ନବୀନ ଘୋଷଣା କଲେ ନୁଆ ଯୋଜନା । ମିଳିବ ଟଙ୍କା

safal yojana

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଗତ କାଲି ରାଜ୍ୟ ସରକାର ଙ୍କ ତରଫ ରୁ ସଫଳ ଯୋଜନା ର ଶୁଭରମ୍ଭ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ଚାଷୀ ମାନଙ୍କୁ ମିଳିପାରିବ ସହଜ ରେ ଋଣ ଏହିଥି ପାଇଁବି ସରକାର ଏକ ୱେବସାଇଟ ବି ଲଞ୍ଚ୍ କରିଛନ୍ତି Safal.odisha.gov.in ଅପନ କରିବା ପରେ ସାଇଟ ଟି ଦେଖନ୍ତୁ କିଛି ଏପରି ରହିଛି ଆପଣଙ୍କର ଆପ୍ଲିକେସନ ଷ୍ଟାଟସ ଆପଣ ମାନେ ଚେକ୍ କରି ପାରିବେ ।

ତେବେ ଯଦି ଆପଣ ମାନେ ଭାବୁଥିବେ ଆମେ ଏହିଥିରେ ରେଜିଷ୍ଟର ବା ଲଗଇନ କେମିତି କରିବା ତେବେ ପ୍ରଥମେ ଆପଣ ମାନଙ୍କୁ ଏଠାରେ ଫାର୍ମର ଏଗ୍ରିଇଣ୍ଟର ପର୍ଣ୍ଣର ଆସୁଛି ଏହାରି ଉପରେ କ୍ଲିକ୍ କରିବା ଏହା ପରେ ଆଉ ଦୁଇଟି ଅଫସନ ଫାର୍ମର ଏବଂ ଏଗ୍ରୀ ଏଣ୍ଟର ଫର୍ଣ୍ଣର ରହିଛି ତେବେ ଆମେ ମାନେ ଫାର୍ମରରେ କ୍ଲିକ କଲେ ଏଠାରେ ନିଜର ଆଧାର ନମ୍ବର ଆସୁଛି ।

nabine p

ତେବେ ଏହି ଜିନିଷ ଆପଣ ମାନଙ୍କର ଡାଟା ବେସ୍ ଆପଣଙ୍କର ଯଦି ଆପଣ ମାନେ କୃଷକ ଓଡିଶା ପୋର୍ଟାଲ ରେ ଜଣେ ଚାଷୀ ବୋଲି ରେଜିଷ୍ଟର କରିଛନ୍ତି ତେବେ ତେବେ ସେହି ଅପଡେଟ କୃଷକ ଓଡିଶା ରେ ଯେଉଁ ଡାଟା ବେସ ରହିଛି । ଏହି ଡାଟା ବେସ ସେହି ସଫଳ ପୋର୍ଟାଲ ରେ ଆସିବ । ଦେଖନ୍ତୁ ଆପଣ ମାନେ ଏହିଥିରେ ରେଜିଷ୍ଟର କରିବା ପୂର୍ବରୁ ଆପଣ ଲଗଇନ କରିବା ପୂର୍ବରୁ ଯଦି ରେଜିଷ୍ଟର କରିନାହାଁନ୍ତି ତାହେଲେ କରି ପାରିବେ ।

ଏହିଠି ଆପଣ ମାନେ ଆଧାର ନମ୍ବର ଦେଇ କ୍ଲିକ୍ କରିଲେ କୃଷକ ଓଡିଶାରେ ଯେଉଁ ଡାଟା ବେସ ରହିିଛି ବା ଯେଉଁ ଡିଟେଲ୍ସ ରହିଛି ଏହିଠାରେ ଆପଣ ମାନଙ୍କୁ ସୋ କରେଇ ଦେବ । ଜାହା ଫଳ ରେ ଆପଣ ମାନେ ବହୁତ ସହଜ ରେ ଲୋନ ପାଇଁ ଆପ୍ଲାୟ କରି ପାରିବେ ।

ତେବେ କେଉଁ ପ୍ରକାରର ଲୋନ ରହିି ଦେଖନ୍ତୁ । ଏଠାରେ ଥିବା ତିନି ଲାଇନ ଉପରେ କ୍ଲିକ୍ କରି ଆପଣ ମାନଙ୍କୁ ବ୍ୟାଙ୍କ୍ ଲୋନ ପ୍ରଡୋକ୍ଟ ମିଳିଯିବ ଏଠାରେ କ୍ଲିକ୍ କରି ଆପଣ ମାନେ ବିଭିନ୍ନ ଡିଟେଲ୍ସ ଫିଲପ କରିବେ ଏବଂ ପରେ ନିଜର ବ୍ୟାଙ୍କ୍ ସିଲେକ୍ସନ କରି ଆପଣ ମାନଙ୍କ ବିଭିନ୍ନ ଡକ୍ୟୁମେଣ୍ଟ ମଧ୍ୟ ପ୍ରଦାନ କରିଲେ ଆପଣ ମାନେ ନିଶ୍ଚିତ ଭାବେ ଏଠାରେ ଋଣ ନେଇ ପରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *