ପବିତ୍ର ଧନତେରାଶ ଦିନ ଘରକୁ ନିଶ୍ଚୟ ଆଣନ୍ତୁ ଏହି ସବୁ ଜିନିଷ ରାତାରାତି କରୋଡ ପତି ହୋଇଯିବ ।

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହ ପବିତ୍ର ଦିପାବଳୀ ର ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ଆଜି ଆମେ ଆପଣ ମାନଙ୍କୁ ଆନର ଏହି ପୋଷ୍ଟ ମାଧ୍ୟମ ରେ ଆପଣ ମାନଙ୍କୁ ଏହି ପବିତ୍ର ଦିପାବଳୀ ଅବସର ରେ ଏପରି କିଛି ଜିନିଷ ବିଷୟ ରେ ଜଣାଇବୁ ଯାହାକି ଆପଣ ମାନେ ଏହି ସବୁ ଜିନିଷ କୁ ଆପଣ ମାନେ ଆପଣ ଙ୍କ ର ଘରକୁ ଆଣିବା ପରେ ଆପଣ ମଧ୍ୟ ରାତା ରାତି କୋଟିପତି ହୋଇଯିବେ ।

ତେବେ ବନ୍ଧୁଗଣ ସେହି ସବୁ ଜିନିଷ କଣ ରହିଛି ଯାହାକୁ ଆପଣ ମାନେ ଘରକୁ ଏହି ପବିତ୍ର ଧନତେରାଶ ଦିନ ଘରକୁ ଆଣିବା ଦରକାର ସେ ବିଷୟ ରେ ଜାଣିବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ କି ଆମର ହିନ୍ଦୁ ଧର୍ମ ରେ ଏହି ପବିତ୍ର ଧନତେରାଶ ଦିନ କୁ ଅଧିକ ପ୍ରାଧାନ୍ୟ ଦିଆଯାଏ ଏବଂ ମାନା ଯାଏ କି ଏହି ଦିନ ରେ ଘରକୁ ଏମିତି କିଛି ଜିନିଷ ରହିଛି ଯାହା ଆପଣ ମାନେ ଆପଣ ଙ୍କ ର ଘରକୁ ଆଣିବା ଦ୍ୱାରା ଆପଣ ଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ ର କୃପା ଦୃଷ୍ଟି ପଡିଥାଏ ଯାହା ଦ୍ୱାରା ଆପଣ ଙ୍କ ର ଘରେ କେବେ ହେଲେ ଧନ ର ଅଭାବ ହୋଇ ନଥାଏ ।

Mother Lakshmi

ତେବେ ବନ୍ଧୁଗଣ ଆମର ହିନ୍ଦୁ ଧର୍ମ ଅନୁସାରେ ଘର ମାନଙ୍କ ରେ ବ୍ୟବହାର କରାଯାଉଥିବା ଝାଡୁ କୁ ମାତା ଲକ୍ଷ୍ମୀ ଙ୍କ ର ପ୍ରତୀକ ବୋଲି ମାନାଯାଏ , ତେଣୁ ଆପଣ ଏହା ଝାଡୁ କୁ ଯଦି ଆପଣ ମାନେ ଏହି ପବିତ୍ର ଧନତେରାଶ ଦିନ ଆଗରୁ ଆପଣ ଙ୍କ ର ଘରକୁ ଆଣନ୍ତି , ତେବେ ଆପଣ ଜାଣି ରଖନ୍ତୁ କି ଆପଣ ଙ୍କ ର ଘରକୁ ମାତା ଲକ୍ଷ୍ମୀ ଙ୍କ ର ଆଗମନ ହେବାକୁ ଯାଉଛି ।

ତେବେ ବନ୍ଧୁଗଣ ଦ୍ୱିତୀୟ ଜିନିଷ ଟି ହେଉଛି ସୁନା , ତେବେ ଆମର ହିନ୍ଦୁ ଧର୍ମ ଅନୁସାରେ ସୁନା ର ଦ୍ରବ୍ୟ କୁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ , ତେବେ ଆପଣ ମାନେ ଅନେକ ଦେବା ଦେବୀ ମାନଙ୍କ ମୃର୍ତ୍ତୀ ରେ କିମ୍ବା ଫୋଟ ରେ ଦେଖିଥିବେ କି ସମସ୍ତ ଦେବୀ ଦେବତା ଙ୍କ ର ଶରୀର ରେ ସୁନା ର ଅଳଙ୍କାର ଦେଇ ସଜା ଜାଇଥାଏ ।

ତେବେ ଆପଣ ମାନେ ଏହି ଦିନ ରେ ଘରକୁ କୈଣସି ସୁନା ର ଅଳଙ୍କାର ଆଣିବା ଦ୍ୱାରା ଏହା ଆପଣ ଙ୍କ ପାଇଁ ଭଲ ହୋଇଥାଏ ଏବଂ ଏହା ଦ୍ୱାରା ମାତା ଲକ୍ଷ୍ମୀ ଙ୍କ ର କୃପା ମଧ୍ୟ ଆପଣ ଙ୍କ ଉପରେ ପଡିଥାଏ । ତେବେ ବନ୍ଧୁଗଣ ଆପଣ ମାନେ ଏହି ସବୁ ଜିନିଷ କୁ ପବିତ୍ର ଧନତେରାଶ ଦିନ ରେ ଘରକୁ ଆଣିଲେ ଏହା ଆପଣ ଙ୍କୁ ଶୁଭ ଫଳ ପ୍ରଦାନ କରିଥାଏ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *