ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନେଇ ନୂଆ ନିୟମ, ଏମିତି ବଞ୍ଚି ଯିବେ ଜଲଦି ଦେଖନ୍ତୁ

Number plate

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ବଡ ଆପଡେଟ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ କୁ ନେଇ ଆସିଲା ନୂଆ ନିୟମ ଆଜି ହିଁ ଜାଣି ରଖନ୍ତୁ ଏହାକୁ ନେଇ କଣ ରହିଛି ସୂଚନା । ତେବେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ କୁ ନେଇ ଆସିଲା ନୂଆ ନିୟମ ରାଜ୍ୟ ସଡକ ପରିବହନ ପ୍ରଧି କରଣ ପକ୍ଷରୁ ଏହି ନୂଆ ନିୟମ ଜାରି ହୋଇଛି । ପ୍ରକାଶିତ ନିର୍ଦ୍ଧେଶନାମା ଅନୁସାରେ ଧାର୍ଯ୍ୟ ତାରିଖ ରେ ବୁକିଂ କରିଥିଲେ ଗାଡି ଚାଳକ ଫାଇନ ଦେବାରୁ ବର୍ତ୍ତିବେ ବୋଲି କୁହାଜାଇଛି ।

ତେବେ ଗାଡି ଚାଳକ ଅନଲାଇନ ବୁକିଂ ସ୍ଲିପ୍ ଦେଖେଇ ସେମାନେ ଫାଇନ ରୁ ବର୍ତ୍ତି ପାରିବେ । 3 ଏବଂ 4 ନମ୍ବର ପାଇଁ ଡେଡ ଲାଇନ ସେପ୍ଟେମ୍ବର 30 ସେହି ପରି 5 ଏଭଂ 6 ନମ୍ବର ଥିବା ଗାଡି ନମ୍ବର ପାଇଁ ଅକ୍ଟୋବର 31 ତାରିଖ ଆଉ 7,8 ନମ୍ବର ପାଇଁ ନଭେମ୍ବର 30 ତାରିଖ 9,0 ପାଇଁ ଡିସେମ୍ବର 30 ତାରିଖ ଡେଡଲାଇନ ରହିଛି ।

Number plate

ତେବେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ କରିବା ନେଇ ଲୋକ ମାନେ ସମସ୍ୟା ଭୋଗ କରୁଛନ୍ତି ବହୁତ ଲୋକ ମାନେ ଆବେଦନ କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ନମ୍ବର ପ୍ଲେଟ ପାଇ ନଥିବା ବେଳେ ଅନେକ ସ୍ଲଟ ବୁକିଂ କରିବାର ସମସ୍ୟା ପାଉଛନ୍ତି । ଅନ୍ୟ ପଟେ ଏହି ପରି ନମ୍ବର ପ୍ଲେଟ କରିବାର କୈଣସି ବି ଆବଶ୍ୟକାତ ନାହିଁ ବୋଲି ଲୋକ ମାନେ ମତ ପ୍ରକାଶ କରୁଛନ୍ତି ।

ଗାଡି କିଣିବା ବେଳେ ଏହି ପରି ନମ୍ବର ପ୍ଲେଟ ନଦେଇ ବର୍ତମାନ ସମୟ ରେ ସେମାନଙ୍କୁ ଖର୍ଚ୍ଚାନ୍ତ କରି ଏହି ପରି ନମ୍ବର ପ୍ଲେଟ କରେଇବାକୁ ବାଧ୍ୟ କରାଉଥିବା ବୋଲି ଅଭିଯୋଗ ହୋଇଛି । ତେବେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ କରିବା ଏବଂ ଏହାକୁ ପାଇବାରେ ହଇରାଣ ହେଥିବା ବେଳେ ସରକାର ଙ୍କ ନିସ୍ପତି ରେ ବହୁତ ଜଣ ଅସନ୍ତୁଷ୍ଟ ଦେଖାଜାଉ ଥିବାର ଦେଖିବା ପାଇଁ ମିଳିଛି ।

Number plate

ତେବେ ଆଉ 4 ଦିନ ପରେ ଏହି ନମ୍ବର ପ୍ଲେଟ ଜାଞ୍ଚ ଆରମ୍ଭ ହେଉଥିବା ବେଳେ ଏହା କେତେ କଡା କଡି ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ତେବେ ସୂଚନା ରହିଛି କି ସରକାର ନିୟମ କରିଥିବା ନିୟମ ମାନିବେ ନାହିଁ ସେମାନଙ୍କୁ ଚାଲାଣ ସହିତ 5000 ହଜାର ଟଙ୍କାର ଜୋରିମନା ଆଦାୟ ହେବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *