ସାମ୍ନାକୁ ଆସିଛି ଅର୍ଚ୍ଚନାଙ୍କ ଜୀବନର ଲୋମଟାଙ୍କୁରା ଅଧ୍ୟାୟ II

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ଙ୍କ ମାମଲା ରେ ଆସିଛି ନୂଆ ମୋଡ ସାରା ଓଡିଶା ରେ ହଇଚଇ କରିଥିବା ବେଳେ ହଠାତ ତାଙ୍କ ଜିବନ ରେ ଏକ ଲୁମ ଟାଙ୍କୁରା ଅଧ୍ୟାୟ ସାମ୍ନାକୁ ଆସିଛି । ଜାହାକୁ ଜଣେ ସାମାଜିକ କର୍ମି ନିଜର ଫେସବୁକ ଆଇଡି ରେ ପୋଷ୍ଟ କରିଛନ୍ତି । ତାଙ୍କର ନାମ ହେଲା ଲିଙ୍ଗରାଜ ଆଜାଦ ।

ତାଙ୍କର ଫେସବୁକ ରୁ ଜଣା ପଡିଛି ତାଙ୍କ ଛାତ୍ର ଜିବନ ର ଏକ ଅକୁହା କାହାଣୀ । ଏକ ଘୋରଇ କମ୍ପାନୀ ବିରୋଧ ରେ ଜମି ହରା ମାନଙ୍କ ଆନ୍ଦୋଳନ ର ସୁତ୍ରଧାର ସାଜିଥିବା ଅର୍ଚ୍ଚନା ଙ୍କ ବାପା ଙ୍କୁ କିଣି ନପାରି ମାଫିଆ ମାନେ କିଭଳି ତାଙ୍କ ଉପରେ ପାଶବିକ ଅତ୍ୟାଚାର କରିଥିଲେ । ଏବଂ ପରବର୍ତି ସମୟ ରେ ଅତ୍ୟାଚାରୀ ମାନେ କିଭଳି କ୍ଷେମତା ଏବଂ ଅର୍ଥ ବଳରେ ମାମଲା କୁ ଚାପି ଦେଇଥିଲେ ।

Archana 2

ସେହି ସବୁର ନିର୍ଦୋୟ କରୁଣ କାହାଣୀ ସର୍ବସାଧାରଣ ରେ ପ୍ରକାଶ କରିଛନ୍ତି । ତେଣୁ ସେହି ଦିନର ନିରିହ ନାବାଳିକା ଟି ଭିନ୍ନ ଏକ ଫୁଲନ ଦେବି ସାଜି ଥାଇ ପାରେ ବୋଲି ଆଜାଦ କହିଛନ୍ତି , ସେମିତି କିଛି ଥିଲା ଅର୍ଚ୍ଚନା ଙ୍କ କାହାଣୀ ଯେଉଁଠି ଭଲ ଏବଂ ଅଭଲ ର ପ୍ରଶ୍ନ ଉଠିଛି ବୋଲି ସେ କହୁଛନ୍ତି ।

ଯେଉଁ ପ୍ରତି ପତି ଶାଳୀ ବଡବଡିଆ ମାନେ ସେ ଦିନର ଅତ୍ୟାଚାର କରି ଆଇନ କୁ କିଣି ଖସିଜାଇଥିଲେ ସେମାନଙ୍କୁ ପୁଣି ନିଜ ପାଦ ତଳକୁ ଆଣିବା ପାଇଁ ଅର୍ଚ୍ଚନା ଏମିତି ରାସ୍ତା ଆପଣେଇ ଥାଇ ପାରେ ବୋଲି ସେ କହିଛନ୍ତି । ଏମିତି କିଛି ଅଣ ଲୁଚିତ ପ୍ରଶ୍ନ କୁ ଆଜାଦ ତାଙ୍କର ଫେସବୁକ ରେ ପୋଷ୍ଟ କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *