“ମୋର DNA ରିପୋର୍ଟ ପଜେଟିଭ ଆସିଲା, ତଥାପି ମୋ ସ୍ୱାମୀ ମତେ ଗ୍ରହଣ କରୁନାହାନ୍ତି !”

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର DNA ରିପୋର୍ଟ ପଜେଟିଭ ଆସିଲା ତଥାପି ମୋ ସ୍ୱାମୀ ମତେ ଗ୍ରହଣ କରୁନାହାନ୍ତି । ମୁଁ ଚାହୁଁଛି ମୋର ସ୍ତ୍ରୀ ର ଷ୍ଟାଟସ ମତେ ମିଳୁ । ତେବେ ମୁଁ ତାଙ୍କୁ ବାହା ହୋଇନାହିଁ । ସେହିଥି ପାଇଁ DNA ଟେଷ୍ଟ ପାଇଁ ଦିଆଜାଇ ଥିବା ବେଳେ 14 ତାରିଖ ରେ ଏହା ପଜେଟିଭ ଆସିଥିଲା । ଏତେ ପରେ ବି ମୋ ସ୍ୱାମୀ ମତେ ଗ୍ରହଣ କରୁନାହାନ୍ତି ।

ପ୍ରଥମେ ଗୋଟେ ଲଭ ରିଲେସନ ରହିିଥିଲା ଏବଂ ପରେ ସେ ମୋ ସହିତ ସଂ-ମ୍ପର୍କ ବଢେଇଲେ ମୁଁ ପ୍ରେଗ୍ନେଣ୍ଟ ହୋଇଗଲି ଏବଂ ଏମିତି ହେଲା ପରେ ମୁଁ ତାଙ୍କୁ ଜଣେଇଲି ମତେ କୋର୍ଟ ମ୍ୟରେଜ କର ବୋଲିକି । ହେଲେ ପରେ ସେ ପଇସା ପତ୍ର ଦେଇ କିଣିବା ପାଇଁ ଚେଷ୍ଟା କରୁଥିବା ବେଳେ ମୁଁ କୋର୍ଟ ରେ ଜାଇ 2021 ରେ କେସ୍ କରିଦେଲି ମୋ ସ୍ୱାମୀ ଏବଂ ତାଙ୍କ ପରିବାର ଲୋକ ନିକଟରେ ଥିବା ଗୈଉଡ ସାହୀ ର ଏକ କଦଳୀ ବାଲା ର ଝିଅ ହିତ ବାହାଘର କରିବା ପାଇଁ ପ୍ରସ୍ତାବ ପକେଇଛନ୍ତି ।

dipika

ସେହିଥି ପାଇଁ ମୁଁ ଆଜି ଏଠାରେ ଧାରଣା ଦେବା ପାଇଁ ଆସିଛି । ମୁଁ କାଲି ଘରେ ଥିଲି ମତେ ସେମାନେ ବହୁ ଟର୍ଚର କରିଲେ I ଆଇ ଆଇ ସି ସାର ଆସିଲେ ମତେ ଏବଂ ମୋ ପିଲାଙ୍କୁ ଘରୁ ବାହାର କରିଲେ ଏବଂ ପରେ ମୁଁ ଆଉ ମୋ ପିଲା ଦୁହେଁ ଏଠାରେ ଥିଲୁ ହେଲେ ପରେ ପିଲା ଦେହ ଖରାପ ହେବ ବୋଲି ତାଙ୍କୁ ମାଆ ଙ୍କ ଘରକୁ ପଠେଇ ଦେଇଛି ।

ଯେତେ ବେଳ ଯାଏ ଏହିଥିରେ ମତେ ସଂମ୍ପର୍ଣ୍ଣ ସହଯୋଗ ସହିତ ନ୍ୟାୟ ମିଳିନାହିଁ । ତେବେ ମୁଁ ଏଠାରୁ ଯିବି ନାହିଁ । କାଉନସିଲ ଆସିଥିଲେ କହିଲେ କି ଲେଟର ତୁମକୁ କରାଯିବ ଏବଂ ତାଙ୍କୁ ବି ଏବଂ ପରେ ତାଙ୍କୁ ଡକାଯିବ ।

ତେବେ ଯେଉଁଟା ବି କରନ୍ତୁ ହେଲେ ମତେ ନ୍ୟାୟ ଦରକାର । ତେବେ ସମାଜରେ ବିଭିନ୍ନ ଘଟଣା ମାନ ଘଟୁଥିବା ବେଳେ ଏହି ଘଟଣା ନୁହେଁ । ତେବେ ବର୍ତମାନ ସମୟ ରେ ମହିଳା ଙ୍କ ଦାବୀ ରହୁଛି କି ସେ ସ୍ତ୍ରୀ ର ପରିଚୟ ପାଆନ୍ତୁ ଏବଂ ପିଲା କୁ ବାପା ର ପରିଚୟ ମିଳୁ । ନହେଲେ ସେ ଏମିତି ଭାବେ ଧାରଣା ରେ ବସିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *