ସତ ହେଲା ମାଳିକା ବଚନ, ମାଡି ଆସୁଛି ମହାବିପଦ, ମହାପ୍ରଭୁ ଦେଲେ ସଂକେତ…

malika

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ସତ ହେବାକୁ ଯାଉଛି ମାଳିକା ବଚନ , ମାଡି ଆସୁଛି ମହା ବିପଦ । ମହା ବିପଦ ପୂର୍ବ ରୁ ଆସିଛି ସଂଙ୍କେତ , ସତ ହେବ କି ଅଚ୍ୟୁତାନନ୍ଦ ଙ୍କ ର ଗୋଟି ଗୋଟି ବାଣି । ନୀଳଚକ୍ର ଉପରେ ଉଡିଲେ ଶହ ଶହ ଚିଲ ମହା ପ୍ରଭୁ ଙ୍କ ର ଥିଲା କି ଏହା ଗୋଟିଏ ସଂଙ୍କେତ । ହଁ ଆଜ୍ଞା ଆସୁଛି ମହା ବିପଦ ଘଣ୍ଟା ଘଣ୍ଟା ଧରି ଶ୍ରୀ ମନ୍ଦିର ଉପରେ ଉଡିଲେ ଚିଲ । ଯାହାକୁ ଦେଖି ଲୋକେ ହେଲେ ଆଶ୍ଚର୍ଯ୍ୟ , ଅଦିନୀଆ ଚିଲ ଉଡିବା ଦେଖି ଲୋକେ ଭୟଭତ ହୋଇଛନ୍ତି ।

ମହାପ୍ରଭୁ ଙ୍କ ର ଏ କି ସଂଙ୍କେତ ଏହା ହେଉଛି ସେହି ସମୟ ର ଦୃଶ୍ୟ ଯେତେବେଳେ ଶ୍ରୀ ମନ୍ଦିର ନୀଳ ଚକ୍ର ଉପରେ ଘେରା ମାରି ଉଡୁଥିଲେ ଶହ ଶହ ଚିଲ । ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏତିକି କହି ରଖିବା ପାଇଁ ଚାହିଁବୁ କି ଆପଣ ମାନେ ତ ମାଳିକା ବିଚାର ବିଷୟ ରେ ଜାଣିଥିବେ ସେଥିରେ ଯାହା ଯାହା ସବୁ କଥା ବିଷୟ ରେ ବର୍ଣ୍ଣନା କରାଯାଇଛି ତାହା ସବୁ ଏବେ ସତ ହେବାରେ ଲାଗିଛି ।

malika

ତେବେ ମାଲିକା ବଚନ ରେ ଲେଖା ଯାଇଥିବା କଥା ଯାହାକି ପୁରୀ ଶ୍ରୀ ମନ୍ଦିର ର ବଟ ବୃକ୍ଷ ର ଡାଳ ଭାଙ୍ଗିବ ଏବଂ ତାପରେ ସମଗ୍ର ବିଶ୍ୱ କୁ ମହାମାରୀ ବ୍ୟାପିବ ତେବେ ଆପଣ ମାନେ ତ ଜାଣିଥିବେ କି ସମଗ୍ର ବିଶ୍ୱ କୋରନା ମହାମାରୀ କୁ ନେଇ କିପରି ଚିନ୍ତିତ ରହିଥିଲା । ତେବେ ପୁରୀ ଶ୍ରୀ ମନ୍ଦିର ର ନୀଳ ଚକ୍ର ଚାରି ପାଖରେ ଶହ ଶହ ଚିଲ ଉଡୁଥିବାର ନେଇ ଏବେ ପ୍ରଶ୍ନ ଉଠୁଚି କି ଏହା ର କଣ ସଂଙ୍କେତ ରହିଛି ।

ତେବେ ଲୋକ ମାନେ ଏହି ସବୁ ଅଦିନୀୟା ଚିଲ କୁ ଦେଖିବା ପରେ ଲୋକ ମାନେ ଭୟଭୀତ ହୋଇଲେଣି । ତେବେ ନିକଟ ରେ ମାଳିକା ଦ୍ୱାରା ଉଲ୍ଲେଖ କରାଯାଇଥିବା କଥା ଯାହାକି ପୁରୀ ଶ୍ରୀ ମନ୍ଦିର ର ବାଇସି ପାହଚରେ ପାଣି ଖେଳିବ ଏ କଥା ମଧ୍ୟ ଏବେ ସତ୍ୟ ହେବା ର ଦେଖା ଯାଇଛି । ତେବେ ଆମେ ଆପଣ ମାନଙ୍କୁ ଏତିକି କହିବାକୁ ଚାହିଁବୁ କି ଯେତେ ବଡ ବିପଦ ଆସୁ ଆମ ପାଖରେ ଆମର ମହା ପ୍ରଭୁ ଶ୍ରୀ ଜଗନ୍ନାଥ ଅଛନ୍ତି ତେଣୁ ଆମର କୈଣସି ପ୍ରକାର ର କିଛି ବି କ୍ଷତି ହେବ ନାହିଁ ଏବଂ ଏହା ସହ ଆପଣ ମାନେ ମହା ପ୍ରଭୁ ଙ୍କ ର ନାମ ଜପିବା ସହ ଭଲ କର୍ମ କରନ୍ତୁ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *