ହେ ପ୍ରଭୁ ମାଡି ଆସୁଛି ଭୟଙ୍କର ବାତ୍ୟା, ୨୪ ରୁ ଆରମ୍ଭ ତାଣ୍ଡବ

batya 2

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପାଣିପାଗ କୁ ନେଇ ଆସୁଛି ବର୍ତମାନ ର ବଡ ଖବର 20 ରେ ଲଘୁଚାପ ଏବଂ 24 ରେ ବାତ୍ୟା ସମ୍ଭାବନା ଜାଣନ୍ତୁ ସଂମ୍ପର୍ଣ୍ଣ ରିପୋର୍ଟ କଣ ରହିଛି । ତେବେ ବନ୍ଧୁଗଣ ରାଜ୍ୟ ରେ ଆଜି ପାଗ ସଂମ୍ପର୍ଣ୍ଣ ସୁଖିଲା ରହିଥିବା ବେଳେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ସମ୍ଭାବନା ନାହିଁ । ଆସନ୍ତା 2 ଦିନ ମଧ୍ୟରେ ଝାଡଖଣ୍ଡ , ଓଡିଶାର କିଛି ଅଞ୍ଚଳ ରୁ ଦକ୍ଷିଣ ପଶ୍ଚିମ ମୈଶୁମୀ ବାୟୁ ଫେରିଯିବା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି । ଫଳରେ 19 ତାରିଖ ଆଡକୁ ଓଡିଶା ର କିଛି ଆଭ୍ୟନ୍ତରଣିୟ ଜିଲ୍ଲାରୁ ମୈଶୁମୀ ଫେରିଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷ ରୁ ସୂଚନା ଦିଆଜାଇଛି ।

ଅନ୍ୟ ପଟେ ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ରେ 10 ତାରିଖ ଆଡକୁ ଏକ ଘୂର୍ଣ୍ଣିଂ ବଳୟ ସୃଷ୍ଟି ହେବା ପାଇଁ ଯାଉଥିବା ବେଳେ ପରବର୍ତି ସମୟ ରେ ଏହା ଧିରେ ଧିରେ ପଶ୍ଚିମ ଏବଂ ଉତ୍ତର ପଶ୍ଚିମ ଦିଗରେ ଗତି କରି ପଶ୍ଚିମ କେନ୍ଦ୍ରିୟ ସଂଲଗ୍ନ ଦକ୍ଷିଣ ପଶ୍ଚିମ କେନ୍ଦ୍ରିୟ ଦିଗ କରିବା ସହିତ 20 ତାରିଖ ଆଡକୁ ଏହା ଏକ ଲଘୁଚାପ ର ରୂପ ନେବ ବୋଲି ସୂଚନା ରହିଥିବା ବେଳେ ଏହି ଲଘୁଚାପ ଅଧିକ ରୁ ଅଧିକ ଘନିଭୂତ ହେବା ନେଇ ସାମୁଦ୍ରିକ ପାରିପାର୍ଶ୍ୱ ପରିବେଶ ଅନୁକୂଳ ହୋଇଥିବାରୁ ଓଡିଶା ରୂୁ ମୈଶୁମୀ ଫେରିଯିବା ନେଇ ଓଲଟା ଗଣତି ମଧ୍ୟ ଆରମ୍ଭ ହୋଇଗଲାଣି ।

rains

ଫଳରେ ଲଘୁଚାପ ଅଧିକ ରୁ ଅଧିକ ଘନିଭୂତ ହୋଇ ବାତ୍ୟା ପାଇଁ ପରିବେଶ ଅନୁକୂଳ ବାତାବରଣ ସୃଷ୍ଟି ହେଉଥିବା ର ପାଣିପାଗ ବିଭାଗ ପକ୍ଷ ରୁ ସୂଚନା ପ୍ରଦାନ କରାଜାଇଛି । ତେବେ ଏହି ନେଇ 19 ତାରିଖ ବେଳକୁ ପ୍ରଷ୍ଟ ସୂଚନା ମିଳିବ ବୋଲି ଜଣା ପଡିଛି । ଆସନ୍ତା କାଲି ରାଜଧାନୀ ଭୁବନେଶ୍ୱର ଏବଂ ଏହାର ଆଖ ପାଖ ଅଞ୍ଚଳ ର ଆକାଶ ଆଂଶିକ ମେଘାଛନ୍ନ ରହିବା ସହିତ କିଛି ସ୍ଥାନରେ କାଁ ଭାଁ ବର୍ଷା ମଧ୍ୟ ହୋଇପାରେ ଦିନର ସର୍ବାଧିକ ତାପମାତ୍ରା 33 ଡୀଗ୍ରି ଏବଂ ଏବଂ ସର୍ବନିମ୍ନ 24 ଡୀଗ୍ରି ରହିବ ।

ତେବେ ପାଣିପାଗ ବିଶେଷଜ୍ଞ୍ୟ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି 20 ତାରିଖ ରେ ଲଘୁଚାପ ସୃଷ୍ଟି ହେବା ପରେ 23 ତାରିଖ ରେ ଏହା ଅଧିକ ଘନିଭୂତ ହେବା ସହିତ 24 ତାରିଖ ରେ ଏହା ସମୁଦ୍ର ରେ ଥିବା ବେଳେ ଏକ ଛୋଟ ଧରଣ ର ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି ।

rain

ଏହି ସମୟ ରେ ପବନ ର ବେଗ ଘଣ୍ଟା ପ୍ରତି ପ୍ରାୟ 68 କିଲୋମିଟର ରହିବା ସହିତ ତେବେ 25 ତାରିଖ ବେଳକୁ ଏହା ଆନ୍ଧ୍ରପ୍ରଦେଶ ଏବଂ ସଂଲଗ୍ନ ଅଞ୍ଚଳ ରେ ରହିପାରେ ଏହାର ପ୍ରଭାବରେ 24 ଏବଂ 25 ତାରିଖ ରେ ଦକ୍ଷିଣ ଏବଂ ଉପକୂଳ ଓଡିଶା ରେ ଅଧିକ ପରିମାଣ ରେ ବର୍ଷା ହୋଇପାରେ ବୋଲି ସୂଚନା ଦେଇଛନ୍ତି ପାଣିପାଗ କେନ୍ଦ୍ର । ତେବେ ଆପଣ ମାନଙ୍କର କେଉଁ ଜିଲ୍ଲା ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *