ହେ ପ୍ରଭୁ, ଆଜି ସକାଳୁ ସକାଳୁ ଘଟିଗଲା ଏମିତି କାଣ୍ଡ ଆପଣ ଜାଣିଲେ ଆପଣ ଙ୍କ ପାଦ ତଳୁ ବି ମାଟି ଖସିଯିବ

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ସିନେମା ଜଗତ ପାଇଁ ଏକ ଦୁଖଃଦ ଖବର ସାମ୍ନାକୁ ଆସିଛି । ଜଣେ ପ୍ରସିଦ୍ଧ ଅଭିନେତା ଙ୍କ ପରଲୋକରେ ପ୍ରସିଦ୍ଧ କଳାକାର ମାନେ ଦୁଖଃ ପ୍ରକାଶ କରିଛନ୍ତି । ଏବଂ ସିନେମା ଜଗତ ରେ ଶୋକର ଲହରୀ ଖେଳିଜାଇଛି । ଶେଷରେ ନିରବି ଜାଇଛନ୍ତି ଜଣେ ପ୍ରସିଦ୍ଧ ହାସ୍ୟ ଅଭିନେତା ବର୍ତମାନ ସମୟ ରେ ସିନେମା ଜଗତ ରୁ ଆସୁଛି ବଡ ଦୁଖଃଦାୟକ ଖବର । ଜାହାକୁ ନେଇ ବର୍ତମାନ ସମୟ ରେ ସମସ୍ତେ ଦୁଖଃ ପ୍ରକାଶ କରୁଛନ୍ତି ।

ଆମ ଦେଶ ହେଉଛି କଳା ଏବଂ ସଂସ୍କୃତିର ଦେଶ ଏଠାରେ ଅନେକ କଳାକାର ମାନେ ରହିଛନ୍ତି । ନାଚ ହେଉ କିମ୍ବା ଗୀତ ଭାରତ ସବୁଠାରୁ ଆଗରେ ରହିଛି । ଆମର ଏହି ଦେଶରେ ଅଭିନେତା କମେଡି ଅଭିନୟ କୁ ଦର୍ଶକ ମାନେ ଦେଖିବାକୁ ବହୁତ ପସନ୍ଦ କରିଥାନ୍ତି। ହେଲେ ହଠାତ ଏହି ପରି କଳାକାର ମାନଙ୍କ ମୃ-ତ୍ୟୁ ହୋଇଜାଉଛି । ଜାହାକୁ ଦେଖି ସମସ୍ତେ ଦୁଖଃରେ ଭାଙ୍ଗି ପଡିଛନ୍ତି ।

Raju

ବର୍ତମାନ ସମୟ ରେ ଚାରିଆଡେ ଶୋକର ଲହରୀ ଖେଳିଜାଇଛି । ତେବେ ପ୍ରଶଂସକ ମାନେ ବହୁତ ଦୁଖଃ ପ୍ରକାଶ କରିଛନ୍ତି । ଏହି ଦିନ ହେବ ଆପଣ ମାନେ ଜାଣିଛନ୍ତି କି ଓଡିଶା ରେ ଅନେକ ହାସ୍ୟ ଅଭିନେତା ହୁଅନ୍ତୁ କି ହାସ୍ୟ କଲାକାର ମାନଙ୍କ ମୃ-ତ୍ୟୁ ଘଟିଛି । ଆଉ ସେମାନେ ସମସ୍ତ ଙ୍କୁ ଛାଡି ଦେଇ ଏହି ଦୁନିଆଁ ଛାଡି ଚାଲିଜାଇଛନ୍ତି ।

ବର୍ତମାନ ସମୟ ରେ ସେହି ପରି ଏକ ଦୁଖଃ ଖବର ସାମ୍ନା କୁ ଆସିଛି । ତେବେ ଆପଣ ମାନେ ବି ବହୁତ ଭଲ ଭାବେ ଜାଣିଥିବେ ଯଦି କାହାର ମୃ-ତ୍ୟୁ ହେବାର ରହିଛି ତେବେ ତାର ମୃ-ତ୍ୟୁ କୁ କେହିବି ରୋକି ପାରିବେ ନାହିଁ । ଆଉ ଆଜିର ଦିନରେ ଯେଉଁ ହାସ୍ୟ ଅଭିନେତା ଙ୍କର ମୃ-ତ୍ୟୁ ହୋଇଛି ସେ ହେଲେ ରାଜୁ ଶ୍ରୀବାସ୍ତବ । ସେ ଆଉ ଏହି ଦୁନିଆଁ ରେ ନାହାଁନ୍ତି ତାଙ୍କର ଏହି ଦିନରେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃ-ତ୍ୟୁ ଘଟିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *