ଭାରତଠାରୁ ହାରିବା ପାକିସ୍ତାନୀଙ୍କୁ ହଜମ ହଉନି!! ନୋ ବଲ୍ କୁ ନେଇ ଏମିତି କହିଲେ ଶୋଏବ ଆଖତର !!

India

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଭାରତ ଠାରୁ ସହଜ ରେ ହାରିବାକୁ ଶୀକାର କରି ପାରୁନାହାଁନ୍ତି ପାକିସ୍ତାନୀ ଖେଳାଳି । ଜାହା ପରେ ବର୍ତମାନ ସମୟ ରେ ନୋ ବଲ କୁ ନେଇ ଏମିତି କିଛି କହିଛନ୍ତି ପାକିସ୍ତାନ ପୂର୍ବତନ ବୋଲର ସହେବ ଅକ୍ତର । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଟି ଟ୍ୱେଣ୍ଟି ବିଶ୍ୱକପ୍ 2022 ର ପ୍ରଥମ ମ୍ୟାଚରେ ଭାରତୀୟ ଫ୍ୟାନ୍ସ ମାନଙ୍କୁ ଦୀପାବଳି ର ଗିଫ୍ଟ ଦେଇଛନ୍ତି ଭାରତୀୟ ଖେଳାଳି ମାନେ ।

ଟିମ୍ ରବିବାର ଦିନ ମେଲବର୍ଣ୍ଣ ରେ ପାକିସ୍ତାନ କୁ 4 ୱିକେଟ ରେ ପରାସ୍ତ କରିଛି । ଏହି ରୋମାଞ୍ଚକ ବିଜୟ ର ହୋର ଥିଲେ ବିରାଟ କୋଇଲୀ ତାଙ୍କୁ ପ୍ଲେୟାର ଅଫ ଦି ସିଜନ ମଧ୍ୟ ସିଲେକ୍ଟ କରାଜାଇ ଥିଲା । ଏହି ମ୍ୟାଚ ଏମିତି ନୁହେଁ ଯେ ସବୁ କିଛି ଠିକ୍ ରହିଥିଲା । ଆଉ ଜାହାକୁ ନେଇ ଏବେ ବହୁତ ବିବାଦ ମଧ୍ୟ ବଢିବାରେ ଲାଗିଛି । ତେବେ ଏଠାରେ ସବୁଠୁ ବଡ ମିସଟେକ୍ ହେଲା କି ଶେଷ ଓଭର ରେ ଦିଆଜାଇ ଥିବା ନୋ ବଲ ଏହାକୁ ନେଇ ଆରମ୍ଭ ହୋଇଜାଇଛି ବର୍ତମାନ ସୋସିଆଲ ମିଡିଆ ରେ ସତର୍କ ବିତର୍କ ଆଉ ଏଠାରେ ପାକିସ୍ତାନ ର ପ୍ରଶଂସକ ମାନେ ଭାବୁଛନ୍ତି ଏହା ନୋ ବଲ ହିଁ ନୁହେଁ ।

NO BALL

ଆଉ କହୁଛନ୍ତି କି ଏହି ବଲ ଟି ଅଣ୍ଟା ତଳକୁ ଥିଲା । ଆଉ ଫିଲ ଆମ୍ପାୟାର ଏହାକୁ ନୋ ବଲ ବୋଲି ଘୋଷଣା କରିଥିଲେ । ଏହାକୁ ନେଇ ପାକିସ୍ତାନ ଟିମ୍ ର ପୂର୍ବତନ ଦୃତ ବୋଲର ସହେବ ଅକ୍ତର ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କୋହିଲୀ ଙ୍କ ଏକ ଫୋଟ ସେୟାର କରିଛନ୍ତି ଆଉ କହିଛନ୍ତି ଏହି ବଲ ଫେୟାର ଡେଲିଭରି ନଥିଲା । ଆଉ ସହେବ ଅକ୍ତର ଙ୍କ ଏମିତି କଥା ପରେ ଭାରତୀୟ ଫ୍ୟାନ୍ ମାନେ ତାଙ୍କୁ କଡା ଜାବାବ ମଧ୍ୟ ଦେଇଛନ୍ତି ।

ଏହା ପରେ ଭାରତୀୟ ଫ୍ୟାନ୍ସ ମାନେ ତୁରନ୍ତ ଏହି ଦ୍ୱତୀୟ ଫୋଟ କୁ ତୁରନ୍ତ ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି କି ଏହି ବଲ କଣ ଅଣ୍ଟା ଉପରକୁ ଯାଉଥିଲା । ତେବେ କେବଳ ସହେବ ଅକ୍ତର ନୁହଁନ୍ତି ପାକିସ୍ତାନ ର ପୂର୍ବତନ ଅଦକ୍ଷ୍ୟ ରମେଶ ରାଜା ମଧ୍ୟ ଏହିଥିରେ ରହିଛନ୍ତି । ତେବେ ସେ ଟୁଇଟ କରି ସେ କୈଣସି ବିବାଦ ସଂମ୍ପର୍କ ରେ ଆଲୋଚନା କରି ନଥିଲେ ବି ସେ ଏହି ମ୍ୟାଚ ବିଷୟ ରେ ଏହା ମୋଟେବି ଠିକ୍ ନଥିବା ବୋଲି ସେ କହିଛନ୍ତି ।

ତେବେ ବନ୍ଧୁଗଣ ଏହାକୁ ନେଇ ଆପଣ ମାନଙ୍କ ମତାମତ କଣ ରହିଛି ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *