥିଲେ । ତାହା ସମସ୍ତ ଙ୍କୁ ସନ୍ଧେହ ଘେରରେ ପକେଇଛି ।

କଣ ଅର୍ଚ୍ଚନା ଙ୍କୁ ବାସ୍ତବ ଜିବନ ରେ ଭୟ ରହିଛି ସୁପରୀ କିଲ୍ଲର ଙ୍କର ଆଉ ଏହା ଯଦି ସତ ତେବେ ସାଙ୍ଘାତିକ ଅଟେ । କାରଣ ଅର୍ଚ୍ଚନା ଙ୍କ ଜିବନ ପ୍ରତି ଜେଲ ଭିତରେ ବି ମଧ୍ୟ ଭୟ ରହିଥାଇ ପାରେ । ତେବେ ବନ୍ଧୁଗଣ ଏହାକୁ ନେଇ ଆପଣ ମାନଙ୍କର ମତାମତ କଣ ରହିବ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *