ମୋ ବାପା 20 ରୁ 30 ବର୍ଷୀୟ ମହିଳାଙ୍କୁ 5 ଏକରର ବଗିଚା ବୁଲେଇବାକୁ ଆଣିକି, ନିଜ Bapaଙ୍କର ସବୁ କଳା କାର୍ନାମା ଖୋଲିଦେଲେ…

bapa

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ବାପାଙ୍କ ଟାର୍ଗେଟରେ 20 ରୁ 30 ବର୍ଷିୟ ମହିଳା ମୋ ବାପାଙ୍କ ଟାର୍ଗେଟରେ ଥିଲେ ସବୁ ଯୌ-ନ କର୍ମୀ 5 ଏକର ବଗିଚାକୁ ବୁଲାଇ ଆଣିବାକୁ କହି କରୁଥିଲେ ହ-ତ୍ୟା ଏବଂ ହ-ତ୍ୟା କରି ଏକ ପରିତ୍ୟକ୍ତ କୂଅରୁ ଫୋପାଡି ଦେଉଥିଲା ମୋ ବାପା ଆଉ ସବୁ ମହିଳାଙ୍କ ମୁଣ୍ଡକୁ ଛେଚି ମାରି ଦେଇଥିଲା ମୋ ବାପା ଦର୍ଶକ ବନ୍ଧୁ ଏଭଳି କିଛି ଲୋମ ଟାଙ୍କୁରା ବୟାନ ଦେଇଛି ଏକ ବାପର ଝିଅ । ଝିଅଟି କହିଛି ମୋ ବାପା 70 ଜଣ ମହିଳାଙ୍କୁ ହ-ତ୍ୟା କରି ଫୋପାଡ଼ି ଦେଇଛି ।

bapa 1

ମୋ ବାପା 20 ରୁ 30 ବର୍ଷୀୟ ମହିଳାଙ୍କୁ ବୋଧହୁଏ ଯୌ-ନ କର୍ମୀଙ୍କୁ ପ୍ରଲୋଭିତ କରି ତାଙ୍କର 5 ଏକର ବଗିଚାକୁ ନେଉଥିଲେ ଆଉ ସେଠାରେ ସେମାନଙ୍କ ମୁଣ୍ଡ ଛେଚି ହ-ତ୍ୟା କରୁଥିଲେ ଆଉ ଏକ ପରିତିକ୍ତ ଜମି ଭିତରେ ଥିବା 100 ଫୁଟର କୂଅରେ ସେହି ଝିଅ ମାନଙ୍କୁ ଫୋପାଡି ଦେଉଥିଲେ । ଯାହାକୁ ପୋଲିସ୍ ଆଗରେ ଏହି ଏଭଳି କିଛି ଅଭିଯୋଗ କରିଛନ୍ତି ଏକ ବାପାର ଝିଅ ଆଉ ଝିଅର ଅଭିଯୋଗ ପରେ ପୋଲିସ ଏହାକୁ ନେଇ ଖୋଳତାଳ ଆରମ୍ଭ କରିଛି।

ଦର୍ଶକ ବନ୍ଧୁ ଆମେରିକାର IEO ରାଜ୍ୟର ଜଣେ କୃଷକଙ୍କ ଝିଅ ଲୁସିଷ୍ଟଡି ଅଭିଯୋଗ କରିଛନ୍ତି ଯେ ତାଙ୍କ ବାପା ଜଣେ ସିରିଏଲ୍ କି-ଲର୍ ସେ ପ୍ରାୟ 70 ଜଣ ମହିଳାଙ୍କୁ ମାରି 100 ଫୁଟ ଗଭୀର କୂଅରେ ଫୋପାଡି ଦେଇଛନ୍ତି । ଆଉ ଲୁସିଙ୍କ କହିବା କଥା ତାଙ୍କ ବାପା ଜଣେ କୃଷକ ଆଉ ସବୁଠାରୁ ବଡ କଥା ହେଲା 100 ଫୁଟ୍ ଗଭୀର କୂଅରେ ମହିଳାଙ୍କ ଶବ ପକାଇବା ପାଇଁ ତାଙ୍କ ଭଉଣୀକୁ ମଧ୍ୟ ବାଧ୍ୟ କରୁଥିଲେ ତାଙ୍କ ବାପା ଆଉ ତାଙ୍କ ବାପା ଥିଲେ ଜଣେ ମଦ୍ୟପ ସେ ମହିଳା ମାନଙ୍କ ମୁଣ୍ଡକୁ ଛେଚି ହ-ତ୍ୟା କରିବାକୁ ପସନ୍ଦ କରୁଥିଲେ ।

girl a

ଆଉ ସବୁଠାରୁ ବଡ କଥା ହେଉଛି ତାଙ୍କ ବାପା ଷ୍ଟଡି ଆଉ ଏହି ଦୁନିଆରେ ନାହାଁନ୍ତି । 2013 ମାର୍ଚ୍ଚରେ 75 ବର୍ଷ ବୟସରେ ମୃ-ତ୍ୟୁବରଣ କରିଛନ୍ତି ତାଙ୍କ ବାପା ଆଉ ଷ୍ଟଡିଙ୍କ ଝିଅଙ୍କ କହିବା କଥା ତାଙ୍କ ବାପା କୁଆଡେ଼ ଦୁଇଜଣ ପୁରୁଷଙ୍କ ସମେତ 50 ରୁ 70 ପର୍ଯ୍ୟନ୍ତ ମହିଳାଙ୍କୁ ହ-ତ୍ୟା କରିଛନ୍ତି ଆଉ ଝିଅର ଅଭିଯୋଗକୁ ପୋଲିସ ସତ ବୋଲି ଭାବି ତଦନ୍ତ ଆରମ୍ଭ କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *