ନବରାତ୍ରୀରେ ଜନ୍ମିତ ଶିଶୁଙ୍କ ମଧ୍ୟରେ ଥାଏ ୯ ଚମତ୍କାର ଗୁଣ |

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ କି ଏହି ପବିତ୍ର ନବରାତ୍ରୀ ସମୟ ରେ ଜନ୍ମ ହେଉଥିବା ପିଲା ମାନଙ୍କ ମଧ୍ୟରେ ରହିଥାଏ ଏହି ନଅ ପ୍ରକାର ର ଗୁଣ ଏମାନେ ଧନବାନ ହେବା ସହିତ ସଭାଗ୍ୟ ପ୍ରାପ୍ତ ମଧ୍ୟ କରିଥାନ୍ତି । ନବରାତ୍ରୀ ବହୁତ ପବିତ୍ର ଅଟେ ଏହି ନଅ ଦିନ ରେ ମାଆ ଙ୍କ ଶକ୍ତି ସମସ୍ତ ସଂସାର ରେ ସକରାତ୍ମକ ଉର୍ଜା ଭରିଦିଅନ୍ତି ମାଆ ଙ୍କ ର ଭକ୍ତ ମାଆ ଙ୍କୁ ପ୍ରସନ କରିବା ପାଇଁ ବିଧି ବିଧାନ ରେ ପୂଜା କରିଥାନ୍ତି ,

ନବରାତ୍ରି ନଅ ଦିନ ଅତ୍ୟନ୍ତ ମହତ୍ୱପୁର୍ଣ୍ଣ ମାନାଯାଏ । ଏହି ନଅ ଦିନ ରେ କରାଯାଇଥିବା ପୂଜା ର ଫଳ ଅବସ୍ୟ ମିଳିଥାଏ କାରଣ ଏହି ସମୟ ରେ ମାଆ ଧରା ପୃଷ୍ଠ ରେ ଭ୍ରମଣ କରିଥାନ୍ତି ଏବଂ ଭକ୍ତ ଙ୍କ ଉପରେ କୃପା ମଧ୍ୟ ରଖିଥାନ୍ତି , ଭକ୍ତ ମାନେ ନଅ ଦିନ ପର୍ଯ୍ୟନ୍ତ ମାଆ ଦୁର୍ଗା ଙ୍କ ର ଅଲଗା ଅଲଗା ସ୍ୱରୁପ କୁ ପୂଜା କରିଥାନ୍ତି । ନବରାତ୍ରୀ ର ଶେଷ ଦିନ ରେ କନ୍ୟା ପୂଜନ ଓ ଭୋଜନ ର ଆୟୋଜନ ମଧ୍ୟ କରାଯାଇଥାଏ ଅର୍ଥାତ ଛୋଟ ଝିଅ ମାନଙ୍କୁ ପୂଜା କରି ସେମାନଙ୍କୁ ଭୋଜନ ଦିଆଯାଇଥାଏ ।

Durga

ହିନ୍ଦୁ ଧର୍ମ ରେ କନ୍ୟା ମାାନଙ୍କୁ ମାଆ ଦୁର୍ଗା ଙ୍କ ର ସ୍ୱରୁପ ବୋଲି ମାନାଯାଏ ଏଥିପାଇଁ ନବରାତ୍ରୀ ରେ ସେମାନଙ୍କୁ ପୂଜା ଅର୍ଚ୍ଚନା କରି ସମ୍ମାନ ଦିଆଯାଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଏହି ନଅ ଦିନ ମଧ୍ୟରେ ଯଦି ନବରାତ୍ରୀ ସମୟ ରେ କୈଣସି ସନ୍ତାନ ର ଜନ୍ମ ହେବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ସମୟ ରେ ଜନ୍ମିତ ଶିଶୁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ଏମାନଙ୍କ ମଧ୍ୟରେ ଖାସ ଗୁଣ ମଧ୍ୟ ଭରି ହୋଇ ରହିଥାଏ ।

ତେବେ ଆସନ୍ତୁ ଜାଣିବା ଏହି ପବିତ୍ର ନବରାତ୍ରୀ ସମୟ ରେ ଯେଉଁ ଶିଶୁ ଜନ୍ମ ଗ୍ରହଣ କରିଥାନ୍ତି ସେମାନେ କେଉଁ ପ୍ରକାର ର ଗୁଣ ନେଇ କରି ଆସିଥାନ୍ତି ଏବଂ ସେମାନଙ୍କ ର ସ୍ୱଭାବ କିପରି ହୋଇଥାଏ ।

ତେବେ ପ୍ରଥମ ରେ ନବରାତ୍ରୀ ରେ ଜନ୍ମିତ ପିଲା ମାନଙ୍କ ର ଭାଗ୍ୟ ଅତ୍ୟନ୍ତ ସୁଦୃଢ ହୋଇଥାଏ । ସେହି ପିଲା ମାନଙ୍କୁ ଭାଗ୍ୟବଳ ରେ ଜୀବନ ରେ ସବୁ କିଛି ମିଳିଯାଏ ଦୁର୍ଭାଗ୍ୟ ସର୍ବଦା ଏମାନଙ୍କ ଠାରୁ ଦୂରେଇ ରହିଥାଏ ।

Maa Durga

ତେବେ ଦ୍ୱିତୀୟ ରେ ଏହି ସମୟ ରେ ସନ୍ତାନ ଜନ୍ମ ହୋଇଥାନ୍ତି ସେହି ଘର ଧନଧାନ ରେ ପରିପୂର୍ଣ୍ଣ ହୋଇଯାଏ ଏବଂ ଘରେ ସୁଖଶାନ୍ତି ବିରାଜ ମାନ ହୋଇଥାଏ ଘରୁ ସବୁ ପ୍ରକାର ର ଦୁଃଖ କଷ୍ଟ ଦୂର ହୋଇଯାଇଥାଏ ।

ତେବେ ଏହା ପରେ ଯେଉଁ ପିଲା ମାନେ ନବରାତ୍ରୀ ରେ ଜନ୍ମ ହୋଇଥାନ୍ତି ସେମାନେ ସର୍ବଦା ସକରାତ୍ମକ ଚିନ୍ତା ଭାବନା କରିଥାନ୍ତି , ଏମାନେ ଅନ୍ୟ ମାନଙ୍କ ର ଶୁଭ କାମନା ମଧ୍ୟ କରିଥାନ୍ତି , କେବେବି ଏମାନେ ଅନ୍ୟର ଅନିଷ୍ଠ ଚିନ୍ତା କରନ୍ତି ନାହିଁ  , ଏମାନେ ଜନ୍ମ ରୁ ସଚ୍ଚୋଟ ହୋଇଥାନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *