ଦୀନେଶ ଦୀପିକା ମାମଲାରେ ଆସିଲା ନୂଆ modaa,ଜାଣିବା ପରେ ସମସ୍ତେ ଚମକିପଡ଼ିଲେ…

dipika

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଦିପିକା କହୁଛନ୍ତି ମୁଁ ଚାହୁଁନାହିଁ ତାଙ୍କ ପଇସା ରେ ବଞ୍ଚିବା ପାଇଁ ମୁଁ ଚାହୁଁଛି କି ସେ କେବଳ ନାମ ଦିଅନ୍ତୁ । ମୋର ଯେଉଁ ମାନ ଯାଉଛି ମୁଁ ଚାହୁଁଛି ସେହି ମାନ ସମ୍ମାନ କୁ ମତେ ଦିନେଶ ପୁଣି ଫରେଇ ଦିଅନ୍ତୁ । ଆଉ ମୁଁ ଚାହୁଁଛି କି ମତେ ଦିନେଶ ରଖିବା ଦରକାର ନାହିଁ । ମତେ ତା ସ୍ତ୍ରୀ କହି ଛା଼ଡିଦେଲେ ବି ମୋର କିଛିବି ଅସୁବିଧା ନାହିଁ । ହେଲେ ସେ ମୋ ପିଲାକୁ ବାପାର ପରିଚୟ ଦେଉ । କାରଣ ଆଗାମୀ ଦିନରେ ସେ ସ୍କୁଲ ଜୟନ୍ କରିବ ।

ମେତେ କିଛିବି ପଇସା ଦରକାର ନାହିଁ ହେଲେ ଏତିକି କରି ଦେଲେ ମୁଁ ପଳେଇବି । ମୋ ପୁଅକୁ ଯଦି ଗ୍ରହଣ କରିବେ ତେବେ ଏପର୍ଯ୍ୟନ୍ତ କଣ ପାଇଁ ଗ୍ରହଣ କରୁନାହାଁନ୍ତି । ଦିନେଶ ଭଳି ଦେଖାଯାଉ ନାହିଁ ନା ମୋ ଭଳି ଦେଖା ଯାଉଛି । ଏସ ଡିପିଓ ଆସି କହିଲେ । ଆଇଓ ଆସି କହିଲେ ଏବଂ ତାଙ୍କ ଓକିଲୋ ମଧ୍ୟ ଜାଣିଛନ୍ତି । ତେବେ ମୋ ଓକିଲ ମଧ୍ୟ କହିଛନ୍ତି ଯେ ଡିଏନଏ ରିପୋର୍ଟ ପଜିଟିଭ ଅଛି । ଆଉ ଏହା ପରେ କଣ ଦରକାର ରହିଛି କୁହନ୍ତୁ ।

dipika

ଏମାନେ କେବଳ ଗୋଟିଏ ଡ୍ରାମା କରୁଛନ୍ତି ଉଠାଇବା ପାଇଁ ଏମାନଙ୍କୁ ଗ୍ରହଣ କରିବାର ନାହିଁ । ୟାଙ୍କର ପଇସା ଅଛି ଏମାନଙ୍କୁ ମୋଟେବି ଇଜ୍ଜତ ନାହିଁ ଯଦି ଥାଆନ୍ତା ତେବେ ଏମାନେ ଘରର ଇଜ୍ଜତ କୁ ଘରେ ହିଁ ରଖିଥାନ୍ତେ । ଏତେ ଦୂର ଆସି ନଥାନ୍ତେ କି ମୁଁ ଏତେ ଦୂର ଆସିନଥାନ୍ତି । କି ମୁଁ ଏଠାରେ ପଡି ରହି ନଥାନ୍ତି । ମୁଁ ଅଲଗା ଜାତି ତାଙ୍କର ବି ଅଲଗା ଜାତି ତେବେ ଝିଅକୁ ବାହା ହେବା ପାଇଁ ରାଜି ହେଉଛନ୍ତି । ଆଉ ସେହି ଝିଅବି କେମିତିକା ଝିଅବି ଗୋଟେ ପିଲା ରହିଛି ତେବେ ସେ କେମିତି ଭିତରେ ପଶୁଛି ।

ଏଠାରେ ଦୁଇଟା ଘର ଛାଡି ସାର ଙ୍କ ଘର ରହିଛି ତାଙ୍କର ସ୍ତ୍ରୀ ବାହାରେ ବସିଥିଲେ ଆଉ ଅନ୍ୟ ଲୋକ ସବୁ ବାହାରେ ବସିଥିଲେ । ମୁଁ ଆସି ତାଙ୍କ ଘରେ ବସିଥିଲି ଏବଂ ସବୁ ପ୍ରକାରର କଥା କହିଥିଲି । ତାଙ୍କର ଦୋକାନର ଛୁଆ ଧରି ଆସିଥିଲେ । ହେଲେ ମୁଁ ପଇସା କୁ ଦେଖି ନଥିଲି ମୁଁ ଚାହିଁଥିଲି କି ମୁଁ ଯେହେତୁ ତାଙ୍କୁ ଭଲ ପାଉଛି ମୋ ଛୁଆ କୁ ମୁଁ ରଖିବି । ତେବେ ମୁଁ ଭିକ ମାଗି ଚଳିକି ବି କଣ କରିବି ମୁଁ ଜାଣିନି ହେଲେ ମୋ ପିଲାକୁ କେବଳ ବାପାର ନାମ ଦରକାର ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *