PM କିଷାନ ଯୋଜନା ରେ ଆସିଲା ନୂଆ ଲିଷ୍ଟ । ମିଳିବ ଏମାନଙ୍କୁ ଟଙ୍କା…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଖୁବ ଶୀଘ୍ର ରାଜ୍ୟରେ ପିଏମ୍ କିଷାନ ଯୋଜନା ର 12 ତମ କିସ୍ତି 2000 ଟଙ୍କା ଆପଣ ମାନଙ୍କ ଖାତାକୁ ଆସିବାକୁ ଯାଉଛି । ହେଲେ ଏହି ମଧ୍ୟରେ ସରକାର ନୂଆ ଲିଷ୍ଟ ଜାରି କରିଛନ୍ତି । ଜାହା ମଧ୍ୟ ଆପଣ ମାନେ କିପରି ଭାବେ ଦେଖି ପାରିବେ ଆମେ ଏଠାରେ ଜାଣିବା । ତେବେ ଏହି ନୂଆ ଲିଷ୍ଟ ରେ ଯେଉଁ ମାନଙ୍କ ନାମ ଥିବ ସେମାନଙ୍କ ଖାତାକୁ ଆସିବ 12 ତମ କିସ୍ତିର 2000 ଟଙ୍କା ।

ତେବେ ଏହାକୁ ଆପଣ କିପରି ଦେଖି ପାରିବେ ଆସନ୍ତୁ ଜାଣିବା । ତେବେ ପ୍ରଥମେ ତ ଆପଣ ମାନଙ୍କୁ ଏହିଥି ପାଇଁ pmkisan. gov. in କୁ ଭିଜିଟ କରିବାକୁ ପଡିବ । ଜାହାର ଲିଙ୍କ୍ ମଧ୍ୟ ଆମେ ଆପଣ ମାନଙ୍କୁ ଦେଇଛୁ । ଏହା ପରେ ଆପଣ ମାନେ ଏମିତି ସ୍କ୍ରଲ କରିବେ ତଳକୁ ଆପଣ ମାନଙ୍କୁ ଦେଖନ୍ତୁ ଆପଣ ମାନଙ୍କୁ ବେନିଫିସିଆରି ଲିଷ୍ଟ ମିଳିଯିବ ।

pm

ତା ଉପରେ ଯେମିତି କ୍ଲିକ କରୁଛନ୍ତି ଏଇଠି ଆପଣ ମାନଙ୍କ ସାମ୍ନାକୁ ଆସିବ କି ନିଜର ଷ୍ଟେଟ ସିଲେକ୍ଟ କରିବା ପାଇଁ ଏବଂ ପରେ ଆପଣ ମାନଙ୍କ ଡିଷ୍ଟ ସିଲେକ୍ଟେ କରିବାକୁ ହେବ ଏବଂ ସେହି ପରି ପରେ ଆପଣ ମାନେ ବ୍ଲକ୍ କୁ ସିଲେକ୍ଟ କରିବେ ଏବଂ ଶେଷରେ ଆପଣ ମାନେ ନିଜର ଗ୍ରାମ ଦେବେ ।

ତେବେ ପରେ ଆପଣ ମାନଙ୍କ ସାମ୍ନାକୁ ଆସିଯିବ ଲିଷ୍ଟ ଜାହା ଆପଣ ମାନଙ୍କର 2022 ର ନୂଆ ଲିଷ୍ଟ ତେବେ ଏହି ଲିଷ୍ଟ ରେ ଯେଉଁ ମାନଙ୍କ ନାମ ଥିବ ସେମାନଙ୍କ ଖାତାକୁ ଆସିବାକୁ ଯାଉଛି ପିଏମ୍ କିଷାନ ଯୋଜନା ର 12 ତମ କିସ୍ତି 2000 ଟଙ୍କା ।

money

ତେବେ ସୂଚନା ମୁତାବକ ଏହି ଅକ୍ଟୋବର ମାସ ପ୍ରଥମ ସପ୍ତାହ ସୁଧା ଆପଣ ମାନଙ୍କ ଖାତାରା ଜମା ହୋଇଯିବ । ଏବଂ ଆପଣ ମାନେ ମଧ୍ୟ ଏମିତି ନିହାତି ଭାବେ ଚେକ୍ କରନ୍ତୁ ଜାହାର ଲିଙ୍କ ଆପଣ ମାନେ ପାଇ ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *