ହେ ଭଗବାନ ଏମିତି ହେଉଛି ସୁନା ଚୋରା ଚାଲାଣ !!

gold

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁନା ଚାଲାଣ ର ନୂଆ ତରିକା ଚଡି ଏବଂ ବ୍ରା ମାଧ୍ୟମରେ ଚାଲାଣ ହେଉଛି ସୁନା । ବନ୍ଧୁଗଣ କଥାଟି ସୁଣି ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ । ହେଲେ କଥାଟି ସଂମ୍ପର୍ଣ୍ଣ ସତ୍ୟ ଅଟେ ସୂଚନା ଅନୁସାରେ ଦୁବାଇ ରୁ ଆସୁଥିବା ବିମାନ ରୁ ସଂନ୍ଧେହ କରି ହାଇଦ୍ରାବାଦ କୋଷ୍ଟ୍ରାଲ ବିଭାଗ ଦ୍ୱାରା ଜଣେ ମହିଳାଙ୍କୁ ଅଟକ ରଖା ଜାଇଥିଲା ଯେତେ ବେଳେ ତାଙ୍କୁ ଜାଞ୍ଚ କରାଜାଇ ଥିଲା ବାଳ ବାନ୍ଧୁଥିବା ରବର ବ୍ୟାଣ୍ଡରେ ସୁନା ଲୁଚେଇ ସେ ରଖିଥିଲେ ।

ଏହା ପରେ ଅନ୍ୟ ଦୁଇ ଜଣ ମହିଳା ଙ୍କୁ ଜାଞ୍ଚ କରାଜାଇ ଥିବା ବେଳେ ଅନ୍ୟ ଦୁଇଜଣ ମହିଳା ବି ଧରା ପଡିଥିଲେ । ତେବେ ଧରା ପଡିଥିବା ମହିଳା ମାନେ ବ୍ରା ଏବଂ ଚଢୀ ଭିତରେ ସୁନା ଲୁଚେଇ ରଖୁଥିଲେ । ସୁନା ଚୋରା ଚାଲାଣ ଅଭିଯୋଗ ରେ ହ୍ରାଇଦ୍ରାବାଦ କୋଷ୍ଟ୍ରାଲ ବିଭାଗ ଏହି ତିନି ମହିଳା ଯାତ୍ରୀ ଙ୍କୁ ଗିରୋଫ କରିଛି ।

gold

ନିଜର ବ୍ରା ଏବଂ ପେଣ୍ଟି ରେ ବିପୁଳ ମାତ୍ରା ରେ ସୁନା ଲୁଚେଇ ରଖିଥିବା ଏହି ମହିଳା ମାନେ ସୁନା ମୁମ୍ବାଇ ରୁ ହ୍ରଇଦ୍ରାବାଦ ନେଉଥିଲେ । ମହିଳା ମାନେ ବ୍ରା ଚଢୀ ଏବଂ ହେୟାର ବେଣ୍ଡରେ ସୁନା ପେଷ୍ଟ ରଖୁଥିଲେ । ଜାହା କୋଷ୍ଟମ ଅଧିକାରୀ ଙ୍କ ଆଖିରୁ ଖସି ପାରି ନଥିଲା ତେବେ ଜବଦ ହୋଇଥିବା ସୁନାର ଓଜନ 3 ହଜାର 2 ଶହ 83 ଗ୍ରାମ ଜାହାର ମୂଲ୍ୟ ଏକ କୋଟି 72 ଲକ୍ଷ ଟଙ୍କା ହେବ ବୋଲି ଆକଳନ ହୋଇଛି ।

ଅନୁରୂପ ଭାବେ ହ୍ରାଇଦ୍ରାବା କୋଷ୍ଟମ୍ ବିଭାଗ କୁୟେତ ରୁ ଆସୁଥିବା ଦୁଇ ପୁରୁଷ ଯାତ୍ରୀ ଙ୍କୁ ମଧ୍ୟ ଗିରୋଫ କରିଛି । ସେମାନଙ୍କ ଠାରୁ ଦୁଇଟି ସୁନା ଦଣ୍ଡ ବୋଟଲ ସେମାନଙ୍କ ବ୍ୟାଗ ଭିତରେ ଲୁଚେଇ ନେଉଥିବା ବେଳେ ଧରା ପଡିଛି ।

ଏହି ଜବଦ ସୁନା ର ଓଜନ ହେଉଛି 855 ଗ୍ରାମ ବିମାନ ବନ୍ଦରରେ ଦୁବାଇ ସୁନା ଚାଲାଣ ସଂମ୍ପର୍କ ରେ ହାଇଦ୍ରାବଦ କୋଷ୍ଟମ ବିଶେଷ ସୂତ୍ର ରୁ ଖବର ପାଇବା ପରେ ଧରିଥିଲା ଏହା ପରେ କୋଷ୍ଟମ୍ ବିଭାଗ କଡା କଡି ଜାଞ୍ଚ କରିବା ପରେ କୋଟି କୋଟି ଟଙ୍କାର ସୁନା ଜବଦ କରିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *